ବନ୍ଧୁଗଣ କଣ ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ସାଥି ଆପଣଙ୍କ ଠାରୁ କଣ ଇଚ୍ଛା କରୁଛନ୍ତି । ଯେମିତିକି କିସ କରିବା, ବ୍ରେକଅପ କରିବା ବା ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି । ଏହା ପତ୍ତା ଲଗାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ଗେମ ନେଇ ଆସିଛୁ । ଏହି ଗେମରେ ୧୦ଟି ପ୍ରଶ୍ନ ରହିଛି ଓ ପ୍ରତେକ ପ୍ରଶ୍ନ ପାଇଁ ୪ଟି ଅପସନ ରହିଛି । ପ୍ରତେକ ଜବାବରେ ଆପଣଙ୍କୁ ପଏଣ୍ଟ ମିଳିବ ଯାହାକୁ ଆପଣ ଯୋଡିବାକୁ ହେବ । ପଏଣ୍ଟ ଯୋଡିବା ପରେ ଏହାର ଆଧାରରେ ଆପଣ ଜାଣିବେ ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ମିଳିବ ।
୧- ଆପଣଙ୍କୁ ଥଣ୍ଡା ଦିନରେ କଣ ପସନ୍ଦ ହୋଇଥାଏ ?
ଆଇସକ୍ରିମ – ୧୦points
ବୁଲିବା – ୨୦points
ଚକୋଲେଟ ଖାଇବା – ୩୦points
ଶୋଇବା- ୪୦points
୨- ଆପଣଙ୍କୁ କେଉଁଠି ବୁଲିବାକୁ ପସନ୍ଦ ହୋଇଥାଏ ?
ପାର୍କରେ- ୪୦points
ମଲରେ- ୩୦points
ମାର୍କେଟରେ- ୧୦points
କେଉଁଠି ନୁହେଁ – ୨୦points
୩- ଆପଣଙ୍କୁ ଗୀତ ଗାଇବା ପସନ୍ଦ ଅଟେ କି ?
ହଁ ବହୁତ ଅଧିକ- ୨୦points
ବହୁତ କମ- ୪୦points
କେବଳ ରୋମାଣ୍ଟିକ- ୩୦points
ନାହି- ୧୦points
୪- ଆପଣ କେଉଁ ଟାଇପର ମଣିଷ ଅଟନ୍ତି ?
ରୋମାଣ୍ଟିକ- ୩୦points
ଇମୋସନାଲ- ୪୦points
ସିମ୍ପଲ- ୨୦points
ଜାଣିନ – ୧୦points
୫- ଆପଣଙ୍କ ସମ୍ପର୍କରେ ସବୁଠାରୁ ଅଧିକ ଜରୁରୀ କଣ ରହିବା ଉଚିତ ?
ପ୍ରେମ- ୨୦points
ବୁଝାମଣା- ୪୦points
ସମ୍ମାନ ଦେବା- ୩୦points
ପରସ୍ପରର କେୟାର ନେବା- ୧୦points
୬- କଣ ଆପଣ କେବେ ପ୍ରେମ କରିଛନ୍ତି ?
ହଁ- ୧୦points
କେତେ ଥର- ୩୦points
ଦୁଇ ଥର- ୨୦points
କେବେ ନୁହେଁ- ୪୦points
୭- ଆପଣ ତାଙ୍କୁ କେତେ ଥର ମନେ ପକାଉଛନ୍ତି ?
ଥରେ- ୩୦points
ନାହି- ୧୦points
୧୦ ଥର- ୨୦points
ସର୍ବଦା- ୪୦points
୮- ଏବେ ଆପଣଙ୍କର କଣ କରିବାକୁ ମନ କରୁଛି ?
ଶୋଇବାକୁ- ୪୦points
ଖାଇବାକୁ- ୨୦points
ଫିଲ୍ମ ଦେଖିବାକୁ- ୩୦points
କଥା କହିବାକୁ- ୧୦points
୯- ଆପଣ ସବୁଠାରୁ ଅଧିକ ପ୍ରେମ କାହାକୁ କରନ୍ତି ?
ମା- ୩୦points
ବାପା- ୪୦points
ଭାଇ- ୨୦points
ଭଉଣୀ- ୧୦points
୧୦- ଆପଣଙ୍କୁ ନିଜ ଭିତରେ ସବୁଠାରୁ କଣ ଭଲ ଲାଗେ ?
ନିଜର ବ୍ୟବହାର- ୧୦points
ନିଜର ବ୍ୟକ୍ତିତ୍ବ- ୨୦points
ନିଜର କଥା କହିବାର ତରିକା- ୩୦points
ସବୁ କିଛି- ୪୦points
A- ଯଦି ଆପଣଙ୍କର ପଏଣ୍ଟ୍ସ ୧୦୦ରୁ ୧୭୦ ମଧ୍ୟରେ ଆସେ ତେବେ ସେ ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି, ସେ ଆପଣଙ୍କୁ ବେହତର ମଣିଷ ଭାବୁଛନ୍ତି ଓ ନିଜ ଲାଇଫ ପାର୍ଟନର କରିବାକୁ ଚହୁଁଛନ୍ତି ।
B- ଯଦି ଆପଣଙ୍କର ପଏଣ୍ଟ ୧୭୦ରୁ ୨୪୦ ଭିତରେ ଆସେ ତେବେ ସେ ଆପଣଙ୍କୁ କିସ କରିବାକୁ ଚାହୁଁଛନ୍ତି କିନ୍ତୁ ଆପଣଙ୍କ ସହ ମ୍ୟାରେଜ କରିବାରେ ଆଗ୍ରହୀ ନୁହନ୍ତି ।
C- ଯଦି ଆପଣଙ୍କର ପଏଣ୍ଟ ୨୪୦ରୁ ୩୨୦ ଭିତରେ ଆସେ ତେବେ ସେ ଆପଣଙ୍କ ସହ ବ୍ରେକପ କରିବାକୁ ଚାହୁଁଛନ୍ତି କାରଣ ସେ ଆପଣଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ । ଆପଣଙ୍କୁ ଏହି ଗେମ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ ।