ବନ୍ଧୁଗଣ ଆପଣ ମାନେ ମନ୍ଦାର ଫୁଲ ନିଶ୍ଚୟ ଦେଖିଥିବେ । ଏହାକୁ ଦେବୀ ଦେବତାଙ୍କ ପୂଜାରେ ବ୍ୟବହାର କରତଯାଏ । ଏହାର ଆୟୁର୍ବେଦିକ ପ୍ରୟୋଗ ଜାଣିଲେ ଆପଣ ଅନେକ ରୋଗକୁ ଠିକ କରି ପାରିବେ । ଏହାର ଚମତ୍କାରୀ ଜାଣି ପାରିଲେ ଧନବାନ ହୋଇପାରିବା । ଜୀବନରେ ଚାଲିଥିବା ସମସ୍ଯାମାନ ଦୂର ହୋଇଥାଏ । ଏହି ଗଛ ଘରେ ଥିଲେ ନେଗେଟିଭ ଏନର୍ଜି ନଷ୍ଟ ହୋଇଥାଏ ।
ଘରେ ଏହି ଗଛକୁ ଲଗାଇବା ଦ୍ଵାରା ଶୁଭ ମାନାଯାଏ । ଯେଉଁ ମାନଙ୍କର କୁଣ୍ଡଳିରେ ସୂର୍ଯ୍ୟଦେବ କମଜୋର ଥାନ୍ତି ସେମାନଙ୍କୁ ମନ୍ଦାର ଗଛ ନିଶ୍ଚୟ ଲଗାଇବା ଉଚିତ । ଆଜି ଆମେ ଆପଣଙ୍କୁ ମନ୍ଦାର ଫୁଲର କିଛି ଆୟୁର୍ବେଦିକ ଉପାୟ ବିଷୟରେ କହିବାକୁ ଯାଉଛୁ । ଏମିତି ମାନାଯାଏ କି ମନ୍ଦାର ଗଛର ପତ୍ରକୁ ପାଣିରେ ଫୁଟାଇ ସେବନ କରିବା ଦ୍ଵାରା ପେଟରେ ହେଉଥିବା ବଥା କଷ୍ଟ ଦୂର ହୋଇଥାଏ ।
ପେଟରେ ଜୀବାଣୁ ବି ମାରି ଯାଇଥାଏ । ଏହି ମନ୍ଦାର ଗଛର ପାତ୍ର ରାମବାଣ ଭଳି କାମ କରିଥାଏ । ଯଦି ଆପଣଙ୍କର ଷ୍ଟୋନ ଭଳି ରୋଗ ଅଛି ତେବେ ମନ୍ଦାର ପତ୍ର ବା ଫୁଲର ପାଉଡର ବଣାଇ ଏହାକୁ ଗରମ ପାଣିରେ ପକାଇ ସେବନ କରନ୍ତୁ । ଏହି ଉପାୟକୁ ଖାଲି ପେଟରେ କରିବାକୁ ପଡିବ ସକାଳେ ଓ ସନ୍ଧ୍ୟାରେ । 15 ଦିନ ଯାଏଁ ଏହି ଉପାୟ କରିବା ଦ୍ଵାରା ଷ୍ଟୋନ ଦୂର ହୋଇଥାଏ ।
କିଛି ଲୋକଙ୍କର ଆଇରନ ସମସ୍ଯା ଥିଲେ ମନ୍ଦର ଫୁଲକୁ ଚାହା କରି ସେବନ କରିବେ ତେବେ ଏହା ଦୂର ହେବ । ମନ୍ଦାର ଫୁଲକୁ ପାଣିରେ ଫୁଟାଇ ଗୁଡ ପକାଇ ସେବନ କରିଲେ ଆଇରନ ବଢିବା ସହ ଶରୀରରେ ଓଜନ କମାଇବାରେ କାମ କରିଥାଏ । ଯଦି ଆପଣ ମୋଟାପଣକୁ କମାଇବାକୁ ଚାହୁଁଛନ୍ତି ତେବେ ମନ୍ଦାର ଫୁଲକୁ ଚାହା କରି ପିଇଲେ ଲମ୍ବା ସମୟ ଧରି ଭୋକ ଲାଗେ ନାହି ।
ଏବେ ଆସନ୍ତୁ ଜାଣିବା ମନ୍ଦର ଫୁଲର ଧାର୍ମିକ ମହତ୍ଵ ବିଷୟରେ । ମା ଲକ୍ଷ୍ମୀ, ଦୂର୍ଗା, ତାରିଣୀଙ୍କୁ ମାନଦର ଫୁଲ ଅତି ପ୍ରିୟା ଅଟେ । ପ୍ରଭୁ ହନୁମାନଙ୍କୁ ମଧ୍ୟ ମନ୍ଦାର ଫୁଲ ପ୍ରିୟ ହୋଇଥାଏ । ସୁଖ ସମୃଦ୍ଧି, ଧନ ବୃଦ୍ଧି ପାଇଁ ଏହି ଫୁଲ ଚଢା ଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କୁ ମଙ୍ଗଳ ଦୋଷ ଲାଗିଛି, ବିବାହରେ ଡେରି ହେଉଛି, ଜାତକରେ ଦୁର୍ଘଟଣା ହେଉଛି, ଚର୍ମ ରୋଗ ହେଉଛି, ବିବାହ ହେବା ପରେ ଦାଂପତ୍ଯ ଜୀବନରେ ସମସ୍ଯା ହେଉଛି ତେବେ ଏହା ମଙ୍ଗଳ ଦୋଷ କାରଣରୁ ହୋଇଥାଏ ।
ଏଥିପାଇଁ ମନ୍ଦାର ଗଛକୁ ଘରେ ଲଗାନ୍ତୁ ଓ ଏହାର ଫୁଲକୁ ଭଗବାନ ହନୁମାନଙ୍କୁ ପ୍ରତେକ ଦିନ ଚଢାନ୍ତୁ । ଏହି ଉପାୟ 3 ମାସ ଲଗାତାର କରନ୍ତୁ । ଏହା ଦ୍ଵାରା ମଙ୍ଗଳ ଦୋଷ ଦୂର ହୋଇଥାଏ । ବିବାହରେ ବିଳମ୍ବ ହେଉଥିଲେ ଘରେ ନିଶ୍ଚୟ ମନ୍ଦାର ଗଛ ଲଗାଇ ପ୍ରଭୁ ହନୁମାନଙ୍କୁ ଚଢାଇ ଦିଅନ୍ତୁ । ଶନିଙ୍କ ସାଢେଷାତି ଲାଗିଥାଏ ତେବେ ମନ୍ଦର ଫୁଲ ପ୍ରଭୁ ଶ୍ରୀରାମଙ୍କୁ ଅର୍ପଣ କରିଲେ ଏହା ଦୂର ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।