ଯଦି ହଠାତ ଆସିଯାଏ କିଛି ସମସ୍ୟା, ତାହେଲେ ଏହି ମନ୍ତ୍ର ଜପ କରିବା ଦ୍ଵାରା ମିଳିବ ମୁକ୍ତି

ଜୀବନରେ ଆମେ ଅନେକ ସମସ୍ୟାର ସମ୍ମୁଖୀନ ନିଷ୍ୟ ହୋଇଥାଉଆ । କିନ୍ତୁ ସେହି ସମୟରେ ଆମେ ଜାଣି ନାଥୁ ଯେ କଣ କରିଲେ ଏହି ସମସ୍ଯା ସୁର ହେବ । ଯଦି ଆପଣ ସେହି ସମସ୍ୟାକୁ ଦୂର କରିବା ଆପୀନ କିଛି କରିପାରୁ ନାହାନ୍ତି ତେବେ ଆଧ୍ୟାତ୍ମିକ ଦିଗରେ ଯାଇ ଏହି ସବୁ ଉପାୟ ନିଶ୍ଚୟ ଚେଷ୍ଟା କରନ୍ତୁ ଦେଖିବେ ଅପନକ୍ନ ଜୀବନରେ ଥିବା ସମସ୍ତ ସମସ୍ୟାର ସମାଧାନ ଆପଣ ପାଇଯିବେ । ଯଦି ଆପଣା ହଠାତ କୌଣସି ସମସ୍ୟାରେ ଫସି ଯାଇଛନ୍ତି ,ଚିନ୍ତାରେ ରହୁଛନ୍ତି ତାହେଲେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ,ଯାହାଦ୍ୱାରା ଆପଣଙ୍କୁ ଚିନ୍ତାରୁ ଟିକେ ମୁକ୍ତି ମିଳିପାରିବ ।

ଚାକିରି ସମସ୍ୟା

ଯଦି ଚାକିରିରେ କୌଣସି ପ୍ରକାରର ସମସ୍ୟା ଆସିଯାଏ ତାହେଲେ ‘ଓଂ ଗଂ ଗଣପତୟେ ନମଃ’ର ଜପ ତିନିଦିନ ପର୍ଯ୍ୟନ୍ତ ଏବଂ ୧୧ ଥର କରିବାକୁ ହେବ । ଏମିତି କଲେ ସମସ୍ୟାର ସମାଧାନ ହେଇପାରେ ।

ବିବାହ ହେବାରେ ସମସ୍ୟା

ଯଦି ଆପଣ ବିବାହ ହେବାର ସମସ୍ୟାରେ ଫସି ଯାଇଛନ୍ତି ତାହେଲେ ପୁରୁଷମାନେ ‘ନମଃ ଶିବାୟ’ ଏବଂ ମହିଳା ମାନେ ‘ଓଂ ପାର୍ବତୀପତୟେ ନମଃ’ର ମନ୍ତ୍ର ଜପ କରନ୍ତୁ । ଏହି ମନ୍ତ୍ରର ଜପ ଶିବଙ୍କ ଆଗରେ ରୁଦ୍ରାକ୍ଷ ମାଲା ସହିତ ୨୭ଦିନ ପର୍ଯ୍ୟନ୍ତ କରିବା ଦରକାର ।

ମୋକଦମାର ସମସ୍ୟା

ଯଦି ଆପଣଙ୍କ ଉପରେ ମୋକଦମାର ସମସ୍ୟା ଆସିଯାଏ ତାହେଲେ ‘ଓଂ ନମୋ ଭଗବତେ ଆଜ୍ନନେୟାୟ ମହାବଳାୟ ସ୍ଵାହା’ଜପ ୯ଥର କରନ୍ତୁ । ଏହି ମନ୍ତ୍ରକୁ ହନୁମାନଙ୍କ ସାମନାରେ ତୁଳସୀ ମାଳାରେ କରନ୍ତୁ । ସମାଧାନ ହୋଇଯିବ ।

ସ୍ୱାସ୍ଥ୍ୟ ସମସ୍ୟା

ଯଦି ହଠାତ ଆପଣଙ୍କ ଉପରେ ସ୍ଵାସ୍ଥ୍ୟ ସମସ୍ୟା ଆସିଯାଏ ତାହେଲେ ‘ଓଂ ଲକ୍ଷ୍ମଣପ୍ରାଣଦାତ୍ରେ ନମଃ’ମନ୍ତ୍ରର ଜପ ତୁଳସୀ ମାଲା ସହିତ କରନ୍ତୁ ଏବଂ ହନୁମାନଙ୍କ ସାମନାରେ ଘିଅର ଅଖଣ୍ଡ ଦୀପ ଜାଲି ଯଥା ସମ୍ଭବ ଜପ କରନ୍ତୁ ।

ସନ୍ତାନଙ୍କ ବ୍ୟବହାରରେ କଷ୍ଟ

ଯଦି ଆପଣ ସନ୍ତାନଙ୍କ ବ୍ୟବହାରରେ ଚିନ୍ତାରେ ଅଛନ୍ତି ତାହେଲ ‘ଓଂ ନମଃ ଭଗବତେ ବାସୁଦେବାୟ’ମନ୍ତ୍ରର ଜପ କରନ୍ତୁ । ପ୍ରତିଦିନ ସକାଳୁ ଭଗବାନ ବିଷ୍ଣୁଙ୍କୁ ହଳଦିର ଟିକା ଲଗାନ୍ତୁ ଏବଂ ଗୁରୁବାର ଦିନ କଦଳୀ ଦାନ କରନ୍ତୁ । ଏମିତି କଲେ ଆପଣଙ୍କର ଚିନ୍ତା ଦୂର ହୋଇଯିବ ।

ଦେବା ନେବାରେ ସମସ୍ୟ

ଯଦି ଧନର ଦେବା ନେବାରେ ସମସ୍ୟା ଆସିଯାଇଛି ତାହେଲେ ‘ଓଂ ଶ୍ରୀ ଶ୍ରୀୟେ ନମଃ’ର ଜପ କରନ୍ତୁ । ଏହି ମନ୍ତ୍ରର ସ୍ପଟିକ ବା ମୋତି ମାଳାରେ ୧୧ଥର କରନ୍ତୁ । ଏମିତି କଲେ ସମସ୍ୟା କମ ହୋଇଯିବ । ଆଗକୁ ଏହିଭଳି ଅନେକ ଆଧ୍ୟାତ୍ମିକ ଖବର ଜାଣିବା ପାଇଁ ଆମ ପେଜକୁ ଲାଇକ କରନତୁ ।

Leave a Reply

Your email address will not be published. Required fields are marked *