1932 ମସିହାରେ ହୋଇଥିବା ପୁରୀ ରଥଯାତ୍ରାର ଏହି Video ଆଗରୁ କେବେ ଦେଖି ନଥିବେ… ଥରେ ନିଶ୍ଚୟ ଦେଖନ୍ତୁ ମହାପ୍ରଭୁଙ୍କ ଏହି ଭିଡିଓ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧର୍ମ ରେ ରଥଯାତ୍ରା ବା ଘୋଷଯାତ୍ରା ବା ଶ୍ରୀ ଗୁଣ୍ଡିଚା ଯାତ୍ରାର ବିଶେଷ ମହତ୍ଵ ରହିଛି । ପ୍ରତି ବର୍ଷ ଆମ ଓଡିଶାରେ ପୁରୀ ଶ୍ରୀ କ୍ଷେତ୍ର ରେ ଖୁବ ଧୂମଧାମ ରେ ପବିତ୍ର ରଥଯାତ୍ରା ପାଳନ କରା ଯାଇଥାଏ । ଯାହାକୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋଙ୍କର ଗହଳି ଲାଗିଥାଏ । ତେବେ ପୂର୍ବ କାଳ ରୁ ପ୍ରଚଳିତ ହୋଇ ଆସୁଥିବା ପବିତ୍ର ରଥଯାତ୍ରା ଆଜିର ସମୟରେ ଯେପରି ଭାବେ ପାଳନ କରାଯାଉଛି ତାହା ଠାରୁ କିଛି ନିଆରା ଆଉ ଅଲଗା ରହିଥିଲା । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୧୯୩୨ ରୁ ୧୯୩୭ ମସିହା ମଧ୍ୟରେ କିପରି ଭାବେ ରଥଯାତ୍ରା ପାଳନ କାର ଯାଉଛି ପୁରୀ ରେ ତାହା ଆପଣ ମାନେ ଦେଖି ପାରିବେ । ତେବେ ସେହି ସମୟରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କର ଖୁବ ଧୂମଧାମ ରେ ପାଳନ କରା ଯାଇଥିଲା ରଥଯାତ୍ରା ।

ଠାକୁର ରଥ ରେ ବସି ମନ୍ଦିର ରୁ ବାହାରି ଯାତ୍ରା କରିବା ସହ କିପରି ପୂଜକ ମାନେ ନିଷ୍ଠା ସହକାରେ ରୀତିନୀତି ପାଳନ କରୁଛନ୍ତି ତାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ଘଣ୍ଟ ର ତାଳେ ତାଳେ ଝୁମୀ ଝୁମି ପୂଜକ ମାନେ ରଥ କୁ ଟାଣି ନେଉଛନ୍ତି । ସେହି ସମୟରେ ପ୍ରଭୁ ଜଗନ୍ନାଥଙ୍କର ରଥଯାତ୍ରା ପୁରା ରୀତିନିତି ଅନୁଯାୟୀ ପାଳନ ହେବା ସହ ଲୋକ ମାନଙ୍କ ମନରେ ଭକ୍ତି ଭାବ ମଧ୍ୟ ରହିଥିଲା ।

ଯାହାକୁ ଆଜି ବି ରହିଛି । ମହାପ୍ରଭୁ ଜଗନ୍ନାଥ ଙ୍କୁ ସାକ୍ଷାତ ଦର୍ଶନ କରିବା ପାଇଁ କୋଟି କୋଟି ଲୋକ ମାନେ ପୁରୀ ଶ୍ରୀ କ୍ଷେତ୍ର ରେ ନିଜର ଅସର ଜମାଇଥାନ୍ତି । ଏମିତିକି ରଥଯାତ୍ରା ଠାରୁ ଆରମ୍ଭ କରି ବାହୁଡା ଯାତ୍ରା ଓ ସୁନାବେଶ ଦେଖିବା ପାଇଁ ମଧ୍ୟ ପୁରୀ ରେ ଲୋକ ମାନେ ରହିଥାନ୍ତି ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କି ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ରଥ ଦଉଡି ମଧ୍ୟ ଟାଣୁଛନ୍ତି । ପୂଜକ ମାନେ ଘଣ୍ଟ ବାଡେଇ ବାଡେଇ ଝୁଲି ଝୁଲି ନାଚିକି ଯାଇଛନ୍ତି ଯାହା ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ । ତେବେ ସେହି ସମୟରେ ରଥଯାତ୍ରା ଯେପରି ନିଆରା ଢଙ୍ଗ ରେ ପାଳନ ହେବା ସହ ମହାପ୍ରଭୁ ଙ୍କ ପୂଜା ପାଠ କରା ଯାଇଥିଲା ତାହା ଆଜି ମଧ୍ୟ ବଳ ବତ୍ତର ରହିଛି ।

 

ଆଜି ବି ଲୋକ ମାନେ ପବିତ୍ର ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ପୁରୀ ରେ ଗହଳି ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଜୁଲାଇ ୧ ତାରିଖରେ ପବିତ୍ର ଘୋଷଯାତ୍ରା ପଡିବାକୁ ଯାଉଛି । ରଥଯାତ୍ରା ସରିବା ପରେ ମହାପ୍ରଭୁ ସୟନ ଅବସ୍ଥାରେ ରହିଥାନ୍ତି । ପୁଣି ଯାଇ ରାକ୍ଷୀ ପୂର୍ଣ୍ଣିମାକୁ ଉଠି ଭଉଣୀ ସୁଭଦ୍ରାଙ୍କ ହାତରୁ ରାକ୍ଷୀ ବାନ୍ଧିଥାନ୍ତି ମହାପ୍ରଭୁ ଜଗନ୍ନାଥ । ବନ୍ଧୁଗଣ ଆପଣ ମାନଙ୍କୁ ରଥଯାତ୍ରା କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *