ଏକୁଟିଆ ହିଁ ନିଜ ପିଲାମାନଙ୍କୁ ପାଳୁଛନ୍ତି ଏହି ଟିଭି ସେଲିବ୍ରେଟି

ଆଜିକା ସମୟରେ ହେଉ ବା କେବେ ବି ଦୁନିଆରେ ଏକୁଟିଆ ମା ନିଜ ଛୁଆଙ୍କୁ ପାଳିବା ବହୁତ କଷ୍ଟକର କାହିଁକିନା ଦୁନିଆ ତାଙ୍କୁ ଦୁର୍ବଳ ଭାବିଥାଏ ଓ ସବୁବେଳେ ତାଙ୍କୁ ତଳକୁ ଦେଖେଇବାରେ ଲାଗିଥାଏ ଆମ ସମାଜ ପୁରୁଷ ପ୍ରଧାନ ସମାଜ ଅଟେ, ଏଠି ସମସ୍ତେ ଛୁଆ ବାପ ବିଷୟରେ ଅଧିକ ଓ ମା ବିଷୟରେ କମ ପଚାରନ୍ତି କିନ୍ତୁ ନିଜ ପରିଶ୍ରମ ଓ କର୍ମ ଦ୍ଵାରା ଏହି ଅଭିନେତ୍ରୀ ମାନେ ନିଜ ଛୁଆକୁ ଜୀବନ ସବୁ ସୁଖ ଦେଇ ବଡ କରିଛନ୍ତି ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳାଙ୍କ ବା ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ପରିଶ୍ରମ ରେ ନିଜ ଛୁଆଙ୍କୁ ବଡ କରିଛନ୍ତି ଓ ତାଙ୍କ ବାପା ମାନେ ଏଥିରେ ତାଙ୍କ ମା ସହ ନଥିଲେ ।

Image Courtesy: Google

୧. ଉର୍ଭସୀ :

ଉର୍ଭସୀ ନିଜ ଭିଲନ ଅଭିନୟ ପାଇଁ ବହୁତ ପ୍ରଚଳିତ ଅଟନ୍ତି ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ଉର୍ଭସୀ ବହୁତ କମ ବୟସରେ ପ୍ରେମ ବିବାହ କରିଥିଲେ ଓ କେବଳ ୧୮ ବର୍ଷ ବୟସରେ ସେ ଦୁଇ ଯାଁଆଳା ଛୁଆଙ୍କୁ ଜନ୍ମ ଦେଇଥିଲେ ତେବେ ଆପଣ ମାନଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ ଛାଡପତ୍ର ଦେଲା ସମୟରେ ଉର୍ଭସୀ ଗର୍ଭବତୀ ଥିଲେ । ତେବେ ନିଜ ଦୁଇ ଛୁଆଙ୍କୁ ଉର୍ଭସୀ ନିଜ ପରିଶ୍ରମ ଦ୍ଵାରା ବଡ କରିଛନ୍ତି ଓ ଦୁତୀୟ ବିବାହ କରି ନାହାନ୍ତି ।

Image Courtesy: Google

୨. ଜୁହୀ ପରମର :

ଯୁହିଙ୍କୁ ଆପଣ ମାନେ ବହୁତ ସିରିଏଲରେ କାମ କରିଥିବାର ଦେଖିଥିବେ ସେ ବହୁତ ଭଲ ଓ ପରିଶ୍ରମୀ ଅଭିନେତ୍ରୀ ଅଟନ୍ତି । ଜୁହୀ ଟିବି ଜଗତ ସଚିନ ସହିତ ବିବାହ କରିଥିଲେ ଯାହା ପରେ ତାଙ୍କ ଘରେ ଗୋଟେ ଛୋଟ ପରି ଜନ୍ମ ହୋଇଥିଲେ ଝୁହିଙ୍କ ଝିଅ ୩ ବର୍ଷର ଥିଲେ ଯେତେବେ ସେ ନିଜ ସ୍ଵାମୀ ଠାରୁ ଛାଡପତ୍ର ନେଲେ ଏହା ପରେ ତାଙ୍କ ଝିଅ ଜୁହୀ ପାଖରେ ଅଛନ୍ତି ଓ ଜୁହୀ ତାକୁ ବହୁତ ଭଲ ପାନ୍ତି ।

୩. ଶ୍ଵେତା ତିୱାରୀ:

ଶ୍ଵେତା ବହୁତ ବଡ ସଫଳ ଅଭିନେତ୍ରୀ ଅଟନ୍ତି କିନ୍ତୁ ଆମେ ଏହି କଥା ତାଙ୍କ ନିଜି ଜୀବନ ବିଷୟରେ କହି ପାରିବୁ ନାହିଁ କାହିଁକିନା ଶ୍ଵେତା ମଧ୍ୟ ବହୁତ କମ ବସ୍ରେ ବିବାହ କରିଥିଲେ କେବଳ ୧୮ ବର୍ଷରେ ଶ୍ଵେତା ପ୍ରଥମ ବିବାହ କରିଥିଲେ ଯାହା ଦ୍ଵାରା ତାଙ୍କର ଗୋଟେ ଝିଅ ଅଛି ତେବେ କିଛି ବର୍ଷ ହିଂସା ସହିବା ପରେ ଶ୍ଵେତା ତାଙ୍କ ପ୍ରଥମ ସ୍ଵାମୀକୁ ଛାଡପତ୍ର ଦେଇଥିଲେ ଏହା ପରେ କିଛି ବର୍ଷ ପରେ ଶ୍ଵେତା ଦୁତୀୟ ବିବାହ କରିଥିଲେ ଯାହା ଦ୍ଵାରା ତାଙ୍କର ଗୋଟେ ପୁଅ ଅଛି କିନ୍ତୁ ଏହି ବିବାହ ମଧ୍ୟ ଅଧିକ ଦିନ ଚାଲିଲା ନାହିଁ । ଏବେ ଦୁଇ ଛୁଆଙ୍କୁ ଶ୍ଵେତା ନିଜେ ସମଭାଲୁଛନ୍ତି ।

Image Courtesy: Google

୪. ଦିଲଜିତ କୋର :

ଦିଲଜିତ ମଧ୍ୟ ବହୁତ ସୁନ୍ଦର ଏବଂ ସଫଳ ଅଭିନେତ୍ରୀ ଅଟନ୍ତି ତେବେ ସେ ବିବାହ ପରେ ଗୋଟେ ପୁଅ ଜନ୍ମ ଦେଇଥିଲେ ଯାହା ପରେ ତାଙ୍କ ନିଜି ଜୀବନରେ ହିଂସା ବହୁତ ବଢିଯାଇଥିଲା ଯାହାକୁ ସାହି ନପାରି ଦିଲଜିତ ଛାଡପତ୍ର ନେଇଥିଲେ ଓ ବର୍ତମାନ ସେ ନିଜ ପୁଅ ସହ ବହୁତ ଖୁସି ଦେଖା ଯାନ୍ତି । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *