ସଂସାରରେ ସ୍ୱାସ୍ଥ୍ୟ ଠାରୁ ବଡ ଏବଂ ଆବଶ୍ୟକ କଥା କୌଣସି ମଣିଷ ପାଇଁ କିଛି ନଥାଏ ସମସ୍ତେ ଏହା ଭାବନ୍ତି ଯେ କଣ କଲେ ଆମ ସ୍ୱାସ୍ଥ୍ୟ ଭଲ ରହିବ ଓ ଆମକୁ କୌଣସି ପ୍ରକାର ରୋଗ ହବ ନାହିଁ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଗୋଟେ ଉପାୟ ଆଣିଛୁ ଯାହା ଦ୍ଵାରା ଆପଣଙ୍କୁ କୌଣସି ପ୍ରକାର ରୋଗ ହବ ନାହିଁ ଓ ଯଦି ବା ଅଛି ତେବେ ଏହା ନିୟନ୍ତ୍ରଣରେ ରହିବ ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତାହା ଏଥିପାଇଁ ଲାଭକାରୀ କାହିଁକିନା ଏହା ଦ୍ଵାରା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢିବାକୁ ଲାଗିଥାଏ ଓ ଆପଣଙ୍କୁ କୌଣସି ପ୍ରକାର ଅସୁବିଧା ହୋଇନଥାଏ ।

ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କ ରକ୍ତକୁ ସଫା କରିଥାଏ ଓ ଆପଣଙ୍କ ରକ୍ତକୁ ଗାଢୁଆ ହବାରୁ ବଞ୍ଚାଇ ଥାଏ ଯାହା ଦ୍ଵାରା ଆପଣଙ୍କ ଶିରରେ ବ୍ଲୋକେଜ ହୋଇ ନଥାଏ ଓ ଆପଣଙ୍କୁ ସୁଗାର ବା ହାର୍ଟଅଟାକ ଭଳି ସମସ୍ଯା ଆସିନଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବାକୁ ଯାଉଛୁ ତା ମୁଖ୍ୟ ଜିନିଷ ହେଲା ଅଳସି ଆପଣ ମାନେ ଅଳସି ବହୁତ ଭଲ ଭାବରେ ଜାଣିଥିବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ବିଶେଷ କରି ଆପଣଙ୍କ ହୃଦୟ ପାଇଁ ଯେଉଁ ଲୋକଙ୍କୁ ହୃଦୟ ରୋଗ ଅଛି ତାଙ୍କୁ ଏହି ଉପାୟ କରିବା ବହୁତ ଆବଶ୍ୟକ ଅଟେ ।

ତେବେ ଆପଣ ମାନେ ଦହି ର ଲାଭକାରୀ ଗୁଣ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ ଦହି ଗରମ ଦିନରେ ଖାଇବାର ଅଲଗା ସୁଆଦ ହୋଇଥାଏ ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ । ଆୟୁର୍ବେଦରେ ଅଳସିକୁ ମଣିଷ ଶରୀର ପାଇଁ ରାମବାଣ ଚିକିତ୍ସା କୁହା ଯାଇଛି ତେବେ ଗୁରୁ ମାନଙ୍କ କହିବା ଅନୁଯାଇ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ ସବୁ ପ୍ରକାର ଭୟଙ୍କର ରୋଗ ଏହା ଦ୍ଵାରା ଦୂରେଇ ରୁହନ୍ତି । ଆପଣ ଅଳସି ନିଅନ୍ତୁ ଓ ଏହାକୁ ଟିକେ ଭାଜି ନିଅନ୍ତୁ ଏହା ପରେ ଆପଣ ଏହାକୁ ବାଟି ବା ଗ୍ରାଇଣ୍ଡ କରି ପାଉଡର ବନେଇ ନିଅନ୍ତୁ ।

ଏହା ପରେ ଆପଣ ଗୋଟେ ତାଟିଆରେ କିଛି ଦହି ନିଅନ୍ତୁ ଓ ସେଥିରେ ଅଳସି ଦୁଇ ଚାମଚ ପାଉଡର ପକାଇ ମିଶେଇ ନିଅନ୍ତୁ ଓ ବସି ମୁହଁରେ ଏହାର ସେବନ କରନ୍ତୁ । ଗୋଟେ କଥା ବିଶେଷ ରୂପରେ ଧ୍ୟାନ ରଖନ୍ତୁ ଆପଣ ଅଳସି ଠାରେ ଦହିରେ ମିଶାଇଲା ପରେ ଏହାକୁ ଅଧିକ ସମୟ ପାଇଁ ଛାଡନ୍ତୁ ନାହିଁ ନଚେତ ଏହା ଲାଭ ଜାଗାରେ ଆପଣଙ୍କ ଶରୀରକୁ ହାନି କରିଥାଏ । ତେବେ ଅଳସି ପାଉଡର ଦହିରେ ମିଶାଇଲା ପରେ ତୁରନ୍ତ ଏହାର ସେବନ କରନ୍ତୁ ।