Raimohan Paridaଙ୍କ ମୃତ୍ୟୁକୁ ନେଇ 3 ଘଣ୍ଟାକାଳ ଦୁଇ ଝିଅ ଓ ସ୍ତ୍ରୀଙ୍କୁ ଜେରା କଲା ପୋଲିସ… କଣ ପଚରାଯାଇଛି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଆ ଜଗତର ବରିଷ୍ଠ ତଥା ଜଣାଶୁଣା ଅଭିନେତା ରାଇମୋହନ ପରିଡାଙ୍କର ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟା ପଛରେ କଣ କାରଣ ରହିଛି ତାହା ବିଷୟରେ ପୋଲିସ ଅନୁଧ୍ୟାନ କରୁଛି । ତେବେ ବର୍ତ୍ତମାନ ସମୟରେ ଅଭିନେତା ରାଇମୋହନ ପରିଡା ଙ୍କ ମୃତ୍ୟୁ କୁ ନେଇ ଆସିଲା ବଡ ଖବର । ସବୁ ସତ ଧରା ପଡିଲା । ପୋଲିସ ପାଖାପାଖି ଦୁଇ ଘଣ୍ଟା ଧରି ରାଇମୋହନ ଙ୍କ ସ୍ତ୍ରୀ ଓ ଝିଅ କୁ ଜେରା କରିଛି ।

ଏହି ଜେରା କରିବା ସମୟରେ ଯାହା ତଥ୍ୟ ସାମନାକୁ ଆସିଛି ତାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ମାନେ ମଧ୍ୟ ଜାଣିବା ଦରକାର ଏମିତି କଣ ତଥ୍ୟ ସାମନାକୁ ଆସିଛି । ତେବେ ଆସନ୍ତୁ ଜାଣିବା ରାଇ ଭାଇଙ୍କ ମୃତ୍ୟୁ କୁ ନେଇ କଣ ରହିଛି ସବୁଠାରୁ ବଡ ଖବର । ମଞ୍ଚେଶ୍ଵର ଥାନା IIC ଙ୍କ ସୂଚନା ମୁତାବକ ପାଖାପାଖି ଦୁଇ ରୁ ଅଢେଇ ଘଣ୍ଟା ରାଈ ଭାଇଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ପଚରାଉଚରା ଜାରି କରିଥିଲା ପୋଲିସ ।

ରାଇମୋହନଙ୍କ ମୃତ୍ୟୁ କୁ ଆତ୍ମହତ୍ୟା ବା ହତ୍ୟା କୁ ଦୁଇ ପାର୍ଶକୁ ଦ୍ରୁଷ୍ଟି ରେ ରଖି ପୋଲିସ ଅନେକ ଗୁଡାଏ କଥା ପଚରାଉଚରା କରିଛି । ଶେଷ ଥର ପାଇଁ ରାଇମୋହନ କଣ ପାଇଁ ନିଜ ସ୍ତ୍ରୀ ଙ୍କୁ ଫୋନ କରିଥିଲେ ଆଉ କଣ କହିଥିଲେ ତାହା ବିଷୟରେ ଜେରା କରିଛି ପୋଲିସ । ଏମିତିକି ନିଜର ଦୁଇ ଝିଅ ଙ୍କୁ କଣ ପାଇଁ ରାଇ ଭାଇ ଶେଷ ମ୍ଯାସେଜ ବାଏ ଲେଖିଥିଲେ ସେ ବିଷୟରେ ମଧ୍ୟ ପଚାରିଛି ମହିଳା ପୋଲିସ ।

ଏହା ସହ ଆଉ ସହ ଆଉ କିଛି ମ୍ଯାସେଜ କରିଥିଲେ କି ନାହି ସବୁ କିଚିର ତନାଘନା କରି ପଚାରଉଚରା କରିଛି ମଞ୍ଚେଶ୍ଵର ପୋଲିସ । ଆଗାମୀ ସମୟରେ ମଧ୍ୟ ସିସିଟିଭି ଯାଞ୍ଚ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ସମୟରେ ପୋଲିସର ତଦନ୍ତ ପ୍ରକ୍ରିୟା ଜାରି ରହିଛି । ରାଇମୋହନଙ୍କ ମୃତ୍ୟୁ ର ପ୍ରତେକ କୋଣକୁ ପୋଲିସ ତନ ତନ କରି ଅନୁଧ୍ୟାନ କରୁଛି ।

କାହିଁକି ଜେଣ ଏତେ ବଡ କଳାକାର ସାଂଘାତିକ ନିସ୍ପତି ନେଲେ । କଣ ପାଇଁ ଆତ୍ମହତ୍ୟା କରିଲେ ବର୍ତ୍ତମାନ ସମୟରେ କିଛି ସମୟରେ ଜାଣ ପଡି ନାହି । ବାକି ରହିଛି ପୋଷ୍ଟ ମର୍ଡ଼ମ ରିପୋର୍ଟ ଆସିବା ପରେ ଜଣା ପଡିବ କି ତାଙ୍କୁ କିଏ ହତ୍ୟା କରିଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି ଅଲଗା କାରଣ ରହିଛି ।

ତେବେ ପୋଲିଦ ନିଜର ଯାଞ୍ଚ ଜାରି ରଖିବାର ସୂଚନା ରହିଛି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ କୁ ନେଇ କଣ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *