Exclusive: ସାମ୍ନାକୁ ଆସିଲା Raimohanଙ୍କ ମୃତ୍ୟୁ ପୂର୍ବର ଶେଷ Video, ହୋଟେଲରୁ ପାର୍ସଲ ନେବା ବେଳର CCTV ଫୁଟେଜ…. ଦେଖନ୍ତୁ Video କଣ କହୁଛନ୍ତି ହୋଟେଲ ମାଲିକ

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ଖଳନାୟକ ଭାବେ ପରିଚିତ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି । ସେ କେଉଁଠି କି ଯାଇଥିଲେ ଓ କଣ କରିଥିଲେ ତାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୧୯ ତାରିଖ ଦିନ ରାଇ ଭାଇ ରସୁଲଗଡ ସ୍ଥିତି ଏକ ହୋଟେଲକୁ ଶେଷ ଠାରେ ଆସିଥିଲେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦିନ ୨ଟା ୨୦ ମିନିଟରେ ରାଇ ଭାଇ ଏହି ହୋଟେଲକୁ ଆସି ଏଠାରେ ନିଜର ଖାଇବା ଅର୍ଡର ନେଇଥିଲେ ।

ତାଙ୍କ ଘର ଠାରୁ ଆରମ୍ଭ କରି କ୍ୟାପିଟାଲ ହସପିଟାଲ ସହ ପୁରୀ ସ୍ଵର୍ଗ ଦ୍ଵାରା ଯିବା ଯାଏଁ ଲୋକଙ୍କର ଗହଳି ଜମିଥିଳା । ଏହି ଭିଡିଓରେ ନଜର ଆସୁଛି କି ରାଇ ଭାଇ କଣ ଖାଇବା ଅଛି ଆଉ ଖାଇବାର ଅର୍ଡର ମଧ୍ୟ ଦେଉଛନ୍ତି । ଦୁଇଟି ମହିଳା ରାଇ ଭାଇଙ୍କ ସହ ସେଲଫି ନେବାର ମଧ୍ୟ ଏହି ଭିଡିଓ ରେ ନଜର ଆସୁଛନ୍ତି ।

ରାଇ ଭାଇଙ୍କ ବିଷୟରେ ହୋଟେଲ ମାଲିକ କାଳନ୍ଦି କହିଛନ୍ତି କି ସାରା କୁହନ୍ତୁ କାଳନ୍ଦି ଆଳୁ ବେସୀ ପକାଇବୁ ନାହି ପାଣିର ଭଲ ଭାବେ କରିକି ଦେବା । ରାଇ ଭାଇ ବେଶୀ ଭେଜ ଖାଇବାକୁ ପସନ୍ଦ କରିଥାନ୍ତି । ତାଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ହେଉଛି ସ୍ପେଶାଲ ମିକଶ୍ଚର । ତେବେ ୨୩ ତାରିଖ ଦିନ ରାଇ ଭାଇଙ୍କ ଡ୍ରାଇଭର ଅର୍ଡର ଦେଇଥିଲେ ଖାଇବା ପାଇଁ ତାହା ଥିଲା ସ୍ପେଶାଲ ମିସକ୍ଚର ୨ଟି ପ୍ଳେଟ ଆଉ ମସାଲା ନାନ ।

କିନ୍ତୁ ମସାଲା ନାନ ନ ହୋଇ ପାରିବାରୁ ବତର ନାନ ୬ଟା କରି ଦେଇଥିଲେ ହୋଟେଲର ମାଲିକ କାଳନ୍ଦି । ଏହା ସହ ରୁଟି ୩ଟା ଆଉ ସାଧା ମିଲ ୨ଟା ଗତ ୨୩ ତାରିଖ ଦିନ ରାଇ ଭାଇଙ୍କ ପାଇଁ ଏହି ସବୁ ଖାଇବା ଯାଇଥିଲା । ତେବେ ୨୩ ତାରିଖ ଦିନ ରାଇ ଭାଇଙ୍କ ପରିବାର ତାଙ୍କ ପାଖରେ ଉପସ୍ଥିତି ଥିଲେ ।

ତେବେ ଏ ନେଇ ହୋଟେଲ ମାଲିକ କାଳନ୍ଦି କହିଛନ୍ତି ସେଦିନ ସେ ହୋଟେଲରେ ନ ଥିଲେ । ୧୯ ତାରିଖ ଦିନ ରାଇ ଭାଇ ତାଙ୍କ ହୋଟେଲ ରୁ ସ୍ପେଶାଲ ମିକଶ୍ଚର ଗୋଟେ ପ୍ଳେଟ ଆଉ ମସାଲା ନାନ ନେଇକି ଯାଇଥିଲେ । ଏମିତିକି ତାଙ୍କର ଭଲ ମନ୍ଦ ମଧ୍ୟ ବୁଝିଥିଲେ ରାଇ ଭାଇ । ରାଇ ଭାଇ ଅନେକ ଥର ତାଙ୍କ ହୋଟେଲକୁ ଆସିଛନ୍ତି ବୋଲି କାଳନ୍ଦି କହିଛନ୍ତି ।

କାଳନ୍ଦି କହିଛନ୍ତି କି ରାଇ ଭାଇ ତାଙ୍କର ବିରିଆନୀ ଟେଷ୍ଟ କରି ପାରିଲେ ନାହି କି ତାଙ୍କର ବିରିଆନୀ ଭଲ ହୋଇଛି ବୋଲି କହିପାରିଲେ ନାହି ଏତିକି କହିବା ସମୟରେ ସେ କାନ୍ଦି ପକାଇଛନ୍ତି । ରାଇ ଭାଇ ଏତେ ଜଲ୍ଦି ଚାଲିଯିବେ ତାହା କେହି ଆଶା କରି ନ ଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ରାଇମୋହନ ପରିଡା କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *