କାହାରି ନାମ ଭାବି ବାଛନ୍ତୁ 1 ନମ୍ବର ଓ ଜାଣନ୍ତୁ କଣ ସେ ଆପଣଙ୍କୁ ପସନ୍ଦ କରନ୍ତି କି ନାହିଁ ? Love Quiz

ବନ୍ଧୁଗଣ, ଯଦି ଆମ ହୃଦୟର ମଣିଷ ଆମକୁ ପସନ୍ଦ କରୁଅଛି ତେବେ ଆମେ କିଭଳି ଜାଣିବା ? ସାଧାରଣତ ମନୁଷ୍ୟ ହୃଦୟରେ କେତେବେଳେ କେଉଁ କଥା ଚାଲିଥାଏ ତାହାକୁ ଅନ୍ୟ ମଣିଷ ଟି ସହଜରେ ଜାଣିପାରି ନଥାଏ । ମାତ୍ର ତାହାର ଗୋଟିଏ କଥା ଜାଣିବାକୁ ସେ ବହୁତ ଆଗ୍ରହ ର ସହିତ ଚାହିଁ ବସିଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କ ନିମନ୍ତେ ଏକ କ୍ଵିଜ ଗେମ ନେଇ ଆସିଛୁ

ଏଥିରେ ୧ ରୁ ୧୦ ମଧ୍ୟରେ ସଂଖ୍ୟା ଦିଆ ଯାଇଅଛି ଆପଣ ସେଥି ମଧ୍ୟରୁ ନିଜ ପସନ୍ଦ ଅନୁଯାୟୀ ଗୋଟିଏ ନମ୍ବର ବାଛନ୍ତୁ । ଆମେ ଆପଣଙ୍କୁ କହିବା ଯେ ଆପଣଙ୍କ ମନଲାଖି ମଣିଷଟି ଆପଣଙ୍କୁ ପସନ୍ଦ କରୁଛନ୍ତି କି ନା ? ୧- ବନ୍ଧୁଗଣ ଯଦି ଆପଣ ୧ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କୁ ନିଜ ଠାରୁ ଅଧିକ ପସନ୍ଦ କରୁଛନ୍ତି । ସେ ଆପଣଙ୍କୁ ଦୁନିଆର ସବୁ ଖୁସି ଦେବାକୁ ପ୍ରସ୍ତୁତ ଅଛନ୍ତି ।

୨- ବନ୍ଧୁଗଣ ଯଦି ଆପଣ ୨ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କୁ ଗଭୀର ହୃଦୟ ମଧ୍ୟରୁ ଭଲ ପାଉଛନ୍ତି । ଆପଣଙ୍କ ବ୍ୟତୀତ ସେ ଅନ୍ୟ କାହା କଥା ନିଜ ହୃଦୟ ମଧ୍ୟକୁ ଆଣି ନଥାନ୍ତି ।

୩-ବନ୍ଧୁଗଣ ଯଦି ଆପଣ ୩ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କ ବିନା ବଞ୍ଚିପାରିବେ ନାହିଁ ।

୪- ବନ୍ଧୁଗଣ ଯଦି ଆପଣ ୪ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କୁ ପାଇବା ନିମନ୍ତେ କିଛି ମଧ୍ୟ କରି ପାରନ୍ତି ।

୫- ବନ୍ଧୁଗଣ ଯଦି ଆପଣ ୫ ନମ୍ବର ବାଛିଛନ୍ତି ତେବେ, ଆପଣ ତାଙ୍କ ନିମନ୍ତେ ସବୁକିଛି ଅଟନ୍ତି ।

୬- ବନ୍ଧୁଗଣ ଯଦି ଆପଣ ୬ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କୁ ସବୁଠାରୁ ଅଧିକ ପସନ୍ଦ କରନ୍ତି ।

୭- ବନ୍ଧୁଗଣ ଯଦି ଆପଣ ୭ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କ ସହିତ ପୁରା ଲାଇଫ ଆପଣଙ୍କ ହାତ ଧରି ଚଳିବାକୁ ଚାହୁଁଛନ୍ତି ।

୮- ବନ୍ଧୁଗଣ ଯଦି ଆପଣ ୮ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କ ନିମନ୍ତେ କିଛି ମଧ୍ୟ କରି ପାରନ୍ତି । ପ୍ରତ୍ୟକ କ୍ଷେତ୍ରରେ ସେ ଆପଣଙ୍କ ସହିତ ରହିବାକୁ ଭଲ ପାଆନ୍ତି । ନିଜ ଠାରୁ ଆପଣଙ୍କୁ କେବେ ମଧ୍ୟ ଅଲଗା କରିବାକୁ ଚାହାଁନ୍ତି ନାହିଁ ।

୯- ବନ୍ଧୁଗଣ ଯଦି ଆପଣ ୯ ନମ୍ବର ବାଛିଛନ୍ତି ତେବେ, ଆପଣ ତାଙ୍କ ର ବଞ୍ଚିବାର ଆଶା ଅଟନ୍ତି । ଅର୍ଥାତ ସେ ଆପଣଙ୍କ ନିମନ୍ତେ ଜୀବିତ ଅଛନ୍ତି । ଆପଣଙ୍କ ମୁଖ ଚାହିଁ ସେ ବଞ୍ଚିଛନ୍ତି । ସେ ଆପଣଙ୍କୁ ବହୁତ ପ୍ରେମ କରୁଛନ୍ତି ।

୧୦- ବନ୍ଧୁଗଣ ଯଦି ଆପଣ ୧୦ ନମ୍ବର ବାଛିଛନ୍ତି ତେବେ, ସେ ଆପଣଙ୍କୁ ପାଇବାକୁ ଚାହୁଞ୍ଚନ୍ତି । ଆପଣଙ୍କୁ ପାଇବା ନିମନ୍ତେ ସେ କିଛି ମଧ୍ୟ କରି ପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ଲଭ କ୍ଵିଜ ଗେମ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *