ଭଗବାନ ଙ୍କର ନାମ ନେଇ ବାଛନ୍ତୁ ଗୋଟିଏ ସଂଖ୍ୟା ଓ ଦେଖନ୍ତୁ କେଉଁ ଖୁସି ଖବର ଶୀଘ୍ର ମିଳିବ ଆପଣଙ୍କୁ

ବନ୍ଧୁଗଣ ଆପଣ ମାନେ ନିଜର ଭବିଷ୍ୟ ବିଷୟରେ ଜାଣିବାକୁ ଚାହୁଁ ଛନ୍ତି କି ? ତେବେ ଏବେ ଚିନ୍ତା କରନ୍ତୁ ନାହି । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଚୁଜିଙ୍ଗ ଭଳି ବିଷୟ ବସ୍ତୁ । ଯାହା ଖୁବ ସୁନ୍ଦର ଭାବେ ଆମେ ଆପଣଙ୍କୁ କହିବୁ । ଏଥିପାଇଁ ଆପଣଙ୍କୁ ବାସ ଗୋଟେ କାମ କରିବାକୁ ହେବ । ତାହା ହେଉଛି ଆମେ ଆଣିଥିବା 3ଟି ସଂଖ୍ୟା ମଧ୍ୟ ରୁ କୌଣସି ଗୋଟେ ଚୟନ କରିବାକୁ ହେବ ।

ଏହା ପରେ ଆପଣ ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟାରେ କିଛି ଗୁପ୍ତ କଥା ଜାଣି ପାରିବେ । ତେବେ ଆପଣ ନିଶ୍ଚୟ ବାଛି ସାରିଥିବେ ନମ୍ବର । ଏବେ ଆସନ୍ତୁ ଜାଣି ନେବା ଉତ୍ତର । 1- ଯଦି ଆପଣ ପ୍ରଥମ ନଜରରେ ପ୍ରଥମ ସଂଖ୍ୟାକୁ ବାଛିଛନ୍ତି ତେବେ ଆପଣ ବର୍ତ୍ତମାନ ବହୁତ ବାଧା ବିଗ୍ନ ଦେଇ ଗତି କରିଛନ୍ତି । ଯେତେ ଚେଷ୍ଟା କରିଲେ ବି ଆପଣ ସଫଳ ହୋଇପାରୁ ନାହାନ୍ତି ।

ଆପଣଙ୍କର ଗ୍ରହ ଦଶା ଏବେ ଭଳି ନାହି । ତୁରନ୍ତ ଜାତକ ଦେଖାଇ ନିଜର ମନ୍ଦ ଗ୍ରହ ପାଇଁ ରତ୍ନ ଧାରଣ କରନ୍ତୁ । ଏହି ସବୁ ବିଷୟକୁ ନେଇ ଆପଣ ଚିନ୍ତାରେ ରହୁଛନ୍ତି । 45 ଦିନ ଯାଏଁ ମୁଖ୍ୟତଃ ଶୁଭ ଫଳ ଦେଖାଯାଉ ନାହି । 45 ଦିନ ପରେ ଆପଣଙ୍କ ଜୀବନରେ ଖୁସି ଆସିଯିବ ।

2- ଆପଣ ପ୍ରଥମ ନଜରରେ ଦ୍ଵିତୀୟ ସଂଖ୍ୟାଟି ବାଛିଥିଲେ ଆପଣଙ୍କର 2 ଗୋଟି ପ୍ରଶ୍ନର ଆମେ ଆପଣଙ୍କୁ ଦେଉଛୁ । ସନ୍ତାନଙ୍କ ଜୀବନରେ କିଛି ଉନ୍ନତି ଦେଖାଯିବାର ଅଛି । ରାଜନୀତିରେ ହେଉ ବା କୌଣସି ବି କ୍ଷେତ୍ରରେ ବଡ ବଡ ପଦବୀ ହାସଲ କରିବେ ଓ ଯଶସ୍ଵୀ ହେବେ । ଏବେ ଆପଣ ଇଶ୍ଵର ଚିନ୍ତା ସେତେ କରୁ ନାହାନ୍ତି ଆଗରୁ ଯେତିକି କରୁଥିଲେ ।

କିନ୍ତୁ କାହିଁକି ଏମିତି କରୁଛନ୍ତି ତାହା ଜାଣି ହେଉ ନାହି । ଯଦି ଆପଣ ଈଶ୍ଵରଙ୍କୁ ବିଶ୍ଵାସ କରୁ ନାହାନ୍ତି ତେବେ ନିଜକୁ ବିଶ୍ଵାସ କରୁ ନାହାନ୍ତି । ଭଗବାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ । ଆପଣ ନିଜେ ମହାଦେବଙ୍କର ପରମ ଭକ୍ତ ଅଟନ୍ତି ।

3- ଆପଣ ଯଦି ତୃତୀୟ ସଂଖ୍ୟାକୁ ଚୁଜ କରିଛନ୍ତି ତେବେ ଜାଣି ନିଅନ୍ତୁ ପରିବାରରେ ଅସାନ୍ତି ଲାଗି ରହିଛି । ପାରିବାରିକ ଶାନ୍ତି କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେବ ନାହି । ବର୍ତ୍ତମାନ ଆପଣ ଯେଉଁ ଚିନ୍ତାରେ ଅଛନ୍ତି ଆଗାମୀ ଦିନରେ ତାହାର ସମାଧାନ ହେବ । ଆପଣ ଏବେ ଖର୍ଚ୍ଚାନ୍ତରେ ପଡିଛନ୍ତି । କିଏ ଜାଣିଥିଲା ଆପଣଙ୍କ ଭଳି ନିରୀହ ଲୋକ ଏଭଳି ସମସ୍ୟାରେ ପଡିଯିବେ ବୋଲି ।

ଆପଣ ଉପକାର କରୁ କରୁ ଅପକାରରେ ପଡିଛନ୍ତି । ଆପଣ ସତ୍ୟର ଆଶ୍ରୟ ନେଲେ କିନ୍ତୁ ଗ୍ରହ ଦଶା ଆପଣଙ୍କୁ ମହାଦଶାରେ ପକାଇ ଦେଲା । ଆପଣଙ୍କ ଜୀବନରେ ଖୁଶିର ଦିନ ଆସିବାକୁ ଯାଉଛି । ଶୁଭ ଫଳ ପ୍ରାପ୍ତ ହେବ । ଜ୍ଞାନୀ ପଣ୍ଡିତଙ୍କୁ ଜାତକ ଦେଖାଇ ସମାଧାନ କରନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *