ମୃତ୍ୟୁ ପୂର୍ବରୁ ଏହି Hotel ରୁ ଖାଦ୍ୟ ପାର୍ସଲ ନେଇଥିଲେ ଅଭିନେତା Raimohan Parida, କାନ୍ଦି କାନ୍ଦି ହୋଟେଲ ମାଲିକ ଯାହା କହୁଛନ୍ତି ଶୁଣି ଆପଣ ବି କାନ୍ଦି ପକାଇବେ, ଦେଖନ୍ତୁ Video

ଓଲିଉଡର ଷ୍ଟାର ତଥା ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡାଙ୍କ ବିଷୟରେ ହୋଟେଲ ମାଲିକ କିଭଳି ମନ୍ତବ୍ୟ ଦେଇଛନ୍ତି । ଅଭିନେତା ରାଇମୋହନ ପରିଡା ହୋଟେଲକୁ ଯାଇ ନିଜ ପାଇଁ ଖାଇବା ନେଇ ଯାଇଥାନ୍ତି ଯାହା ସେଠିକାର ମାଲିକ କାଳନ୍ଦି କହିଛନ୍ତି । ତେବେ ଗତ ୧୯ ତାରିଖ ଦିନ ଶେଷ ଥର ରାଇ ଭାଇ କାଳନ୍ଦିଙ୍କ ହୋଟେଲକୁ ଯାଇଥିଲେ ଖାଇବା ଆଣିବା ପାଇଁ । ସେଦିନ ସେ ସ୍ପେଶାଲ ମିକଶ୍ଚର ଗୋଟେ ପ୍ଳେଟ ଆଉ ବଟର ନାନା କରିବା ପାଇଁ ବିନା ଆଳୁ ବାଲା । ଆଗରୁ ମଧ୍ୟ ରାଇ ଭାଇ ତାଙ୍କ ହୋଟେଲରୁ ନିଅନ୍ତି ଖାଇବା ।

ସବୁ ଦିନ ଯେମିତି ସେଦିନ ମଧ୍ୟ ରାଇ ଭାଇ ସେମିତି ଥିଲେ ହସ ହସ ମୁହଁରେ । ତାଙ୍କ ଡ୍ରାଇଭର ମଧ୍ୟ ଅନେକ ସମୟରେ ଆସି ଖାଇବା ନେଇ ଯାଇଥାନ୍ତି । କାଳନ୍ଦିଙ୍କ ହୋଟେଲର ବିରିଆନୀ ଖାଇବାକୁ ରାଇ ଭାଇ ଇଚ୍ଛା କରିଥିଲେ ଆଉ ଆସି ପାରିଲେ ଅନହି । ୨୩ ତାରିଖ ଦିନ ରାଇ ଭାଇଙ୍କ ଡ୍ରାଇଭର ଫୋନ କରି କହିଥିଲେ ସ୍ପେଶାଲ ମିକଶ୍ଚର ୨ ପ୍ଳେଟ, ବଟର ନାନା ୬ଟା ଆଉ ସାଧା ମିଲ ନେଇଥିଲେ ।

୨୩ ତାରିଖ ଦିନ ୩ଟା ସମୟରେ ଖାଇବାର ନେଇ ଯାଇଛନ୍ତି ରାଇ ଭାଇଙ୍କ ଡ୍ରାଇଭର । ସେଦିନ ଦୁଇ ଜଣ ମହିଳା ରାଇ ଭାଇଙ୍କ ସହ ସେଲଫି ମହଦୀ ନେଇଛନ୍ତି । ଅନେକ ଥର ଅନେକ ଲୋକମାନେ ସେଲଫି ନେଇଛନ୍ତି ରାଇ ଭାଇ । ରାଇ ଭାଇଙ୍କ ବ୍ୟବହାର ଏତେ ଭଲ ଯେ କେହି କହିବେ ନାହି କି ସେ ଜଣେ ଷ୍ଟାର ଅଟନ୍ତି । କାଳନ୍ଦି ତାଙ୍କ ଘର ପାଖର ଲୋକେ ଏମିତି କିଛି କହି କାନ୍ଦି ପକାଇଛନ୍ତି କାଳନ୍ଦି ।

ରାଇ ଭାଇଙ୍କ ଭଳି ବ୍ୟକ୍ତି ହଠାତ ଆତ୍ମହତ୍ୟା କରି ନେବେ ତାହା ଭାବି ପାରୁ ନାହାନ୍ତି ବୋଲି କାଳନ୍ଦି କହିଛନ୍ତି । ତେବେ ତାଙ୍କ ମୃତ୍ୟୁ ମାମଲାରେ ସଠିକ ତଦନ୍ତ କରାଯାଉ ବୋଲି ହୋଟେଲ ମାଲିକ କାଳନ୍ଦି କହିଛନ୍ତି । ତେବେ ପାରିବାରିକ ସମସ୍ଯା କାରଣରୁ ସେ ଖାଇବାର ନେଉଥିଲେ ସେମିତି କିଛି ନାହି ବୋଲି କାଳନ୍ଦି କହିଛନ୍ତି ।

ଏମିତି କି ପାଇର୍ବାର ଲୋକଙ୍କ ସହ ରାଇ ଭାଇ ଅନେକ ଥର ତାଙ୍କ ହୋଟେଲକୁ ଆସନ୍ତି । ଯେତେବେଳେ ତାଙ୍କର ପ୍ରୋଗ୍ରାମ ଥାଏ ସେ ତାଙ୍କ ପୁରା ପରିବାର ସହ ଆସନ୍ତି ହୋଟେଲ ଖାଇବାକୁ ନଚେତ ପାର୍ସଲ ନେଇଥାନ୍ତି । ତେବେ ଶେଷ ଥର ପାଇଁ ସ୍ପେଶାଲ ମିକଶ୍ଚର ୨ ପ୍ଳେଟ, ରୁଟି ୪ ପିସ, ବଟର ନାନ ୬ଟା ଆଉ ସାଧା ମିଲ ୨ଟା ନେଇଥିଲେ ।

 

ତେବେ ରାଇ ଭାଇ ଙ୍କ ଅକାଳ ମୃତ୍ୟୁ କୁ ନେଇ ଓଡିଶା ଅବସି ସ୍ତବ୍ଧ ହୋଇ ଯାଇଛନ୍ତି । ଏମିତିକି ପୁରା ଓଲିଉଡ ଜଗତରେ ଶୋକର କଳା ବାଦଲ ଖେଳି ଯାଇଛି । ରାଇ ଭାଇ ଯେତେବେଳେ ବି କାଳନ୍ଦି ବାବୁଙ୍କ ହୋଟେଲକୁ ଆସନ୍ତି ତାଙ୍କ ଭଲ ମନ୍ଦ ବୁଝିବା ସହ ସେ କେମିତି ଅଛନ୍ତି ସବୁ କିଛି ପଚାରି ବୁଝିଥାନ୍ତି । ତାଙ୍କୁ ଦେଖିଲେ କେବେ ଲାଗେ ନାହି କି ତାଙ୍କ ମନରେ ଦୁଖ ରହିଛି ବୋଲି । ବନ୍ଧୁଗଣ ଆପଣଙ୍କୁ ଅଭିନେତା ରାଇମୋହନ ପରିଡାଙ୍କ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *