SBIରେ ଖାତା ଥିଲେ ଶୀଘ୍ର ଦେଖନ୍ତୁ, ଲାଗୁ ହେଲା ନୂଆ ନିୟମ

ନମସ୍କାର ବନ୍ଧୁଗଣ । ଆପଣ ମାନେ SBI ବ୍ଯାଙ୍କ ବିଷୟାରେ ନିଶ୍ଚିନ୍ତ ଭାବେ ଜାଣିଥିବେ । ଯଦି ଆପଣଙ୍କର ଭାରତୀୟ ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ ରେ ଆକାଉଣ୍ଟ ରହିଛି ତେବେ ଆସୁଛି ପୁଣି ଏକ ବଡ ଖୁସି ଖବର । ଯାହା କି ଏସବିଆଇ ଗ୍ରାହକ ମାନଙ୍କ ପାଇଁ ବଡ ଖୁସି ଖବର । ଗୋଟେ ଫୋନ କଲ ରେ ପାଇ ପାରିବେ ସବୁ ସମସ୍ୟାର ସମାଧାନ । ଯଦି ଆପଣଙ୍କର SBI ରେ ଆକାଉଣ୍ଟ ଅଛି ତେବେ ଗୋଟେ ନମ୍ବର ମନେ ରଖିଲେ ସବୁ ସମସ୍ୟାର ସମାଧାନ ହେବ । ଦେଶର ସବୁଠାରୁ ବଡ ବ୍ଯାଙ୍କ SBI ରେ ଖାତା ଅଛି ତା ହେଲେ ଆପଣଙ୍କ ପାଇଁ ଏହା ଏକ ବଡ ଖୁସି ଖବର ।

ଭାରତୀୟ ଷ୍ଟେଟ ବ୍ଯାଙ୍କ ସମେତ ଗ୍ରାହକ ମାନଙ୍କ ପାଇଁ ଫୋନ ରେ ସମସ୍ତ ବ୍ୟାକିଙ୍ଗ ସେବା ଯୋଗାଇ ଦେବା ପାଇଁ ୨ଟି ଟ୍ରୋଲ ଫ୍ରୀ ନମ୍ବର ଜାରି ରହିଛି SBI । ଯେଉଁଥିରେ ଆପଣ ବ୍ୟାଙ୍କ ସହ ଜଡିତ ସମସ୍ତ ପ୍ରକାରର ସମସ୍ୟାର ସାଧନ ପାଇ ପାରିବେ । ତେବେ ଆପଣ ମାନେ ଜାଣିଛନ୍ତି କି ଭାରତରେ ବ୍ୟାକିଙ୍ଗ କ୍ଷେତ୍ର ରେ SBI ରେ ଅଂସ ୨୩% ରୁ ଅଧିକ ଅଟେ ।

ପୁରା ଦେଶରେ ଏହାର ୨୨ ହଜାରୁ ଅଧିକ ଶାଖା ରହିଛି । ଏହା ସହ ୬୨ ହଜାରରୁ ଅଧିକ ATM ମେସିନର ନେଟୱାର୍କ ମଧ୍ୟ ରହିଛି । ତେବେ SBI ତାର ଗ୍ରାହକ ମାନଙ୍କୁ ୨୪/୭ ବ୍ୟାକିଙ୍ଗ ସର୍ଭିସ ଦେବା ପାଇଁ ଯୋଗାଯୋଗ କେନ୍ଦ୍ର ମଧ୍ୟ ଖୋଲିଛି । ସେଥିପାଇଁ ମନେ ରଖିବା ଭଳି ଟ୍ରୋଲ ଫ୍ରୀ ନମ୍ବର ୧୮୦୦୧୨୩୪ ଓ ୧୮୦୦୨୧୦୦ ଜାରି କରିଛି ।

ଏହି ନମ୍ବର ରେ କଲ କରି ଆପଣ ଯେ କୌଣସି ସମୟରେ ଯେ କୌଣସି ସ୍ଥାନରୁ SBI ବ୍ଯାଙ୍କ ଖାତା ସମ୍ବଧିତ ସମସ୍ୟାର ସମାଧାନ କରି ପାରିବେ । ଏହା ସହ ସବୁ ପ୍ରକାରର ବ୍ୟାକିଙ୍ଗ ସେବାର ଫାଇଦା ମଧ୍ୟ ଉଠାଇ ପାରିବେ । ଏବେ ଆପଣଙ୍କ ଆକାଉଣ୍ଟ ବାଲାନ୍ସ ସେସ ୫ ଦିନର କାମ କାରୋବାର ସୂଚନା, ATM କାର୍ଡ ବ୍ଲକ କରିବା ଭଳି ମନେ ରଖିବା ଭଳି ଏହି ଟ୍ରୋଲ ଫ୍ରୀ ନମ୍ବର ରେ କାଳ କରି ସମାଧାନ ପାଇ ପାରିବେ ।

ଏହା ଛଡା ATM କାର୍ଡ ବ୍ଲକ କରିବା ପରେ ନୂଆ କାର୍ଡ ପାଇଁ ଆପଣ ପଞ୍ଜୀକରଣ ମଧ୍ୟ କରି ପାରିବେ । କେବଳ ଏତିକି ନୁହେଁ ବରଂ ATM କାର୍ଡ ଓ ଚେକ ବୁକରେ ଡିପୋଜିଟ ଷ୍ଟାଟସ ମଧ୍ୟ ଜାଣି ପାରିବେ । ଆହୁରି ମଧ୍ୟ ଏହି ନମ୍ବର ଦ୍ଵାରା ଆପଣ TDS ସମ୍ବଧୀୟ ସୂଚନା ଓ ରୁଣ ବିବରଣୀ ମଧ୍ୟ ପାଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର SBI ଦେଉଥିବା ଏଭଳି ସୁବିଧା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *