ଭାଗ୍ୟଶାଳୀ ସ୍ତ୍ରୀ ଙ୍କର ଏହି 7 ଅଙ୍ଗ ରୁ 1 ଉପରେ ତ ନିଶ୍ଚୟ କଳାଯାଇ ରହିଥାଏ- ସାମୁଦ୍ରିକ ଶାସ୍ତ୍ର

ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁଯାୟୀ ପ୍ରତେକ ମଣିଷଙ୍କ ଶରୀରରେ କଳାଚିହ୍ନ ବା କଳାଜାଇ ଦେଖା ଯାଇଥାଏ । ଏହି କଳାଜାଇ ଆପଣଙ୍କ ଭାଗ୍ୟ, ଭବିଷ୍ୟ, ଶୁଭତା ଓ ଆପଣଙ୍କ ଜୀବନରେ କେତେ ସଫଳତା ମିଳିବ ତାହା ଦର୍ଶାଇଥାଏ । କିନ୍ତୁ ମଥାରେ ଥିବା କଳାଜାଇ ଶୁଭ ହିଁ ହେବ ଏବଂ ଆପଣଙ୍କୁ ଲାଭ ପହଞ୍ଚାଇବ ଏହି ମାନ୍ୟତା ବିଲକୁଲ ବି ଠିକ ନୁହେଁ ।

ଶରୀରରେ କେଉଁ କଳାଜାଇ କେଉଁଠି ଅଛି ତାହାର ମହତ୍ଵ ରହିଛି । ଏମିତି ଅନେକ ତଥ୍ୟ ସମୁଦ୍ର ଶାସ୍ତ୍ରରେ କୁହାଯାଇଛି ଯେଉଁଥିରେ କଳାଜାଇ ସହ ରହସ୍ୟ ଉଜଗାର ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଶରୀରର କେଉଁ ଜାଗାରେ କଳାଜାଇ ଥିଲେ ସୌଭାଗ୍ୟଶାଳୀ ବ୍ୟକ୍ତି ହୋଇଥାଏ ।

୧- ସମୁଦ୍ର ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତିଙ୍କ ନାକରେ କଳାଜାଇ ଥାଏ ସେମାନେ ସ୍ବାଭିମାନୀ ହୋଇଥାନ୍ତି । ଏମାନେ ନିଜ ଜୀବନରେ ବଳରେ ଆଗକୁ ବଢିଥାନ୍ତି ।

୨- ଆପଣଙ୍କ ହାତ ପାପୁଲିର ମଝି ଜାଗାରେ କଳାଜାଇ ଥିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏଭଳି ବ୍ୟକ୍ତିଙ୍କ କୌଣସି କାର୍ଯ୍ୟ କେବେ ଅଟକି ରୁହେ ନାହି । କିନ୍ତୁ ଏମାନଙ୍କର ଭାଗ୍ୟ ବିବାହ ପରେ ଉଦୟ ହୋଇଥାଏ । ଧନର କଥା ଖିଲେ ଏମାନଙ୍କ ପାଖରେ ଧନର ଅଭାବ କେବେ ରୁହେ ନାହି ।

୩- ପାଦ ଆଙ୍ଗୁଳିରେ କଳାଜାଇ ଥିବା ବ୍ୟକ୍ତିଙ୍କୁ ଭାଗ୍ୟ ଓ ଧନର ଲାଭ ଅବଶ୍ୟ ମିଳିଥାଏ । ଏଭଳି ବ୍ୟକ୍ତି ବୁଲାବୁଲି ଓ ମଜା ମସ୍ତି କରିବା ପାଇଁ ଅତ୍ୟନ୍ତ ସଉକ ଓ ଇଚ୍ଛା କରିଥାନ୍ତି । ଏହି କାରଣରୁ ଧନ କେବେ ରୁହେ ନାହି ।

୪- ହାତର ମଝି ଆଙ୍ଗୁଳିରେ କଳାଜାଇ ଥିଲେ ବହୁତ କମ ଲୋକଙ୍କ ଠାରେ ଦେଖାଯାଏ । ଏଭଳି ବ୍ୟକ୍ତି କର୍ମ ଓ ଭାଗ୍ୟରେ ଧନୀ ହୋଇଥାନ୍ତି । ଏମାନେ ନିଜ ଭାଗ୍ୟ ନିଜେ ଲେଖିଥାନ୍ତି । ସାଧାରଣ ସ୍ଥାନରେ ହୋଇଥିଲେ ବି ଆଗକୁ ବଢିବାରେ କେହି ଅଟକାଇ ପାରିବେ ନାହି ।

୫- ସମୁଦ୍ର ଶାସ୍ତ୍ର ଅନୁଯାୟୀ ବେକ ପାଖରେ କଳାଜାଇ ଥିଲେ ବୁଦ୍ଧିମାନ ହୋଇଥାନ୍ତି ବ୍ୟକ୍ତି । ଏମିତି ବ୍ୟକ୍ତି ଜୀବନରେ ନିଜର ବୁଦ୍ଧିରେ ଧନ ଅର୍ଜନ କରିବା ସହ ସଫଳତା ହାସଲ କରନ୍ତି । ଏଭଳି କଳାଜାଇ ସ୍ତ୍ରୀଙ୍କ ଠାରେ ଥିଲେ ଏମାନେ ସୌନ୍ଦର୍ଜ୍ୟର ଧନୀ ହୋଇଥାନ୍ତି ।

୬- କାନ ପାଖରେ କଳାଜାଇ ଥିଲେ ଏପରି ବ୍ୟକ୍ତି ବିଚାରରେ ଧନୀ ହୋଇଥାନ୍ତି । ଏଭଳି ସ୍ତ୍ରୀ ଜୀବନରେ ମାର୍ଗ ଦର୍ଶୀକା ଭାବେ ପରଚିତ ହୋଇଥାନ୍ତି । ଏମାନଙ୍କର ଭଲ ଗୁଣ ଏହା କି ସର୍ବଦା ସମସ୍ତଙ୍କର କଥା ଶୁଣିଥାନ୍ତି । କିନ୍ତୁ ନିଜକ୍ର ବିଚାର ଅନୁସାରେ କାର୍ଯ୍ୟ କରିଥାନ୍ତି ।

୭- ଓଠ ଉପରେ କଳାଯାଇ ଖୁବ କମ ଲୋକଙ୍କ ଠାରେ ଦେଖାଯାଏ । କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ଏହି ସୌଭାଗ୍ୟ ପ୍ରାପ୍ତ ହୁଏ ସେମାନଙ୍କ ଜୀବନରେ ହସ ଖୁସି ବଜାୟ ରହିଥାଏ । ଏମାନେ ଜୀବନରେ ସଫଳତା ପାଇଥାନ୍ତି । ଏମାନେ ନିଜ ସହ ଚାରି ପାଖରେ ଥିବା ଲୋକଙ୍କ ମୁହଁରେ ହସ ଖେଳାଇ ଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *