୫ରୁ ୯ ନଭେମ୍ବର ମଧ୍ୟରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି ୭ ଟି କାମ , ବର୍ଷଯାକ ରହିବ ପଇସାର ଅଭାବ ଓ ଚିନ୍ତା

ସୋମବାର ୫ ନଭେମ୍ବରରୁ ପାଞ୍ଚ ଦିବସୀୟ ଦିପୋତ୍ସବ ଆରମ୍ଭ ହେବାକୁ ଯାଉଛି , ୫ ନଭେମ୍ବରକୁ ଧନତେରାସ ଅଟେ , ୬ କୁ ରୁପ ଚୋଦସ୍, ୭ ରେ ଦୀପାବଳୀ, ୮ କୁ ଗୋବର୍ଦ୍ଧନ ପୁଜା , ଓ ୯ କୁ ଭାଇ ଦୁଜ୍ ଅଛି , ଏହି ଦିନରେ ଲକ୍ଷ୍ମୀଙ୍କୁ ମନାଇବାପାଇଁ ବିଭିନ୍ନ ଉପାୟ କରାଯାଇଥାଏ । ଜ୍ୟୋତିଷ୍ୟଚାର୍ଯ୍ୟ ପଣ୍ତିତ ମନୀଷ ଶର୍ମାଙ୍କ ଅନୁସାରେ ପୂଜା ପାଠ ସବୁ ସଫଳ ହୋଇଥାଏ , ଯେବେ ଅଶୁଭ କାମରେ ବଞ୍ଚିପାରୁ । ନ ହେଲେ ପୁଜା ସଫଳ ହୋଇପାରେ ନାହିଁ ।

୧) ସକାଳ ଡେରି ଯାଏଁ ଶୋଇବା ଅନୁଚିତ୍ : ଦୀପାବଳୀ ଦିନରେ ବ୍ରହ୍ମ ମୁହୁର୍ତ୍ତରେ ହିଁ ଉଠିବା ଉଚିତ୍ , ଯେଉଁ ଲୋକ ଏହି ଦିନରେ ସୂର୍ଯ୍ୟୋଦୟ ପରେ ଶୋଇ ରହିଥାନ୍ତି , ତାଙ୍କୁ ମହାଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ନାହିଁ

୨) କ୍ରୋଧ କରନ୍ତୁ ନାହିଁ : ଏବେ ଏହି ଖରାପ ଅଭ୍ୟାସକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଦିଅନ୍ତୁ , ଦିପାବଳୀରେ ଘରେ ଶାନ୍ତି ରଖନ୍ତୁ , ଦୀପାବଳୀରେ କ୍ରୋଧ କରନ୍ତୁ ନାହିଁ , ଓ ଜୋର୍ ରେ ଚିତ୍କାର କରିବା ଅଶୁଭ ହୋଇଥାଏ , ଯେଉଁ ଲୋକ ଏହି ଦିନରେ କ୍ରୋଧ କରନ୍ତି , ତାଙ୍କୁ ମହାଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ନାହିଁ ।

୩) ବାଦ ବିବାଦ କରନ୍ତୁ ନାହିଁ : ଘରେ କେଉଁ ପ୍ରକାରର କଳହ କିମ୍ବା ଝଗଡା କରନ୍ତୁ ନାହିଁ , ଘର ପରିବାର ସମସ୍ତଙ୍କ ପ୍ରେମ ଭାବ କରନ୍ତି , ଓ ଖୁସିର ବାତାବରଣ କରନ୍ତୁ , ଯେଉଁଠି ଝଗଡା କିମ୍ବା କଳହ ହୋଇଥାଏ , ସେଠାରେ ଦେବୀଙ୍କ କୃପା ରହେ ନାହିଁ , ଘରର ସାଥେ ସାଥେ ବାହାରେ ବି ଏହି କଥାର ଧ୍ୟାନ ରଖନ୍ତୁ କି କାହାସହ କେଉଁ ପ୍ରକାରର ଝଗଡ ନହୁଏ । ଅଶାନ୍ତ ମନରେ କରାଯାଇଥିବା କାମ ସଫଳ ହୁଏ ନାହିଁ ।

୪) ଘରକୁ ଅପରିସ୍କାର କରନ୍ତୁ ନାହିଁ : ଦୀପାବଳୀରେ ସଫା ସୁତୁରା କରିବା ବିଶେଷ ମହତ୍ତ୍ୱ ରହିଥାଏ , ଘରେ ଅଳିଆ ରହିବା ଉଚିତ୍ ନୁହେଁ , ଘରର କୋଣ ଅନୁକୋଣ ସଫା ରହିବା ଉଚିତ୍ , କେଉଁ ପ୍ରକାରର ଦୁର୍ଗନ୍ଧ ଘରେ କିମ୍ବା ଆଖପାଖରେ ରହିବା ଉଚିତ୍ ନୁହେଁ , ଘରେ ସୁଗନ୍ଧିତ ବାତାବରଣ ରହିବା ଉଚିତ୍

୫) ନିଶା କରନ୍ତୁ ନାହିଁ : ଦୀପାବଳୀରେ କେଉଁ ପ୍ରକାରର ନିଶା କରିବା ଅନୁଚିତ୍, ମାନ୍ୟତା ଅଛି କି ଯେଉଁ ଲୋକ ନିଶା କରନ୍ତି ତାଙ୍କର ସବୁବେଳେ ଅସୁବିଧା ହେଇଥାଏ , ନିଶା କାରଣରୁ ଘରର ଶାନ୍ତି ଭାଙ୍ଗିଯାଏ , ଓ ମାନସିକ ଚିନ୍ତା ବୃଦ୍ଧି ପାଏ ,

୬) ବୟସ୍କ ଲୋକଙ୍କୁ ଅପମାନ କରନ୍ତୁ ନାହିଁ : ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି କେଉଁ ପରିସ୍ଥିତିରେ ବି ମା ବାପା କିମ୍ବା ଅନ୍ୟ ବୟସ୍କ ଲୋକଙ୍କୁ ନିରାଶ କରନ୍ତୁ ନାହିଁ , ସମସ୍ତଙ୍କୁ ସମ୍ମାନ କର୍ନତୁ , ଯେଉଁ ଲୋକ ମା ବାପା କିମ୍ବା ଅନ୍ୟ ବୟସ୍କ ଲୋକଙ୍କୁ ଅନାଦାର କରନ୍ତି , ତାଙ୍କୁ ଦେବୀ ଓ ଦେବତାଙ୍କ କୃପା ମିଳିପାରେ ନାହିଁ , ଓ ଦାରିଦ୍ରତା ରହିଥାଏ ।

୭) ଦ୍ୱିପହରରେ ସୂର୍ଯ୍ୟସ୍ଥ ସମୟରେ କିମ୍ବା ସୂର୍ଯ୍ୟଦୟ ପରେ ଶୋଇବା ଅନୁଚିତ୍ : କିଛି ବିଶେଷ ପରିସ୍ଥିତିକୁ ଛାଡି ଦିନରେ କିମ୍ବା ସଂନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ , ଯଦି କେଉଁ ବ୍ୟକ୍ତି ରୋଗାଗ୍ରସ୍ତ ଅଛନ୍ତି , କିମ୍ବା ବୃଦ୍ଧ ଅଟନ୍ତି , କିମ୍ବା ଗର୍ଭବତୀ ମହିଳା ଅଟନ୍ତି , ସେ ଦିନ କିମ୍ବା ସଂନ୍ଧ୍ୟାରେ ଶୋଇପାରନ୍ତି , କିନ୍ତୁ ସୁସ୍ଥ ଲୋକ ଦିନରେ କିମ୍ବା ସଂନ୍ଧ୍ୟା ସମୟରେ ଶୋଇବା ଅନୁଚିତ୍

Leave a Reply

Your email address will not be published. Required fields are marked *