ଭଗବାନ ଶିବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏହି 3ଟି ରାଶିର ବ୍ୟକ୍ତି, ଆପଣଙ୍କ ରାଶି ନାହିଁ ତ ସାମିଲ? Shiv Purana

ଭଗବାନ ଶିବ ଙ୍କୁ ଭୋଳାନାଥ କୁହାଯାଏ କାରଣ ସେ ବହୁତ ଜଲ୍ଦି ଭକ୍ତର ପୂଜାରେ ପ୍ରସନ୍ନ ହୋଇଥାନ୍ତି ଯାହା ଆମ ଶାସ୍ତ୍ରରେ କୁହାଯାଇଛି । ମହାଦେବ ହେଉଛନ୍ତି ସୃଷ୍ଟିର କର୍ତ୍ତା ତେଣୁ ତାଙ୍କୁ ପାଳନହାର ମଧ୍ୟ କୁହାଯାଏ । ତାଙ୍କର କୃପା ଦ୍ରୁଷ୍ଟି ହେବେ ବ୍ୟକ୍ତି ଜୀବନରେ ଅନେକ ସାରା ଖୁସି ବର୍ଷାଇଥାନ୍ତି । ଯେଉଁ ବ୍ୟକ୍ତି ଉପରେ ମହାଦେବ କୃପା କରିଥାନ୍ତି ସେହି ବ୍ଯକ୍ତିର କାଳ ମଧ୍ୟ କିଛି କରିପାରେ ନାହି ଯାହା ମାନ୍ୟତା ରହିଛି । ୧୨ଗୋଟି ରାଶି ମଧ୍ୟରୁ କିଛି ରାଶି ମାନଙ୍କର ମହାଦେବ ମନୋକାମନା ପୂରଣ କରିଥାନ୍ତି ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଏମାନଙ୍କ ଉପରେ ମହାଦେବ ବିଶେଷ କୃପା ବର୍ଷାଇଥାନ୍ତି । ଏମାନଙ୍କ ଉପରେ ମହାଦେବ ଧନର ବର୍ଷା କରିଥାନ୍ତି । ଯାହା ପାଇଁ ଏମାନଙ୍କୁ କେବେ ଧନର ଅଭାବ ହୁଏ ନାହି । ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଛି ତେବେ ଶିବଲିଙ୍ଗରେ ଜଳାଭିଷେକ କରନ୍ତୁ ।

ଏମିତି କରିବା ଦ୍ଵାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ । ବେପାରୀ ବର୍ଗ ମାନେ ମହାଦେବଙ୍କ ନିଷ୍ଠାର ସହ ପୂଜା ଆରାଧନା କରିଲେ ଶୁଭ ଫଳ ମିଳିଥାଏ । ଏହି ରାଶି ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ରାଶି ହୋଇଥାଏ । ଏମାନଙ୍କର ପୂଜା ରେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

ମକର ରାଶି : ଶାସ୍ତ୍ର ଅନୁଯାୟୀ ମକର ରାଶିର ସ୍ଵାମୀ ଶନି ଅଟନ୍ତି । ଏମାନଙ୍କୁ ମହାଦେବଙ୍କ ବିଶେଷ କୃପା ଲାଭ ହୋଇଥାଏ । ମହାଦେବଙ୍କ ପୂଜା କରିବାରେ ଆପଣଙ୍କୁ ସଙ୍କୋଚ କରିବା ଅନୁଚିତ । ମହାଦେବଙ୍କ ପୂଜା କରିଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ସୋମବାର ଦିନ ଶିବଲିଙ୍ଗ ଉପରେ ଜଳାଭିଷେକ କରିବା ସହ ବେଲପତ୍ର ଅରପଣ କରିବା ଉଚିତ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ଵାରା ଶୁଭ ପରିଣାମ ଦେଖିବାକୁ ମିଳିଥାଏ । ଆପଣଙ୍କ ଜୀବନରେ ଯାହା ସବୁ ସମସ୍ଯା ରହିଥିବା ତାହା ଦୂର ହେବ । ପାରିବାରିକ ଜୀବନ ମଧ୍ୟ ଭଲ ରହିବ ।

କୁମ୍ଭ ରାଶି : ଶାସ୍ତ୍ର ଅନୁଯାୟୀ କୁମ୍ଭ ରାଶିର ସ୍ଵାମୀ ହେଉଛନ୍ତି ଶନି ଗ୍ରହ । ଏହି ରାଶି ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ଅଟେ । ମହାଦେବ ଏମାନଙ୍କର ସବୁ ଇଚ୍ଛା ପୂରଣ କରିଥାନ୍ତି । ମହାଦେବ ଏମାନଙ୍କ ଉପରେ ତାଙ୍କର ବିଶେଷ କୃପା ଦ୍ରୁଷ୍ଟି ରଖିଥାନ୍ତି । ଶ୍ରାବଣ ମାସରେ ଆପଣଙ୍କୁ ମହାଦେବଙ୍କ ପୂଜା କରିବା ସହ ଜଳାଭିଷେକ କରିବା ଉଚିତ ।

ପୂଜା କରିବା ସମୟରେ ଓମ ନମହ ଶିବାୟ ମାତ୍ର ଜପ କରିଲେ ଶୁଭ ଫଳ ମିଳିଥାଏ । ମହାଦେବଙ୍କ ପୂଜା କରିବା ସହ ଦାନ ଧର୍ମ କରିଲେ ମହାଦେବଙ୍କ କୃପା ଲାଭ ହୋଇଥାଏ । ଏହା ସହ ଆପଣଙ୍କ ଜୀବନରେ ଯାହା ସବୁ ସମସ୍ଯା ରହିଥିଲା ତାହା ମଧ୍ୟ ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *