25 ବର୍ଷର ଏହି ଝିଅ ଏବେବି ରହୁଛି ଛୋଟ ପିଲା ପରି, ପିନ୍ଧୁଚି ଡ଼ାଇପର ଓ….

ନୂଆଦିଲ୍ଲୀ ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି, ଅଧିକାଂଶ ଲୋକ ନିଜ ହିସାବରେ ବଞ୍ଚିବା ପସନ୍ଦ କରନ୍ତି । ଏମିତି ଏକ 25ବର୍ଷର ଝିଅ ଯିଏ ଇଣ୍ଟରନେଟରେ ନିଜର ଅଜବ ଗଜବ ଲାଇଫ ଷ୍ଟାଇଲ ଦୁନିଆ କୁ ଜଣାଉଛନ୍ତି । ସେ ବୟସ୍କ ହେଲେ ମଧ୍ୟ ଛୋଟ ପିଲାଙ୍କ ପରି ଜୀବନଯାପନ କରୁଛନ୍ତି । 25 ବର୍ଷର ପେଜେ ମିଲର ABDL କମ୍ୟୁନିଟି ରୁ ଅଟନ୍ତି । ABDL ର ଅର୍ଥ ହେଉଛି ଆଡଲଟ ବେବି ଡାୟିପର ଲବର୍ଷ । ଏମାନେ ବୟସ୍କ ହେଲେ ମଧ୍ୟ ପିଲାଙ୍କ ପରି ଡାୟିପର ପିନ୍ଧିବାକୁ ପସନ୍ଦ କରନ୍ତି । ମାସକୁ ଡାୟିପର ରେ21 ହଜାର ଟଙ୍କା ଖର୍ଚ୍ଚ କରନ୍ତି,

ସକାଳୁ ଉଠି ପେଜେ ପ୍ରଥମେ ନିଜ ଡାୟିପର ବଦଳାନ୍ତି । ସେ ସାରାଦିନ କଣ୍ଢେଇ ସହ ଖେଳନ୍ତି । ମିରର ଅନ ଲାଇନ ଅନୁସାରେ ତାଙ୍କ ପାଖରେ ସବସ୍କ୍ରିସନ ସର୍ଭିସ ରହିଛି । ସେଥିରୁ ମିଳୁଥିବା ପଇସା ରେ ସେ ନିଜ ଖର୍ଚ୍ଚ ତୁଲାନ୍ତି । ABDL କମ୍ୟୁନିଟି ବିଷୟରେ ଅନ ଲାଇନ ରିସର୍ଚ୍ଚ କରିବା ପରେ ପେଜେ 2018 ମେ ରେ ପିଲାଙ୍କ ପରି ରହିବାର ନିଷ୍ପତି ନେଲେ, କାରଣ ଏମିତି ଭାବନା ରଖିବା ମଣିଷଙ୍କ ପାଇଁ ଏନିତି ଲାଇଫ ଷ୍ଟାଇଲରେ ରହିବା ସହଜ ହେବ ।

କୌଣସି ଆଡଲ୍ଟ ସହଜରେ ପିଲାଙ୍କ ପରି ରହିପାରିବେ ସେଥିପାଇଁ ୟୁତୁବ ଓ ୱେବ ସାଇଟ ଖୋଲିଛନ୍ତି । ଲୋକେ ନେଗେଟିଭ ଉତ୍ତର ସହ ତରିଫ ର ଇମେଲ ଦିଅନ୍ତି । ସେ କହନ୍ତି ଖେଳଣା ରେ ଖେଳିବା ତାଙ୍କୁ ପସନ୍ଦ । ଶପ୍ଟ କଣ୍ଢେଇରେ ଖେଳନ୍ତି । ସେ ବିଲକୁଲ ଛୁଆଭଳି ରୁହନ୍ତି କିନ୍ତୁ  ବହୁତ ଟ୍ରୋଲ ହେବା ସହ କିଛି ଲୋକ ତାରିଫ ମଧ୍ୟ କରନ୍ତି ଓ ସେ ସବୁ ସେ ଇଗନୋର କରନ୍ତି ସେ ।

ଅନେକ ତାଙ୍କ ବୁଦ୍ଧୀରେ ସନ୍ଦେହ କରନ୍ତି ହେଲେ ନର୍ମାଲ ଇନ୍ତେଲିଜେନ୍ଟ ଏମିତି କଣ ରହିବ । ଯଦିବି ପିଲାଙ୍କ ପରି ଡ୍ରେସ ପିନ୍ଧିଲେ ତ , ଖିର ବୋତଲ କଣ ପିଇ ଥାନ୍ତେ । ସେ ବହୁତ ବର୍ଷ ହେବ ଗୋଟେ ରିଲେସନ ସିପରେ ଅଛନ୍ତି । ତାଙ୍କ ଲାଇଫ ଷ୍ଟାଇଲ ଏମିତି ନୁହେଁ । କିନ୍ତୁ ସେ ସମର୍ଥନ କରନ୍ତି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *