ଠକିଗଲେ ବ୍ୟାଙ୍କବାବୁ, ଆପଣଙ୍କ କରିଛନ୍ତି କି ଏହି App Install! ତୁରନ୍ତ ଡିଲେଟ କରନ୍ତୁ ନ ହେଲେ ଖାଲି ହୋଇଯିବ ଆକାଉଣ୍ଟ… ଦେଖନ୍ତୁ Video

ବନ୍ଧୁଗଣ ଯଦି ଆପଣ ଅନଲାଇନ କିଣାବିକା କରୁଛନ୍ତି ବା ଏକ୍ସଚେଞ୍ଜ କରୁଛନ୍ତି ତେବେ ସାବଧାନ ରୁହନ୍ତୁ । ଅକରଣ ସାଇବର ଠକ ମାନେ ଏମିତି ଏକ ନୂଆ ଉପାୟ ଆପଣେଇଛନ୍ତି ଯାହାର ଶିକାର ହୋଇଛନ୍ତି ବ୍ଯାଙ୍କ କର୍ମଚାରୀ ଜଣକ । ଏହି ଘଟଣାଟି ଘଟିଛି ବ୍ରଂହପୁର ରେ । ବ୍ଯାଙ୍କ କର୍ମଚାରୀ ଜଣକ ନିଜ ପାଇଁ ସାର୍ଟ ଅର୍ଡର କରିଥିଲେ । କିନ୍ତୁ ସାର୍ଟ ଏକ୍ସଚେଜ କରିବା ପାଇଁ ଫୋନ କରି କହିଥିଲେ । କର୍ମଚାରୀ ଜଣକ ୱେବ ସାଇଟରୁ ତାଙ୍କର ନମ୍ବର ବାହାର କରି ଫୋନ କରି କହିଥିଲେ । ସାଇବର ଠକ ମାନେ ତାଙ୍କୁ ଫୋନକୁ ମ୍ଯାସେଜ କରିବାକୁ କହିଲେ କାରଣ କିଛି ଟେକନିକାଲ ଅସୁବିଧା ରହିଥିଲା ।

କିନ୍ତୁ କର୍ମଚାରୀ ଜଣକ ଏମିତି କରିପାରିବେ ନାହି ବୋଲି କହିବାରୁ ସାଇବର ଠକ ମାନେ କହିଥିଲର ANY TASK ଆପ ଇନଷ୍ଟଲ କରନ୍ତୁ । ଆପ ଇନଷ୍ଟଲ କରିବା ପରେ କିଛି କାଟ କରିବା ପରେ ସାଇବର ଠକମାନେ ତାଙ୍କ ଫୋନକୁ ଲିଙ୍କ କରି ହୟାକ କରିଦେଲେ । କର୍ମଚାରୀଙ୍କ ଆଇଡିକୁ ଲିଙ୍କ କରି ସବୁ ଆକାଉଣ୍ଟକୁ ହ୍ୟାକ କରି ସବୁ ଆକାଉଣ୍ଟକୁ ଖାଲି କରି ଦେଇଛନ୍ତି ।

କର୍ମଚାରୋରୀଙ୍କ ଫୋନକୁ ମ୍ଯାସେଜ କି OTP ଆସି ନାହି ବରଂ ବ୍ଯାଙ୍କରୁ ତାଙ୍କୁ ସୂଚନା ମିଳିଥିଲା । ସାଇବର ଠକମାନେ ଏତେ ଚାଲାକ ଅଛନ୍ତି କି ତାଙ୍କର ଆକାଉଣ୍ଟ ହ୍ୟାକ କରିଦେଲେ ବ୍ୟକ୍ତି ଜଣକ ଜାଣିପାରିଲେ ନାହି । ANY TASK ବିଷୟରେ ଅଧିକ ଜାଣିବା ପାଇଁ କର୍ମଚାରୀ ଜାଣିବାକୁ ପାଇଲେ କି ଆପଣ ଅନ୍ୟ ଜଣଙ୍କୁ ରିମୋଟ ଦେବେ ସେ ଆପଣଙ୍କର ଟେକନିକାଲ ସମସ୍ଯା ଦୂର କରିବ ।

ଏ ସବୁ ନରମାଲ କ୍ଷେତ୍ରରେ ଟେକସିଆନ ମାନେ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ସାଇବର ଠକମାନେ ଏହାର ଫାଇଦା ଉଠାଉଛନ୍ତି । ଗତ ରବିବାର ଦିନ ଏଭଳି ଘଟଣା ଘଟିଛି । ସାଇବର ଠକ କର୍ମଚାରୀଙ୍କ ବ୍ଯାଙ୍କ ଆକାଉଣ୍ଟ ସହ ତାଙ୍କରା ଆଇଡି ସହ ଲିଙ୍କ କରି ଦେବା କାରଣରୁ ସବୁ ପଇସା ଖାଲି ହୋଇ ଯାଇଛି । କର୍ମଚାରୀ ଜଣକ ନିଜର ଫୋନ ନମ୍ବର କରିସାରିଛନ୍ତି ।

ପୋଲିସ ଏହା ବିଷୟରେ ତଦନ୍ତ ଆରମ୍ଭ କରିଛି । ସାଇବର ଥାନାରେ ସୋମବାର ଦିନ ରାତିରେ କର୍ମଚାରୀ ଜଣକ ମାମଲା ରୁଜୁ କରିଛନ୍ତି । SBI, BANK OF INDIA ରେ ତାଙ୍କର ଆକାଉଣ୍ଟ ରହିଛି ଯାହା ପାଇଁ ସେ ନିଜର ଆକାଉଣ୍ଟ ହ୍ୟାକ କରା ଯାଇଛି ବୋଲି ସୂଚନା ଦେଇ ସାରିଛନ୍ତି । ତେବେ ଏ ନେଇ କର୍ମଚାରୀ ଜଣକ ସାଧାରଣ ଲୋକ ମାନଙ୍କୁ ଚେତାବନୀ ଦେଇଛନ୍ତି ଗୁଗୁଲ ବା ଅନ୍ୟ କୌଣସି ଆପ ବ୍ୟବହାର କରିବା ପୂର୍ବରୁ ଭଲ ଭାବେ ବୁଝି ବିଚାରୀ କରିବା ଉଚିତ ।

ଏହି ସବୁ ଆପ ମୋବାଇଲ ରେ ଯେମିତି ନ ରୁହେ ସେଥିପାଇଁ ସେ ଅନୁରୋଧ କରିଛନ୍ତି । ଏହା ସହ ଅନଲାଇନ କାରୋବାର ସମୟରେ ସଚେତନ ରହିବା ଆବଶ୍ୟକ । ପୋଲିସ ମଧ୍ୟ ଏହି ଘଟଣା ପ୍ରତି ଅଧିକ ତଦନ୍ତ କରିବା ଦରକାର । ହଠାତ କୌଣସି ସୋସିଆଲ ଆପ ଡାଉନଲୋଡ କରିବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *