୩୦ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମା ପରଠାରୁ ୬ ଟି ରାଶି ହେବେ କୋଟିପତି, ଆପଣଙ୍କର ରାଶି ଅଛି କି ?

ବନ୍ଧୁଗଣ ଅଗଷ୍ଟ 30ରେ ପାଳିତ ହେବାକୁ ଯାଉଛି ରାକ୍ଷୀ ପୂର୍ଣ୍ଣିମା ବା ଗମ୍ହା ପୂର୍ଣ୍ଣିମା । ଏହି ପୂର୍ଣ୍ଣିମା ଠାରୁ ଗ୍ରହରେ ବନିବାକୁ ଯାଉଛି ମହା ସଂଯୋଗ । ଯାହା କାରଣରୁ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହେବ । ଗ୍ରହ ମାନଙ୍କର ଚଳନ କାରଣରୁ ସବୁ ରାଶି ମାନଙ୍କ ଉପରେ କିଛି ନା କିଛି ପରିବର୍ତ୍ତନ ଲାଗି ରହିଥାଏ । ଯେଉଁ ବି ରାଶି ଉପରେ ଗ୍ରହର ସ୍ଥିତି ଠିକ ରହିଥାଏ ସେମାନଙ୍କ ଉପରେ ପଜେଟିଭ ପ୍ରଭାବ ରହିଥାଏ ।

କିନ୍ତୁ ଯେଉଁ ରାଶିଙ୍କ ଉପରେ ସ୍ଥିତି ଖରାପ ରହିଥାଏ ସେମାନଙ୍କ ଉପରେ ନେଗେଟିଭ ପ୍ରଭାବ ପଡିଥାଏ । ଆଜି ଆମେ କହିବୁ ରାକ୍ଷୀ ପୂର୍ଣ୍ଣିମା ଠାରୁ କେଉଁ ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି । ମିଥୁନ ରାଶି : ଆପଣଙ୍କୁ ଶ୍ରାବଣ ପୂର୍ଣ୍ଣିମା ପର ଠାରୁ ଦିନ ଗୁଡିକ ଶୁଭ ହେବାକୁ ଯାଉଛି । ଜୀବନରୁ ଖରାପ ସମୟ ସମାପ୍ତ ହେବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ବଡ ସଫଳତା ପ୍ରାପ୍ତ ହେବ । ବ୍ୟପାର ବାଣିଜ୍ୟରେ ସଫଳତା ମିଳିବ । ଧନ ପ୍ରାପ୍ତି ହେବ । ସମାଜରେ ମାନ ସମାନ ବୃଦ୍ଧି ପାଇବ ।

କୁମ୍ଭ ରାଶି : ଆପଣଙ୍କୁ ନିଜ ପରିଶ୍ରମରେ ସଂପୂର୍ଣ୍ଣ ଲାଭ ମିଳିବାକୁ ଯାଉଛି । ଏମାନେ ଧନବାନ ହେବାକୁ ଯାଉଛନ୍ତି । ଏମାନଙ୍କ ଲଭ ଲାଇଫ ରୋମାଣ୍ଟିକ ରହିବ । ଅବିବାହିତ ଲୋକଙ୍କୁ ବିଦେଶରୁ ବିବାହ ପ୍ରସ୍ତାବ ଆସିପାରେ । କୌଣସି ଦିଗରୁ ଧନ ଲାଭ କରିବେ ।

କନ୍ୟା ରାଶି : ଏହି ରାକ୍ଷୀ ପୂର୍ଣ୍ଣିମା ଠାରୁ ଆପଣଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି । ଏମାନଙ୍କ ଜୀବନରେ ସଫଳତା ହାସଲ କରିବା ଠାରୁ କେହି ଅଟକାଇ ପାରିବେନି । କାରଣ ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅଶେଷ କୃପା ରାଶିବ । ଯାହା ଫଳରେ ବଜାରରେ ନିବେଶ କରିଥିବା ପଇସାରେ ବଡ ମାତ୍ରାରେ ଲାଭ ହେବାର ସମ୍ଭାବନା ରହିଛି ।

ଧନୁ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅଶେଷ କୃପା ପ୍ରାପ୍ତ ହେବାକୁ ଯାଉଛି । ଘରକୁ କୂଣିଆ ମାନଙ୍କର ଆଗମନ ହୋଇପାରେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ରହିଛି । ଚାକିରି ପାଇଁ ପ୍ରସ୍ତାବ ଆସିପାରେ । ଏମାନଙ୍କ ଜୀବନରେ ଅପାର ଖୁସି ଆସିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ବୃଷ ରାଶି : ଏହି ସମୟରେ ଆପଣ ବହୁତ ଖୁସି ରହିବେ । ଭାଗ୍ୟ ଅଚାନକ ଚମକିବାକୁ ଯାଉଛି । ଆପଣ ଏବେ ସଫଳ ଜୀବନ ବ୍ଯତୀତ କରିବେ । ଧନ ଦୌଲତରେ ବୃଦ୍ଧି ହେବ । ଖରାପ ସମୟ ସମାପ୍ତ ହେବାକୁ ଯାଉଛି । ଆପଣଙ୍କୁ ରାକ୍ଷୀ ପୂର୍ଣ୍ଣିମା ଠାରୁ ଦିନ ଗୁଡିକ ଶୁଭ ହେବ ।

ସିଂହ ରାଶି : ଆପଣଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପାରିବାରିକ ସମସ୍ଯା ଦୂରୀଭୂତ ହେବ । ଜୀବନ ସାଥିଙ୍କ ସହଯୋଗ ପାଇବେ । ଆପଣଙ୍କୁ ଅଚାନକ ଖୁସି ପ୍ରାପ୍ତ ହେବ । କୁଣ୍ଡଳୀରେ ଧନ ଲାଭର ଯୋଗ ଅଛି । ସବୁ ସମସ୍ଯା ଦୂର ହେବ । ଆପଣଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *