ଆଶ୍ଚର୍ଯ୍ୟ ହେଲେ ବି ସତ ! ମରି ଯାଇଥିବା ବାପା କଲେ କନ୍ୟାଦାନ, ଏହି Video ଦେଖି ଆପଣଙ୍କ ଆଖିରେ ବି ଆସିଯିବ ଲୁହ…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଏ ଦୂନଇଆରେ ବିବା ହେଉଛି ଏମିତି ଏକ ପବିତ୍ର ବନ୍ଧନ ଯାହା ପ୍ରତେକ ପୁଅ ଓ ଝିଅ ଜୀବନରେ ଅନେକ ସ୍ମୃତି ନେଇ କରି ଆସିଥାଏ । ବିବାହ ସମୟରେ କେବଳ ପୁଅ ଓ ଝିଅର ମିଳନ ହୁଏ ନାହି ବରଂ ଦୁଇ ପରିବାରର ମଧ୍ୟ ମିଳନ ହୋଇଥାଏ । ତେବେ କଣ ଆପଣ ମାନେ କେବେ ଶୁଣିଛନ୍ତି କି ଦେଖିଛନ୍ତି କି ଜଣେ ମୃତ ବ୍ୟକ୍ତି ପୁଣି ଥରେ ଜୀବିତ ହୋଇ ନିଜ ଝିଅ ମାନଙ୍କର ବିବାହରେ ଯୋଗ ଦେବା । ଆଜ୍ଞା ହଁ ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥିଲେ ମଧ୍ୟ ଘଟଣା ପୁରା ସତ୍ୟ ଅଟେ । ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ନିଆରା ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ୟୁଜର୍ସ ମାନେ ଦେଖି ଚକିତ ହେବା ସହ ନିଜ ଆଖି କୁ ମଧ୍ୟ ବିଶ୍ଵାସ କରିପାରୁ ନାହାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସଂପୂର୍ଣ୍ଣ ବିବରଣି । ଆପଣ ମାନେ ମଧ୍ୟ ବନ୍ଧୁଗଣ ଏହି ଭିଡିଓ ରେ ଦେଖି ପାରିବେ ଜଣେ ମୃତ ପିତା କିଭଳି ନିଜ ଝିଅ ମାନଙ୍କ ବିବାହରେ ଯୋଗ ଦେଉଛନ୍ତି ତାହା ନୁହେଁ ବରଂ ଝିଅ ମାନଙ୍କର କନ୍ୟା ଦାନ ମଧ୍ୟ କରୁଛନ୍ତି ।

ତେବେ ଆଜିର ସମୟରେ ମେଡିକାଲ ସାଇନ୍ସ କେତେ ଆଗକୁ ଗଲାଣି ତାହା ଆପଣ ମାନେ ନିଶ୍ଚିନ୍ତ ଜାଣିଥିବେ । ତେବେ ଏଭଳି ନିଆରା ଢଙ୍ଗ ରେ ବାହାଘର ହେବା ଆଉ ମୃତ ପିତା ଜଣକ ଆସି କନ୍ୟା ଦାନ କରିବା ଅଜବ ଘଟଣା ଅଟେ । ତେବେ ଏହି ଭିଡିଓ ରେ ମୃତ ବ୍ୟକ୍ତିଙ୍କର ଏକ ଷ୍ଟାଚୁ ତିଆରି କରାଯାଇଛି ଯାହାକୁ ଦେଖିଲେ ଲାଗୁଛି ସେ ସତେ ଯେମିତି ସେ ଜୀବିତ ଅଛନ୍ତି ।

ମୃତ ବ୍ୟକ୍ତି ଜନକଙ୍କର ଷ୍ଟାଚୁ ତିଆରି କରାଯାଇ ତାଙ୍କ ଝିଅ ମାନଙ୍କ ବିବାହରେ ଅଣାଯାଇଛି ଯାହାକୁ ଦେଖି ସେଠି ଉପସ୍ଥିତ ଥିବା ପରିବାର ବର୍ଗ ଙ୍କ ଠାରୁ ଆରମ୍ଭ କରି ସମ୍ପର୍କୀୟ ମାନେ ମଧ୍ୟ ଚକିତ ହୋଇ ଯାଇଛନ୍ତି । ଏହା କିପରି ସମ୍ଭବ ହୋଇ ପାରିଲା । କାରଣ ଦୁନିଆରୁ ଯିଏ ଥରେ ବିଦାୟ ନେଇଥାଏ ସେ ଆଉ ଫେରିକି ଆସେ ନାହି ଏହା ଜୀବନର ସବୁଠାରୁ ବଡ ସତ୍ୟ ଅଟେ ।

ମୃତ ବ୍ୟକ୍ତି ଜଣକ ଜୀବିତ ହେବା ସହ ତାଙ୍କ ଷ୍ଟାଚୁ ବାହାଘରର ସବୁ ରୀତିନୀତି କରିଛନ୍ତି । ଏମିତି ଝିଅ ମାନଙ୍କର କନ୍ୟା ଦାନ ମଧ୍ୟ ବହୁତ ଭଲ ଭାବେ କରିବାର ଏହି ଭିଡିଓ ରେ ନଜର ଆସୁଛି । ଯାହାକୁ ଦେଖି ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡି ଅତି ଭାବୁକ ହୋଇ କାନ୍ଦି ପକାଉଛନ୍ତି ।

ଝିଅ ମାନେ ନିଜର ବାପାଙ୍କର ଷ୍ଟାଚୁ ବା ପ୍ରତିମା ଦେଖି ଏତେ ଭାବ ବିହ୍ଵଳ ହୋଇ ଯାଇଛନ୍ତି ନିଜ ବାପାଙ୍କୁ ପାଖରେ ପାଇବାର ଅନୁଭବ କରିବା ସହ ତାଙ୍କୁ ଆଲିଙ୍ଗନ ମଧ୍ୟ କରୁଛନ୍ତି ଯାହା ଭିଡିଓରେ ନଜର ଆସୁଛନ୍ତି । ବାସ୍ତବରେ ଏଭଳି ଘଟଣା ନିଆରା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *