ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ପରିଶ୍ରମ ଦ୍ଵାରା ଅସନ୍ତୋଷକ ଫଳ ମିଳିବ, ଯାହା ଦ୍ଵାରା ମନରେ ଗ୍ଳାନି ହେବ । ସୁଖ ଶାନ୍ତି ବନି ରହିବ । ଆଜିର ଦିନରେ ନକରାତ୍ମକତା ବ୍ୟକ୍ତି ଆପଣଙ୍କୁ ଆସୁବିଧାରେ ପକାଇ ପାରନ୍ତି । ଶେଠୀ ପାଇଁ ଆଜି ଟିକେ ସାବଧାନ ରୁହନ୍ତୁ । ବଡ ଭାବିବା ଓ ବହୁତ ସଫଳତା ହାସିଲ କରିବାର ଦିନ ଅଟେ । ବାଣୀ ଓ ବ୍ୟବହାରରେ ସଂଯମତା ରକ୍ଷା କରନ୍ତୁ । ଅନାବଶ୍ୟକ ବାଦ ବିବାଦରୁ ଦୂରେଇ ରୁହନ୍ତୁ ।
ବୃଷ :- ଆଜି ଆପଣ ବ୍ୟବସାୟରେ ଆଗକୁ ବଢିବ । ନୂଆ ଲୋକଙ୍କ ସହିତ ସମ୍ପର୍କ ବନାଇ ପାରିବେ । ଆପଣ ନିଜ କାମରେ ପୁରା ଧ୍ୟାନ ଦେବେ ଯାହା ଦ୍ଵାରା କାମ ସମ୍ବନ୍ଧିତ ଭଲ ଫଳ ମିଳିବ । ଆୟରେ ବୃଦ୍ଧି ହେବ । ଖର୍ଚ ହଲ୍କା ଫୁଲ୍କା ରହିବ କିନ୍ତୁ ଆପଣ ଖୁସି ରହିବେ । ପାରିବାରିକ ବିବାଦ ସ୍ଥିତିରେ ନିଜଠୁ ବାଦ ଲୋକଙ୍କୁ ଜବାବ ଦେବ ନହିଁ, କାରଣ ବିବାଦ ବଢିବ । ଛାତ୍ର ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ ।
ମିଥୁନ :- ଆଜି ଆପଣ ନିଜ କଥାକୁ ବହୁତ ପ୍ରଭାବ ଶାଳି ଢଙ୍ଗରେ ରଖିବା ଦ୍ଵାରା ସଫଳ ହେବେ । ଆର୍ଥିକ ମାମଲାରେ ସୁଧାର ହୋଇବ । ଆର୍ଥିକ ମାମଲାରେ ସୁଧାର ଆସିବ । ନୂଆ କଣ୍ଟେଷ୍ଟରୁ ଫାଇଦା ହୋଇବ । ଆପଣଙ୍କ କାମ କାର୍ଯ୍ୟର ପ୍ରଶଂସା ହେବ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ହଠାତ ଧନ ଲାଭର ସମ୍ଭାବନା ରହିଛି । ସ୍ଵାସ୍ଥ୍ୟରେ ଭଲ ମନ୍ଦ ଲାଗି ରହିବ ।
କର୍କଟ :- ଆଜିର ଦିନ ରୋମାନ୍ସରେ ଭରପୁର ସମ୍ଭାବନା ରହିଛି । ଘର ବାତାବରଣ ପ୍ରଫୁଲିତ ରହିବ । କିଛି ପଢିବା ବା ଲେଖିବା ରାସ୍ତାରେ ଯାହାବି ପ୍ରତିବନ୍ଧକ ଆସୁଛି ତାହାକୁ ଆପଣ ଡରନ୍ତୁ ନହିଁ । ଅଫିସ କାମରେ ସନ୍ତୁଷ୍ଟ ରହିବେ ପୁଣି ତାଙ୍କ ପରିଶ୍ରମ ଦ୍ଵାରା ସଫଳତାର ନୂଆ ଦ୍ଵାର ଖୋଲିବାରେ ସଫଳ ରହିବେ । ଆପଣଙ୍କୁ ବାଦ ଖୁସି ଖବର ମିଳିବ ।
ସିଂହ :- ନିବେଶ ବହୁତ ଲାଭ ଦାୟାକ ରହିବ ଓ ସମୃଦ୍ଧି ନେଇକି ଆସିବ । ଆଜିର ଦିନ ଆପଣଙ୍କ ପାଇଁ ଲାଭ ପ୍ରଦ ରହିବ ଶୁଭ ଘଟଣାର ସୃଜନ ହେବ । ମାନସିକ ଅସୁବିଧାରେ କିଛି କମି ଆସିବ ଅଥବା ଆଜି ଖୁସି ରହିବେ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ । ଆପଣ ନିଜର ଭଲ ସମୟ ପରିବାର ଲୋକଙ୍କ ସହିତ ବିତାଇବେ । ଯେତିକି ଆପଣ କର୍ମ କରିବେ ଭାଗ୍ୟ ତାଠୁ ଅଧିକ ବହୁ ଗୁଣ କରିକି ଶୁଭ ଫଳ ପ୍ରଦାନ କରିବ ।
କନ୍ୟା :- ଶାରୀରିକ କଷ୍ଟ ଆପଣଙ୍କୁ ଅସ୍ଵସ୍ଥ ବନାଇବ । ଆଖ ପାଖ କୌଣସି ଲୋକ ସହିତ ଝଗଡା ହୋଇବ । ଆପଣ ଭାବି ଥିବା କାମ ସମୟରେ ପୁରା ହେବ । ମୌଷମ ଜନିତ ରୋଗ ମଧ୍ୟ ହୋଇପାରେ । ପୁରୁଣା ସମସ୍ୟାର ସମାଧାନ ମଧ୍ୟ ମିଳିବ । ଛୋଟ ଛୋଟ କଥାକୁ ନେଇ ଚିନ୍ତା ଗ୍ରସ୍ତ ରୁହନ୍ତୁ ନାହିଁ ।
ତୁଳା :- ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ପାରିବାରିକ ଜୀବନରେ ସୁଖ ଶାନ୍ତି ରହିବ । ପରାକ୍ରମରେ ସଫଳତା କାରଣରୁ ମନରେ ବହୁତ ଖୁସିର ସଂଚାର ହେବ । ପରିବାରରେ ସୁଖ ଶାନ୍ତି ଓ ସ୍ନେହ ରହିବ । ପ୍ରେମ ଜୀବନରେ ରହୁଥିବା ଲୋକଙ୍କ ପାଇଁ ଆଜିର ଦିନ ଠିକ ଠାକ ରହିବ । ମାନସିକ ବ୍ୟଗ୍ରତା ଓ ଶାରୀରିକ ଅସ୍ଥିରତା ରହିବ ।
ବିଛା :- ଆଜି ଆପଣ ଯେଉଁ କାର୍ଯ୍ୟକୁ ଶୁଭାଶୁଭ କରିବେ ସେ କାଲୀ ଫଳ ରୂପାରେ ଆପଣଙ୍କ ସାମନାକୁ ଆସିବ । ଜୀବନ ସାଥିର ସହଯୋଗ ମିଳିବ । ବ୍ୟାପାରରେ ଧୀର ଗତିରେ ଚାଲିବା ଦ୍ଵାରା ଟିକେ ଚିନ୍ତିତ ରହିବେ । ଆଜିର ଦିନ ବିବେଶ କାର୍ଯ୍ୟ କରିବାର ଦିନ ଅଟେ । ଭବିଷ୍ୟତର ଯୋଜନା ସୁଖଦ ଅନୁଭବ ପ୍ରଦାନ କରିବ । ଆଜି ଆପଣଙ୍କ କାମ କାର୍ଯ୍ୟରେ ସ୍ଥିରତା ବନିବ ।
ଧନୁ :- ଆଜି ଧାର୍ମିକ କାର୍ଯ୍ୟରେ ବ୍ୟସ୍ତତା ବଢିବ । କିଛି ଲୋକ ପାଇଁ ଆକସ୍ମିକ ଯାତ୍ରା କରିବାକୁ ପଡିପାରେ । କିଛି ଛୋଟ କାମରେ ଚିନ୍ତା ରହିବ । ନିଜ ଆତ୍ମା ବିଶ୍ବାସକୁ ନିୟତ୍ରାଣ ରେ ରଖିବାକୁ ହେବ । କୌଣସି କଥାରେ ଟିକେ ଚିନ୍ତିତ ରହିବେ । ଆୟ ହିସାବରେ ବ୍ୟୟ କରିବେତ ବହୁତ ଭଲ ହେବ । ନିଜ ଆତ୍ମା ବିଶ୍ବାସକୁ ନିୟତ୍ରଣରେ ରଖିବାକୁ ହେବ । ଜୋସରେ ଆସି ନୂଆ ନିବେଶ କରନ୍ତୁ ନହିଁ ।
ମକର :- ଚାକିରି କରିଥିବା ଲୋକଙ୍କ ପାଇଁ ପାଦୋନତି ମିଳିବାର ସଂଭାବନା ରହିଚି । କାନୁନି ସମସ୍ୟାର ସମାଧାନ ହେବ । ଯଦି ଆପଣ ନିଜ ସମସ୍ଯା ପାଇଁ ଚିନ୍ତିତ ଅଛନ୍ତିତ ଆପଣଙ୍କୁ ସେଥିରୁ ମୁକ୍ତି ପାଇବା ପାଇଁ ମହତ୍ଵ ପୂର୍ଣା ସୂଚନା ମିଳିପାରେ । କୌଣସି ପ୍ରକାର ଦେବା ନେବା କରିବା ପୂର୍ବରୁ ସବୁ ଆଡୁ ଯାଞ୍ଚ କରନ୍ତୁ । ପଇସା ଦେବା ନେବା ମାମଲାରେ ଟିକେ ସାବଧାନ ରୁହନ୍ତୁ ।
କୁମ୍ଭ :- ଆର୍ଥିକ ରୂପରେ ଏହି ସପ୍ତାହ ଟିକେ କଠିନ ରହିବ, କିନତି ଆପଣଙ୍କର ଟିକେ ଚେଷ୍ଟା ଆପଣଙ୍କୁ ସଫଳତା ଆଡକୁ ନେବ । ବିବାଦର ସାମ୍ନା କରିବାକୁ ପଡିପାରେ, କିନ୍ତୁ ବିବାଦରୁ ଆପଣଙ୍କୁ ବହୁତ ଜଲ୍ଦି ମୁକ୍ତି ମିଳିବ ଓ ପରିସ୍ଥିତି ଆପଣଙ୍କ ଫେବରରେ ରହିବ । ପ୍ରେମ ଜୀବନ ପାଇଁ ଦିନ ବହୁତ ସୁଖଦ ରହିବ । ନିଜ ପ୍ରେମିକ ସହିତ ପ୍ରେମ ବଢିବ । ଯେଉଁ ଲୋକ ଅନଲାଇନ ବିଜନେସ କରୁଛନ୍ତି ତାଙ୍କ ପରିଶ୍ରମର ଭଲ ଫଳ ମିଳିବ ।
ମୀନ :- ଆଜି ଆପଣଙ୍କର ସବୁ କାର୍ଯ୍ୟ ବହୁତ ଭଲରେ ହେବ । ମାନସିକ ଚିନ୍ତା କାରଣରୁ କାମ ଉପରେ ଧ୍ୟାନ ଦେବା କଠିନ ହେବ, ଶେଠୀ ଲାଗି ବେସୀ ଭାବନ୍ତୁ ନହିଁ । ନିଜ ହୃଦୟର କଥା ନିଜ ପ୍ରିୟା ସହିତ ଜମାବି ଲୁଚାନ୍ତୁ ନହିଁ । ଜୀବନସାଥି ଆପଣଙ୍କ କ୍ଯାରିଅର କ୍ଷେତ୍ରରେ ବହୁତ ସାହାର୍ଯ୍ୟ କରିବେ । ଶାରୀରିକ ଭାବରେ ମାମୁଲି ଅସୁବିଧା ରହିବ । ଗୃହସ୍ତ ଜୀବନ ସୁଖମୟ ରହିବ । ଗୋଡ ଦରଜ ଲାଗି ଅସୁବିଧା ହୋଇପାରେ ।