4ଟି ରୋଗ ପାଇଁ ଅମଘ ଔଷଧ, ବଡ ମାନଙ୍କ ସହିତ ଛୋଟ ପିଲା ମାନଙ୍କୁ ମଧ୍ୟ ମିଳିବ ଏହି ସବୁ ରୋଗରୁ ମୁକ୍ତି- Health Tips

ଆଜିର ସମୟରେ ସବୁଠୁ ବଡ ସମସ୍ଯା ଅଟେ କବ୍ଜ । କବ୍ଜରେ ପେଟ ଠିକସେ ସଫା ହୋଇନଥାଏ । ଆଉ ପେଟ ସଫା ନହେଲେ ପୁରା ଦିନ ବେକାର ଲାଗିଥାଏ । କିନତି ଆଜିକାଲି ଏହି ସମସ୍ଯା ପିଲା ମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହାର ଲକ୍ଷଣ ବିଷୟରେ ଜାଣିବା ଖାଦ୍ୟ ହଜମ ନେ ହେବା ଗ୍ୟାସ ହେବା ପେଟ ଫୁଲିବା ଆଉ ବହୁତ ସମୟ ପର୍ଯ୍ୟନ୍ତ

ବାଥ ରୁମରେ ବସିକି ରହିବା ଏହି ସବୁ ଲକ୍ଷଣ କବ୍ଜର ହୋଇଥାଏ । ଆଜି ଆମେ ଆଜି ଆଲୋଚନା କରିବା ମେଥି ଦାନା ବିଷୟରେ ଏହା ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଆପଣ ରାତିରେ ଶୋଇବା ପୂର୍ବରୁ ଅଳ୍ପ ଗରମ ପାଣିରେ ଅଧ ଚାମଚ ମେଥି ଗିଳି କରି ଖାଇ ପାଣି ପିଆଇଆଇ ଦିଅନ୍ତୁ ।


ଆଉ ଛୋଟ ପିଲାଙ୍କର ଏହି ସମସ୍ଯା ହେଲେ ତାଙ୍କର ବୟସ ଅନୁସାରେ ମେଥି ଦାନକୁ ଗଣିକି ଦିଅନ୍ତୁ ଅଳ୍ପ ଗରମ ପାଣିରେ । କବ୍ଜର ସମସ୍ଯା ଏଥି ପାଇଁ ହୋଇଛିକି ଆପଣ ପାଣି ବହୁତ କମ ପିଇଛନ୍ତି ପାଣିର କମି ଲାଗି କବ୍ଜର ସମସ୍ଯା ଉପୁଜି ଥାଏ । ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ଆଉ ମଶାଲଦାର ଖାଦ୍ଯ ତେଲ ଏହି ସବୁ ଜିନିଷରରୁ ଦୂରେଇ ରୁହନ୍ତୁ । ଆଉ ବହୁତ ଲୋକ ଥାନ୍ତି ସମୟରେ ଖାଇବା ଖାଇ ନଥାନ୍ତି ।


ଯଦି ଆପଣଙ୍କୁ କବ୍ଜ ଦୂର କରିବାର ଅଛି ତେବେ ସମୟରେ ଖାଦ୍ଯ ଖାନ୍ତୁ, ବେସୀ ଡେରି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନହିଁ । ଆଉ ଖାଦ୍ଯରେ ଅଧିକରୁ ଅଧିକ କଞ୍ଚା ଜିନିଷର ବ୍ୟବହାର କରନ୍ତୁ । ଆଉ ଫାଇବରକୁ ସାମିଲ କରନ୍ତୁ । ଫାଇବାର ଆପଣଙ୍କୁ କଞ୍ଚା ଜିନିଷରୁ ଅଧିକ ମିଳିବ ଆଉ ସେବନ କରିବା ଦ୍ଵାରା କବ୍ଜ ସମସ୍ଯା ମୂଳରୁ ଶେଷ ହୋଇଯିବ । ଏହା ସହିତ ଆଉ ଗୋଟିଏ ଉପାୟ କରନ୍ତୁ ସେଥିପାୟ ଆପଣଙ୍କୁ ଜୁଆଣୀ ୫୦ ଗ୍ରାମ ଜୀରା ଓ ଆଲସୀ ସମାନ ପରିମାଣର ନେବା ଦରକାର ।


ଆଉ ତିନୋଟି ଜିନିଷକୁ ମିଶାଇ ଗୋଟିଏ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ତାପରେ ତାକୁ ପେଷିକି କଳା ଲୁଣ ମିଶାଇକି ତାର ଚୁରନ ପ୍ରସ୍ତୁତ କରିବାକୁ ହେବ । ଏହି ଚୁରନ ବହୁତ କମାଲ କରିଥାଏ । ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ଆଉ ଏହି ଚୁରନର ମିଶ୍ରଣକୁ ମିଶାଇ ଖାଲି ପେଟରେ ପିଇ ଦିଆନ୍ତୁ । ଦେଖିବେ ଆପଣଙ୍କ କବ୍ଜ ସମସ୍ଯା ବହୁତ କମ ଦିନରେ ଦୂର ହୋଇଯିବ । ଯଦି ମୋଟା ଅଧିକ ବା ଚର୍ବି ଅଧିକ ହୋଇଛି ଏହାର ବ୍ୟବହାର ଦ୍ଵାରା ଆପଣଙ୍କ ଏହି ସବୁ ସମସ୍ଯା ମଧ୍ୟ ଦୂର ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *