ସୋମବାର 04 ଏପ୍ରିଲ 2022, ମହାଦେବଙ୍କ ଆଶୀର୍ବାଦରୁ ଏହି 5ଟି ରାଶିର ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ମନରେ ନକରାତ୍ମକ ବିଚାରର ପ୍ରଭାବ ରହିବ । ଆଜି ଆପଣଙ୍କୁ ଘରର କୌଣସି ଦାୟିତ୍ଵ ମିଳିବ ଯାହାକୁ ନିଭାଇବା ପାଇଁ ଆପଣ ସଫଳ ହେବେ । କୌଣସି ସାଙ୍ଗ ଆପଣଙ୍କୁ ଆର୍ଥିକ ସହାୟତା ମାଗିପାରେ ଶୁଭ ସମାଚାର ପ୍ରାପ୍ତ ହେବ । ଯାତ୍ରାରେ ଯିବାରେ ସାବଧାନ ରୁହନ୍ତୁ । କାର୍ଯ୍ୟରେ ଜୀବନସାଥିର ସହଯୋଗ ପ୍ରାପ୍ତ ହେବ । ଆଜି କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜର ଶକ୍ତି ଓ କମଜୋରିକୁ ଜାଣିପାରିବ । ଭାଗ୍ୟ ଆପଣଙ୍କ ସହଯୋଗ କରିବ ।

ବୃଷ :- ଆଜି ଆପଣଙ୍କ ମନ ଅଧ୍ୟାତ୍ମ ଆଡକୁ ରହିବ । ଦାଂପତ୍ଯ ଜୀବନରେ ଆପଣ କୌଣସି ନିରାସତାର ଶିକାର ହୋଇପାରନ୍ତି କାରଣ ଜୀବନସାଥିର କୌଣସି ଶାରୀରିକ ସମସ୍ଯା ଚିନ୍ତିତ କରିପାରେ । ଧନପ୍ରାପ୍ତି ସୁଗମ ହେବ । ନେତ୍ରପୀଡା ହୋଇପାରେ । ପ୍ରେମ ଜୀବନରେ ଜଡିତ ଲୋକଙ୍କୁ ରୋମାନ୍ସ କରିବାର ଅବସର ମିଳିବ । ପୁରୁଣା ସାଙ୍ଗଙ୍କ ସହିତ ମିସିକି ଖୁସି ହେବେ । ଧନର ଆଗମନ ଓ ବ୍ୟବସାୟରେ ବୃଦ୍ଧିରେ ପ୍ରସନ୍ନ ରହିବେ ।

ମିଥୁନ :- ଆଜି ଆପଣଙ୍କ ପୁରୁଣା ସାଙ୍ଗ ସହିତ ଫୋନରେ କଥା ହେବେ । ମେଡିକାଲ ସହିତ ଜଡିତ ଲୋକଙ୍କୁ ଆଜି କିଛି ନୂଆ ଶିଖିବାକୁ ମିଳିବ । ଆଜି ନିଜ କଥା ଉପରେ ସଂଯମତା ରଖନ୍ତୁ । ନହେଲେ ଘରର ମହୋଲ ଖରାପ ହୋଇପାରେ । କଥା ଓ ରାଗ ଉପରେ ସଂଯମତା ରକ୍ଷା କରନ୍ତୁ । ପ୍ରତିଷ୍ଠା ପ୍ରରାକ୍ରମରେ ବୃଦ୍ଧି ହେବ । ଆୟର ସ୍ରୋତ ବିକଶିତ ହେବ ।

କର୍କଟ :- ସାମାଜିକ କାର୍ଯ୍ୟରେ ନୂଆ ନୀତି ଆପଣାଇବାର ଫାଇଦା ମିଳିବ । ଆଜିର କର୍ମ କଳିର ଭବିଷ୍ୟତକୁ ବନାଇବ, ବୁଝି ବିଚାରୀ ନିର୍ନୟ ନିଅନ୍ତୁ । ଧନ ପ୍ରାପ୍ତିର ଯୋଗ ରହିଛି । କାର୍ଯ୍ୟରେ ଯଶର ପ୍ରାପ୍ତି ହେବ । ଶୋକ ସମାଚାର ପ୍ରାପ୍ତ ହୋଇପାରେ । ପୁରୁଣା ରୋଗ ବାହାରି ପାରେ । ଭାଇ ମାନଙ୍କ ଭିତରେ ପ୍ରେମ ଓ ସହଯୋଗ ବଢିବ । ଚାକିରିରେ ଆପଣଙ୍କ କାମ ସମୟରେ ପୁରା ହେବ ।

ସିଂହ :- ଧନ ସମ୍ପତି ମାମଲାରେ ଜିନିଷ ଅନୁକୂଳ ରହିବ ଓ ଆଗକୁ ସୁଧାର ଅତିରିକ୍ତ ଉପଲବ୍ଧି ହେବ । ଏକ୍ସଟ୍ରା କାମ ପାଇଁ କାହାର ସାହାର୍ଯ୍ୟ ମିଳିପାରେ । ପୁରୁଣା କିଛି ମାମଲାରେ ଝଗଡା ଖତମ ହୋଇପାରେ । ଘର ପରିବାରର ଚିନ୍ତା ରହିବ । ମନୋରଞ୍ଜକ ଯାତ୍ରା ସମ୍ଭବ ଅଟେ । ସ୍ଵାଦିଷ୍ଟ ଭୋଜନର ଆନନ୍ଦ ମିଳିବ । ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଅନ୍ୟର ନଜରିଆ ବୁଝିବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କୁ କୌଣସି ଭଲ ଖବରର ଅପେକ୍ଷା ରହିବ ।

କନ୍ୟା :- ଆଜି ଆପଣଙ୍କ ମନ କରିବକି ଆପଣଙ୍କ କାମ ବହୁତ ଜଲ୍ଦି ଓ ବହୁତ ଭଲ ଉପାୟରେ କରିବା ପାଇଁ । ଏହା ଦ୍ଵାରା ଆପଣଙ୍କ ଛବି ମଧ୍ୟ ମଜଭୁତ ହେବ ଓ ଆପଣଙ୍କ ବସ ମଧ୍ୟ ଆପଣଙ୍କ ଉପରେ ଖୁସି ହେବେ । ନୂଆ ଜବର ଅଫର ମିଳିପାରେ । କରିଥିବା ଚାକିରିରେ ପ୍ରମୋଶନର ଯୋଗ ବନୁଛି । ଭାଇ ଭାଉଣୀ ସହିତ ମନ ମାଳିନ୍ୟ ହୋଇପାରେ । ଟିକେ ସମ୍ଭାଳିକି ଆପଣଙ୍କୁ ରହିବାକୁ ହେବ । ନହେଲେ ଏକା ଚିନ୍ତା ବଢିପାରେ ।

ତୁଳା :- ଆଜି ଆପଣଙ୍କୁ ଶିକ୍ଷା କାର୍ଯ୍ୟରେ ସଫଳତା ମିଳିପାରେ । ମନରେ ସକାରାତ୍ମକ ବିଚାର ଆସିପାରେ, ଯେଉଁଥିରେ କାର୍ଯ୍ୟରେ ସଫଳତା ମିଳିବ । ଶତ୍ରୁ ପକ୍ଷ ନିର୍ବଳ ରହିବେ । ପରିଜନଙ୍କ ସହିତ ସମୟ ଆନନ୍ଦ ପୂର୍ବକ ବିତାଇବେ । ଆପଣଙ୍କୁ ହଠାତ ଫାଇଦା ହୋଇପାରେ ମିତ୍ର ଓ ସଜନଙ୍କ ସହଯୋଗ ଦ୍ଵାରା ସ୍ଥିତି ନିୟତ୍ରଣରେ ରହିବ । କାର୍ଯ୍ୟ କ୍ଷେତ୍ରରେ ବାରିଷ୍ଠଙ୍କ ପ୍ରେସର ରହିବ । ଆଜିର ଦିନ ମଉଜ ମସ୍ତି ଓ ଆନନ୍ଦ ଭରା ରହିବ ।

ବିଛା :- ବ୍ୟାପାରରେ ଲାଭ ହେବାର ଯୋଗ ବନିବାର ନଜର ଆସୁଛି । ଯେଉଁ ଛାତ୍ରଙ୍କୁ କାରିୟର ସମ୍ବନ୍ଧ କୌଣସି ପ୍ରକାର ଅସୁବିଧା ଆସିପାରେ । ଆଜି ବଡ ଭାଇକି ବଡ ଭଉଣୀଙ୍କ ସାହାର୍ଯ୍ୟ ମିଳିବ । ଚାକିରି ଓ ବିଜନେସ ପାଇଁ ଦିନ ଶୁଭ ଅଟେ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯିବାର ସୁଯୋଗ ମିଳିବ । ପିଲା ମାନଙ୍କ ସହିତ ଭଲ ସମୟ ବିତିବ । ପରିବାରରେ ଖୁଶିର ମାହୋଲ ବନିବ । ଆପଣଙ୍କ ମନ ପ୍ରସନ୍ନ ରହିବ ।

ଧନୁ :- ଆଜି ଆପଣଙ୍କ ପରିବାର ଲୋକ ଆପଣଙ୍କୁ ଷପୋଟ କରିବେ । ଭାଗ୍ଯର ସହଯୋଗ ନିଶ୍ଚିତ ମିଳିବ । କାମରେ ସଫଳତା ମିଳିବ । କାମ ମାମଲାରେ କରାଯାଇଥିବା ନୂଆ ଚେଷ୍ଟା ସାର୍ଥକ ହେବ । ବ୍ୟାପାରରେ ବୃଦ୍ଧି ହେବ । ନିଜ କଥା ବର୍ତା ସ୍ଵଭାବ ଓ ଚିଡା ପ୍ରକୃତି ଉପରେ କାବୁ ରଖନ୍ତୁ । ବିଜନେସରେ କୌଣସି ରିସ୍କ ନିଅନ୍ତୁ ନହିଁ । ରହିଯାଇଥିବା ପଇସା ମିଳିପାରେ । କରଜ ଚୁକାଇବେ ।

ମକର :- ମକର ରାଶିର ଲୋକ ମାନସିକ ଚିନ୍ତରୁ ବଞ୍ଚିକି ରୁହନ୍ତୁ । ଆପଣଙ୍କ ଚାକିରିରେ ପ୍ରଶଂସା ଆଉ ପଦୋନ୍ନତି ଦୁଇଟି ଯାକ ମିଳିବ । ବିରୋଧୀ ମାନଙ୍କ ଉପରେ ଭାରି ପଡିବେ । ଆପଣଙ୍କ ଆଖପାଖରେ ଚହଳ ପହଲ ହେବ । ବାଣୀ ଉପରେ ନିୟତ୍ରଣ ରଖନ୍ତୁ । କାର୍ଯ୍ୟରେ ବାଧା ଆସିପାରେ । ସ୍ୱାସ୍ଥ୍ୟ ମଜଭୁତ ରହିବ । ଯାହା ଫଳରେ କାମରେ ସଫଳତା ମିଳିବ । ସତର୍କ ରୁହନ୍ତୁ ଚୋଟ ଲାଗିବାର ଆଶଙ୍କା ରହିଛି ।

କୁମ୍ଭ :- ଆଜି କୌଣସି ବହୁତ ବଡ ଧନଲାଭ ହୋଇପାରେ, ଯେଉଁଥିରେ ଆପଣଙ୍କ ମନ ପ୍ରସନ୍ନ ରହିବ । ନିଜ ଭାବନା ଉପରେ କଣ୍ଟ୍ରୋଲ ରଖିବେତ ଫାଇଦା ହି ଫାଇଦା ହେବ । ଆଜି ଆପଣଙ୍କ କଠିନ ପରିଶ୍ରମର ଫଳ ମିଳିବ । ଭରପୁର ରଚନାତ୍ମକ ଓ ଉଶ୍ଚାହ ଆପଣଙ୍କୁ ଗୋଟିଏ ଫାଇଦା ମନ୍ଦ ଦିନ ଆଡକୁ ନେଇଯିବ । ଆପଣଙ୍କ ବଚତରେ ବୃଦ୍ଧି ହେବ ।

ମୀନ :- ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ପଇସା ମାମଲାରେ ଟିକେ ବିଚାର କରିବେତ ଫାଇଦା ମିଳିପାରେ । ରହିଯାଇଥିବା ପଇସା ମିଳିବାର ଯୋଗ ଅଛି । ଆପଣଙ୍କ ପାଖରେ ଆଜି ନିଜ କ୍ଷମତା ଦେଖାଇବାର ସୁଯୋଗ ମିଳିବ । ଏମିତି ଚେଞ୍ଜେସ ଆଣନ୍ତୁକି ଆପଣଙ୍କ ରଙ୍ଗ ରୂପରେ ନିଖାର ଆଣିବ । ଆପଣଙ୍କ ଜୀବନସାଥି ସହିତ ସମ୍ବନ୍ଧ ଭଲ ରହିବ ।

Leave a Reply

Your email address will not be published. Required fields are marked *