ବିନା କୌଣସି ଔଷଧରେ ଶରୀରରେ ବଢିବ ରକ୍ତ, ଦୂର ହେବ ରକ୍ତହୀନତା ଭଳି ସମସ୍ୟା… ରକ୍ତ ବନେଇବାର ମେସିନ ଅଟେ ଏହି ଜୁସ! Healthy Tips

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ସହ ଏମିତି ଏକ ହୋମ ରେମଡି ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ କରିଲେ ଆପଣଙ୍କୁ ଜୀବନରେ କେବେ ବି ରକ୍ତ ହୀନତା ସମସ୍ଯା ହେବ ନାହି । ରକ୍ତ ଅଭାବ ହେଉଛି ରକ୍ତହୀନତା ରୋଗ ଯାହାକୁ ଏନିମିଆ କୁହାଯାଏ । ଏମିତିରେ ବ୍ଲଡ଼ ଡିଶଅର୍ଡର ଏକ ସାଧାରଣ କଥା ଅଟେ ଓ ସବୁଠାରୁ ଅଧିକ ମହିଳା ମାନଙ୍କୁ ଏହାର ସମାନ କରିବାକୁ ପଡିଥାଏ । ଏନିମିଆ ସମସ୍ୟାର ଅସ୍ଥାୟୀ ହୋଇପାରେ ଆବ ଦୀର୍ଘ ସମୟ ଯାଏଁ ହୋଇପାରେ । ତେବେ ଆସନ୍ତୁ ଜାଣିବା ଏହି ରେମଡି କିପରି ପ୍ରତସୁତ କରାଯିବ ।

ଆମ ରକ୍ତରେ ରେଡ ସେଲ୍ସ ରହିଛି ଯାହାକୁ RBC କୁହାଯାଏ । ଏହି ସେଲ୍ସ ଗୁଡିକ ଶରୀରେ ଥିବା ସମସ୍ତ ଟିସୂକୁ ଅକ୍ସିଜେନ ପହଞ୍ଚିବାର କାମ କରିଥାଏ । ଯେତେବେଳେ ଶରୀରରେ ଆରବିସିର ପରିମାଣ କମିବାରେ ଲାଗିବ ସେତେବେଳେ ଶରୀରରେ ଅକ୍ସିଜେନ ମଧ୍ୟ କମିଥାଏ । ଆଉ ନୂଆ ରକ୍ତ ଗଠନ ହୋଇପାରେ ନାହି । ଏହି ସମସ୍ୟାକୁ ରକ୍ତହୀନତା ବା ଏନିମିଆ କୁହାଯାଏ ।

ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ଦେଖାଦିଏ ତେବେ ନିଶ୍ଵାସ ନେବାରେ ଅସୁବିଧା ହୁଏ, ଥକାପଣ ଲାଗିଥାଏ, ହାତ ଗୋଡ ଥଣ୍ଡା ପଡିଯାଏ, ତ୍ଵଚା ହଳଦିଆ ପଡିଥାଏ, ମୁଣ୍ଡ ବୁଲାଇଥାଏ, ଦୁର୍ବଳତା ଲାଗିଥାଏ, ବହୁତ ଅଧିକ ମୁଣ୍ଡ ବିନ୍ଧିଥାଏ, ଅନିୟମିତ ଭାବେ ହୃତସ୍ପନ୍ଦନ ହୋଇଥାଏ, ଆଁଠୁ ଗଣ୍ଠି ବିନ୍ଧା ହୋଇଥାଏ ଓ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖା ଯାଇଥାଏ ।

ତେବେ ରକ୍ତ ହୀନତା ସମୟ ଦୂର କରିବା ପାଇଁ ଯେଉଁ ରେମେଡି ପ୍ରସ୍ତୁତ କରାଯିବ ସେଥିପାଇଁ ଆବଶ୍ୟକ ରହଜିଛି ଗାଜର ଓ ବିଟ । ପ୍ରଥମେ ଏହାକୁ ଭଲ ଭାବେ ଧୋଇ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏହା ପଓୟାରେ ଗାଜର ଓ ବିଟ ର ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏକ ପାତ୍ର ରେ ଏହାକୁ ଛାଣି ଏହାର ରସ ବାହାର କରନ୍ତୁ ।

ଆପଣଙ୍କ ଶରୀରରେ ଡ଼ାକ୍ତର ଅଭାବ ବା ଏନିମିଆ ସମସ୍ୟା ଦୂର କରିବା ପାଇଁ ଏହି ରସ ଏମିତି ପ୍ରସ୍ତୁତ କରାଯିବ । ତେବେ ସକାଳେ ଖାଲି ପେଟରେ ଠାରେ ଏହାର ସେବନ କରନ୍ତୁ । ରାତିରେ ଖାଦ୍ୟ ଖାଇବା ପରେ ଆଉ ଥରେ ଏହାର ସେବନ କରିବାକୁ ହେବ । ଏହାକୁ ଦିନକୁ ଦୁଇ ଥର ସେବନ କରିବାକୁ ହେବ । ଏହାର ସେବନ ଦ୍ଵାରା ଶରୀରରେ ରକ୍ତ ପ୍ରଚୁର ପରିମାଣରେ ବୃଦ୍ଧି ପାଇବାରେ ଲାଗିବ ।

ଆଇରନ ଡେଫିସିଏନ୍ସି ଶେଷ ହେବ ସହ ଦୁର୍ବଳତା ଦୂର ହେବ । ଶରୀରରେ ଏନର୍ଜୀ ଭରପୁର ହେବ ସହ ଛେରା ଚମକି ତୁହିବା । ପେଟ ସଂପୂର୍ଣ୍ଣ ଭାବେ ସଫା ହେବ ସହ ରକ୍ତ ହୀନତା କାରଣରୁ ଶରୀରରେ ଯେଉଁ ସବୁ ଲକ୍ଷଣ ଦେଖା ଯାଇଥାଏ ତାହା ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ । ଆପଣଙ୍କୁ ଜୀବନରେ ଆଉ କେବେ ରକ୍ତ ହୀନତା ଭଳି ସମସ୍ୟାଦେଖିବାକୁ ମିଳିବ ନାହି ।

ଏହାର କିଛି ଦିନ ପ୍ରୟୋଗ କରିଲେ ଆସାବାଦୀ ଫାଇଦା ଦେଖିବାକୁ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *