ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ଆଜି ଜୀବନ ସାଥି ସହିତ ବାଦ ବିବାଦ ଦେଖିବାକୁ ମିଳିପାରେ । ମନ ଭିତରୁ ସୁସ୍ଥ ହୋଇକି କାର୍ଯ୍ୟ କରନ୍ତୁ, ଯାହା ଦ୍ଵାରା କାର୍ଯ୍ୟ କରିବାରେ ଉଶ୍ଚାହ ଏବଂ ଊର୍ଜା ଅନୁଭବ କରିବେ । ଘରର ବାତାବରଣ ପ୍ରଫୁଲିତ ରହିବ । ଯେଉଁ ଷ୍ଟିତିର ସାମ୍ନା କରୁଛନ୍ତି ସେଥିରେ ଆପଣଙ୍କୁ ଫାଇଦା ହେବ । ଦାଂପତ୍ଯ ଜୀବନରେ ସୁଖଦ ସ୍ଥିତି ରହିବ । ସନ୍ତାନ ପକ୍ଷରୁ ବିବାହରେ ଆସୁଥିବା ପ୍ରତିବନ୍ଧକ ସମାପ୍ତ ହେବ ।
ବୃଷ :- ଆଜି କୌଣସି ଖାସ କାମ ବାଆ ଆକର୍ଷକ ଯୋଜନା ଆପଣଙ୍କୁ ସାରା ଦିନ ଘେରି ରହିବ । ନୂଆ ଲୋକଙ୍କ ସହିତ ସାଙ୍ଗା ହୋଇପାରେ । ପରିବାର ମାହୋଲ ଭଲ ରହିବ ଓ ପରିବାର ଲୋକଙ୍କ ବ୍ୟବହାର ଦ୍ଵାରା ଆପଣ ବହୁତ ଖୁସି ହେବେ । ଆପଣ ନିଜ ମନ ପସନ୍ଦ ବା ମନମର୍ଜିର କାମ କରିବା ପାଇଁ ଇଛୁକ ରହିବେ । ଆପଣ ସୁସ୍ଥ ରହିବା ପାଇଁ ନିଜ ଉପରେ ଧ୍ୟାନ ଦେବା ଆବଶ୍ୟକ ଅଟେ ।
ମିଥୁନ :- ଆପଣ ନିଯେ ନିଜକୁ ଆତ୍ମବିଶ୍ଵାସ ଭରା ରଖିବାକୁ ପଡିବ ତେବେ ଆପଣ କୌଣସି କାର୍ଯ୍ୟରେ ଭଲ କରି ପାରିବେ । ଆଜି କାହା ସହିତ ପଇସାର ଦେବା ନେବା କରନ୍ତୁ ନହିଁ ଓ ଆଉ କାହାକୁ ଉଧାରବି ଦିଅନ୍ତୁ ନହିଁ । ନିର୍ନୟ ଶକ୍ତି ଅଭାବରୁ ମନରେ ଦ୍ଵିବିଧା ବଢି ପାରେ, ଯାହା ଦ୍ଵାରା ଚିନ୍ତାରେ ବୃଦ୍ଧି ହେବ । ଘରର କୌଣସି ଲୋକର ଦେହ ଖରାପ ହେବା କାରଣରୁ ଆପଣ ବହୁତ ଚିନ୍ତିତ ରହିବେ ।
କର୍କଟ :- ଆଜି ଆପଣଙ୍କ ପରିଶ୍ରମକୁ ଉଚିତ ଫଳ ମିଳିବ ଏବଂ ନୂଆ ଦାୟିତ୍ଵର ଭାର ମଧ୍ୟ ଆପଣଙ୍କୁ ଦିଆଯିବ । ଯେଉଁ ବିଦ୍ୟାର୍ଥୀ ପ୍ରତିଯୋଗୀତା ପରୀକ୍ଷାର ପ୍ରସ୍ତୁତିରେ ଲାଗି ରୁହନ୍ତୁ ତାଙ୍କୁ ନିଜ ପଢା ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କୌଣସି ପ୍ରେମର ସମ୍ପର୍କକୁ ଆଗକୁ ବଢାଇବାର ବିଚାର ରହିଛି । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ।
ସିଂହ :- ନୂଆ କାର୍ଯ୍ୟର ଆରମ୍ଭ କରିବା ପାଇଁ ଏହି ଦିନ ମହତ୍ବପୂର୍ଣ ରହିବ । କୌଣସି ଘର କାର୍ଯ୍ୟରେ ବ୍ୟସ୍ତ ରହିବେ । ଘର ଲୋକଙ୍କ ସହିତ ଭଲ ବ୍ୟବହାର କରିବାରେ ଆପଣ ସଫଳ ହେବେ । ପଇସା ମାମଲାରେ ସାଥିଙ୍କଠୁ ସାହାର୍ଯ୍ୟ ମିଳିବ । ଦୂର ସ୍ଥାନ ଲୋକଙ୍କ ସହିତ କଥା ବାର୍ତା ହେବ । ଚାକିରି କରିଥିବା ଲୋକ ପଦୋନ୍ନତି ହେବାର ଯୋଗ ବନୁଛି । ନିଜ କୌଶଳ ଓ ସାହସ ଦ୍ଵାରା ଆପଣ ନିଜ ରାସ୍ତାରେ ଆସୁଥିବା ସବୁ ଅସୁବିଧା ଦୂର କରିବେ ।
କନ୍ୟା :- ସାମାଜିକ ଓ ଧାର୍ମିକ ସମାରୋହ ପାଇଁ ବହୁତ ଭଲ ଦିନ ଅଟେ । ବ୍ୟାପାର ବା ଚାକିରିରେ ଲାଭ ହେବ । ଆୟରେ ବୃଦ୍ଧି ହେବ । ବୈବାହିକ ସୁଖର ଅନୁଭୂତି ହେବ । ପୂର୍ଣ ଲାଭ ଦାୟକ ଦିନ ଅଟେ । ଯଦି କୌଣସି ନୂଆ ବ୍ଯ ବସାୟ ପାର୍ଟନର ଶିପରେ କରିବାର ଯୋଜନା କରୁଛନ୍ତିତ ତାହା ବହୁତ ଠିକ ରହିବ । ମିତ୍ର ଓ ପରିଜନଙ୍କ ସହିତ ଆତ୍ମୀୟତା ପ୍ରଗାଢ ହେବ । କୌଣସି ମୁସ୍କିଲ କାମର ଉପାୟ ବାହାରିବ ।
ତୁଳା :- କାରିୟର ପାଇଁ ଏହି ଦିନ ଅନୁକୂଳ ଅବସର ପ୍ରଦାନ କରିବ । ନିବେଶ ମାମଲାରେ ଆପଣଙ୍କୁ ସାବଧାନ ରହିବାର ଅଛି । ଯଦି କେଉଁଠି ନିବେଶ କରୁଛନ୍ତିତ ପ୍ରଥମ ସେହି ବିଷୟରେ ଜଡିତ ଲୋକଙ୍କ ସଜେସନ ନିଶ୍ଚିନ୍ତ ନିଅନ୍ତୁ । ଚାରି କରିଥିବା ଲୋକଙ୍କୁ ଉଚଧିକାରୀଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ । ଆପଣଙ୍କ ଭୌତିକ ସୁଖ ସାଧନାରେ ବୃଦ୍ଧି ହେବ ।
ବିଛା :- ଘର ମାହୋଲ ଆପଣଙ୍କୁ ନୂଆ କିଛି କରିବା ପାଇଁ ପ୍ରେରିତ କରିବ । ଦାଂପତ୍ଯ ଜୀବନରେ ଜୀବନ ସାଥିର ସହଯୋଗ ସହଯୋଗ ଦ୍ଵାରା ଅନେକ କାମକୁ ସମାପ୍ତ କରିବେ । ପ୍ରେମ ଜୀବନ ବଞ୍ଚୁଥିବା ଲୋକଙ୍କୁ କିଛି ଅସୁବିଧା ହୋଇପାରେ । କାମ ବା ବ୍ୟବସାୟରେ ଯାହା ବି ଲାଭ ହେଉଛି ତାକୁ ଲୋକଙ୍କ ଭଲ ପାଇଁ ବ୍ୟବହାର କରନ୍ତୁ ।
ଧନୁ :- ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ । ଆଜି ଆପଣଙ୍କ ସୃଜନାତ୍ମକ ଆପଣଙ୍କୁ ଅନ୍ୟ ସାଥିଙ୍କ ସହିତ ଆଗକୁ ନେବ । ଖର୍ଚର ଅଧିକତା ରହିବ । ଏହା ଉପରେ ନିୟତ୍ରଣ ରଖିବା ଆବଶ୍ୟକ ଅଟେ । ପାରିବାରିକ ସ୍ଥିତି ସାମାନ୍ଯ ରହିବ । ପରିବାର ଲୋକଙ୍କ ପୁରା ସହଯୋଗ ଓ ସମର୍ଥନ ରହିବ । ପିଲା ଓ ପରିବାର ଲୋକଙ୍କ ସହିତ ହର୍ଷିତ ବାତାବରଣରେ ସମୟ ବ୍ଯତୀତ ହେବ ।
ମକର :- ନୂଆ ଲକ୍ଷକୁ ନିର୍ଧାରିତ କରିବା ପାଇଁ ଆଜିର ଦିନ ଶୁଭ ଅଟେ । ଆଜି ଆପଣଙ୍କ କାର୍ଯ୍ୟରେ ନିଜ ବଡ ଭାଇର ସହଯୋଗ ମିଳିବ । କୌଣସି ବୈଠକ ସମାରୋହରେ ଆଜି ଡାକି ପାରନ୍ତି । ପ୍ରେମୀ ଜେନ ଅନ୍ୟ ଜଣକର ସନମାନ କରିବେ, ଯାହା ଦ୍ଵାରା ଆପନ୍ନକ ସମ୍ପର୍କରେ ନୂଆପଣ ଆସିବା । ଆପଣଙ୍କ ଆତ୍ମବିଶ୍ଵାସ ବଢିବ ।
କୁମ୍ଭ :- ଆଜି ଦିନ ଆପଣଙ୍କ ପାଇଁ ଲାଭକାରୀ ଅଟେ, ପରିବାର ଲୋକଙ୍କ ସହ ଛୋଟ ଯାତ୍ରା ବା ବୁଲିବାକୁ ଯାଇ ପାରନ୍ତି ଏହି ସମୟ ଆପଣଙ୍କ ଜୀବନ ବହୁତ ଭଲ ରହିବ । ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରି ପାରିବେ, ପ୍ରେମୀ ଯୁଗଳ ମଧ୍ୟରେ ଭୁଲ ବୁଝା ମଣା ହୋଇ ପାରେ । ଆଜି କୌଣସି ପ୍ରକାର ନିବେଶ କରିବା ପାଇଁ ସମୟ ଭଲ ନାହିଁ, ନିସ୍ପତି କରିବା ପାଇଁ ସମୟ ନିଅନ୍ତୁ ଜଲ୍ଦି କଲେ ନିସ୍ପତି ହାନିକାରକ ହୋଇ ପାରେ ।
ମୀନ :- ଚାକିରି ତରଫରୁ କର୍ମଚାରୀଙ୍କ ତରଫରୁ ଆପଣଙ୍କୁ ସହଯୋଗ ମିଳିବ । ବିବାହିତା ଲୋକଙ୍କ ଦାଂପତ୍ଯ ଜୀବନରେ କିଛି ଅସୁବିଧା ଆସିପାରେ । ଆଜି ଆପଣ ନିଜ କାମକୁ ବଢାଇବାରେ ସଫଳ ବାଜେ ଖର୍ଚ କରିବା ଦ୍ଵାରା ଆସୁଥିବା ଦିନ ମାନଙ୍କରେ ଆପଣଙ୍କ ସମସ୍ଯା ବଢି ପାରେ । କାର୍ଯ୍ୟ ସମ୍ବନ୍ଧିତ ଯାତ୍ରା ସଫଳ ହେବ । କୌଣସି କ୍ଷତି କାରଣରୁ ଧନ ଅଧିକ ଖର୍ଚ କରିବାରୁ ବଞ୍ଚନ୍ତୁ ।