24 ଘଣ୍ଟା ରେ ବନିଯିବେ କୋଟିପତି, ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, ବଦଳାଇବ ଆପଣଙ୍କ ଭାଗ୍ୟ… କେମିତି ଦେଖନ୍ତୁ

ବନ୍ଧୁଗଣ ଆଜି ଆମେ ଯେଉଁ ଗଛ ବିଷୟରେ ତଥ୍ୟ କହିବାକୁ ଯାଉଛୁ ତା ପରେ ଆପଣଙ୍କ ଜୀବନ ପୁରା ବଦଳିଯିବ । ଯଦି ଆପଣ ଗରିବୀ, କଷ୍ଟ, ସମସ୍ଯା, ଦୁର୍ଭାଗ୍ୟ ପାଇଁ ଚିନ୍ତାରେ ଅଛନ୍ତି ତେବେ ଏହି ଗଛର ସଠିକ ତରିକାରେ ପ୍ରୟୋଗ କରି ନିଅନ୍ତୁ । ଆପଣଙ୍କୁ ସମସ୍ତ କଷ୍ଟରୁ ମୁକ୍ତି ମିଳିଯିବ । ଏହି ଗଛ ଆପଣ ଘରର ଆଖପାଖରେ ନିଶ୍ଚୟ ଦେଖିଥିବେ ।

ଏହା ଏକ ଜଙ୍ଗଲି ଗଛ ଭାବିକି ଅଣଦେଖା ବି କରି ଦେଖିଥିବେ । କିନ୍ତୁ ଏହି ଗଛର ଚମତ୍କାରୀ ଗୁଣ ଜାଣିବା ପରେ କେବେବି ଅଣହେଳା କରିବେ ନାହି । ତେବେ ଆସନ୍ତୁ ଜାଣିବା ଏହି ଗଛ ବିଷୟରେ ସଂପୂର୍ଣ୍ଣ ବିବରଣୀ । ତେବେ ଏହି ଗଛର ନାମ ଅଟେ ଅତିବାଲା । ଅତିବାଲାର ମାନେ ହେଉଛି ଯାହାର ଅଧିକ ବଳ ରହିଥାଏ ତାହାକୁ ଅତିବାଲା କୁହାଯାଏ ।

ଆପଣଙ୍କ ଗରିବୀ, ଦାରିଦ୍ର୍ୟତାକୁ ନେଇ ଚିନ୍ତାରେ ଥିଲେ ଏହି ଗଛ ଆପଣଙ୍କୁ ନିଶ୍ଚୟ ସାହାର୍ଯ୍ୟ କରିବ । ଯଦି ଆପଣ କରଜରେ ବୁଡି ରହିଛନ୍ତି, ଧନ ଆସିବାର ମାର୍ଗ ବନ୍ଦ ହୋଇଯାଇଛି ତେବେ ଗୁରୁବାରରେ ୫ଟି ଫୁଲ ଏହି ଗଛରୁ ଆଣନ୍ତୁ । ଏହି ଫୁଲକୁ ସନ୍ଧ୍ୟା ପରେ ଆଣିବାକୁ ହେବ । କୌଣସି ନାଲି କପଡାରେ ବାନ୍ଧି ଶୁକ୍ରବାର ଦିନ ଓସ୍ତ ଗଛ ମୂଳକୁ ଯାଇ ଘିଅର ଦୀପ ଜଳାନ୍ତୁ ।

ଏହା ପରେ ନାଲି କପଡାକୁ ଓସ୍ତ ଗଛ ମୂଳରେ ପୋତି ଦିଅନ୍ତୁ । ଦେଖିବେ ଯଦି ଆପଣଙ୍କର ବ୍ୟାପାର ଚାଲୁନ ଥିଲା ଘୋଡା ପରି ଚାଲିବାକୁ ଲାଗିବ, ଧନ ଆସିବାର ରାସ୍ତା ଖୋଲିଯିବ । ଗୁରୁବାର ଦିନ ଏହି କାର୍ଯ୍ୟ କରିବାକୁ ଚେଷ୍ଟା କରିଛନ୍ତି ତେବେ ଶୁକ୍ରବାରର ଦିନ ଯାହା ଆପଣଙ୍କର ମନସ୍କାମନା ଥିବ ତାହା ପୂରଣ ହେବ ।

ଆଉ ଏକ ଉପାୟ ହେଉଛି ଆପଣଙ୍କ ଘରକୁ ସର୍ବଦା ଧନ ଆସିବା ପାଇଁ । ଖର୍ଚ୍ଚରୁ ମୁକ୍ତି ପାଇଁ, ଘରେ ସମସ୍ତେ ସୁଖ ଶାନ୍ତିରେ ରହିବା ପାଇଁ ଶୁକ୍ରବାର ଦିନ ଏହି ଗଛର ୭ଟି ଫୁଲ ସକାଳୁ ତୋଳି ଆଣନ୍ତୁ । ସନ୍ଧ୍ୟାରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଆଗରେ ବସି ମନ୍ତ୍ର ଜପ କରନ୍ତୁ । ଏହି ୭ଟି ଫୁଲକୁ ନାଲି କପଡାରେ ବାନ୍ଧି ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ ।

ବାସ ଏତିକି କରିବା ଦ୍ଵାରା ଆପଣଙ୍କ ଘରକୁ ପଇସା ଆସିବା ଆରମ୍ଭ ହେବ । ନେଗେଟିଭ ଊର୍ଜା ଦୂର ହେବ । ତୃତୀୟ ଉପାୟଟି ହେଉଛି ଆପଣଙ୍କୁ ସୋମବାର ଦିନ ସକାଳୁ ୭ଟା ପୂର୍ବରୁ ଅତିବାଲା ଗଛ ଘରକୁ ଆଣନ୍ତୁ । ଘରେ କଳହ ଲାଗି ରହୁଥିଲା ତେବେ ସୋମବାର ଦିନ ଏହି ଉପାୟ କରନ୍ତୁ । ଏହା ସହ ଘରୁ ନେଗେଟିଭ ଶକ୍ତି ଦୂରେଇ ପଜେଟିଭ ଶକ୍ତିର ବାସ ହୋଇଥାଏ ।

ଆପଣଙ୍କ ଜୀବନରେ କଷ୍ଟ ଦୁର୍ଭାଗ୍ୟରୁ ମୁକ୍ତି ମିଳିବ । ବ୍ୟାପାରରେ କରୁଛନ୍ତି କିନ୍ତୁ ଉନ୍ନତି ହେଉ ନାହି ତେବେ ଅତିବାଲା ଗଛର ୩ଟି ଫୁଲ ନେଇ ବୁଧବାର ଦିନ ଆଣନ୍ତୁ । ଏହି ଫୁଲକୁ ହଳଦିଆ କପଡାରେ ପକାଇ ସିନ୍ଦୁର ପକାଇ ବ୍ୟାପାର ଜାଗାରେ ରଖନ୍ତୁ । ଦେଖିବେ ଏହି ଉପାୟ ଆପଣଙ୍କ ଜୀବନକୁ ବଦଳାଇ ଦେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *