ଆଗାମୀ 7 ଦିନ କେମିତି ରହିବ ? ସେ ତାଙ୍କ ମନରେ କେଉଁ କଥା ଲୁଚାଇ ରଖିଛନ୍ତି ? ବାଛନ୍ତୁ କୌଣସି ଏକ ନମ୍ବର ଓ ଜାଣନ୍ତୁ ରାଜ-Tarto Card Reading

ବନ୍ଧୁଗଣ ପ୍ରତେକ ମଣିଷ ନିଜ ଲାଇଫରେ ଖୁସିରେ ରହିବାକୁ ଅନେକ ସ୍ଵପ୍ନ ଦେଖିଥାଏ । କିନ୍ତୁ ସବୁବେଳେ ସମୟ ସମାନ ନ ଥାଏ । ମଣିଷ ଜୀବନରେ ଖୁସି ପାଇବାକୁ ହେଲେ ସଂଘର୍ଷ କରିବାକୁ ପଡିଥାଏ । ତାପରେ ମଣିଷ କୁ ସଫଳତା ମିଳିଥାଏ । ଆପଣଙ୍କ ସାଥିଙ୍କ ମନରେ ଆପଣଙ୍କ ପାଇଁ କେଉଁ କଥା ଲୁଚି କି ଅଛି ଓ ଆଗାମୀ 7 ଦିନରେ ଆପଣ ଦୁହିଙ୍କର ସମ୍ପର୍କ କିପରି ରହିବ ତାହା ରହିଛି ଆଜିର ବିଷୟ ବସ୍ତୁ । ଏଥିପାଇଁ ଆପଣଙ୍କୁ 2ଟି ଗୋଲାପ ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛିବାକୁ ହେବ ।

ତା ପରେ ଆପଣ ନିଜର ଜବାବ ପାଇ ପାରିବେ । ତେବେ ବାଛନ୍ତୁ ମନ ପସନ୍ଦ ଅନୁଯାୟୀ 2ଟି ଗୋଲାପ ମଧ୍ୟରୁ କୌଣସି ଗୋଟିଏ । 1- ଯଦି ଆପଣ ପ୍ରଥମ ନମ୍ବର କୁ ବାଛିଛନ୍ତି ତେବେ ଆପଣ ଦୁହିଙ୍କର ସମ୍ପର୍କ ବହୁତ ଭଲ ଅଛି । ଆପଣ ଚାହୁଁଛନ୍ତି ଆପଣଙ୍କ ସାଥି ଆପଣଙ୍କୁ ପ୍ରପୋଜ କରନ୍ତୁ । ଯଦି ମ୍ୟାରେଜ ହୋଇସାରିଛି ତେବେ ଆପଣ ନିଜ ସାଥିଙ୍କ ପାଇଁ କିଛି ଆଶା କରୁଛନ୍ତି ।

ଆପଣଙ୍କ ସାଥିଙ୍କ ଲାଇଫରେ ତୃତୀୟ ବ୍ଯକ୍ତିର ହାତ ଅଛି । ଆପଣ ଦୁହେଁ ବୁଝିଛନ୍ତି ଆପଣ ସମୟ ଦ୍ଵାରା ବାନ୍ଧି ହୋଇ ରହିଛନ୍ତି । ଆପଣ ଦୁହେଁ ବହୁତ କଷ୍ଟ ଅନୁଭବ କରୁଛନ୍ତି । ସେ ଆପଣଙ୍କ ସହ ରହିବାକୁ ଓ ସମୟ ବିତାଇବାକୁ ଚାହୁଁଛନ୍ତି । ଆପଣ ମଧ୍ୟ ସେୟା ଚାହୁଁଛନ୍ତି । କିନ୍ତୁ ଏମିତି କିଛି ହୋଇପାରୁ ନାହିଁ । ଆଗାମୀ 7 ଦିନରେ ବହୁତ କିଛି ଚେଞ୍ଜ ହେବାର ନଜର ଆସିବ ।

ସେ ଆପଣଙ୍କ ସହ ମଜବୁତ ସମ୍ପର୍କ ଗଢିବାକୁ ଚାହୁଁଛନ୍ତି ଯାହା ହୋଇପାରୁ ନାହିଁ । ଆପଣଙ୍କ ପର୍ଶନ ପାରିବାରିକ ଅଟନ୍ତି । ପରିବାର ହିସାବରେ ଚାଲୁଥିବାରୁ ସମ୍ପର୍କକୁ ନେଇ ନିସ୍ପତି ନେଇପାରୁ ନାହାନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବିଷୟରେ ଅନେକ ଲୋକ ଜାଣି ନାହାଁନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ସଚ୍ଚା ପ୍ରେମ ରହିଛି ।

2- ଯଦି ଆପଣ ଦ୍ଵିତୀୟ ନମ୍ବରଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ଆପଣଙ୍କ ସହ ମ୍ୟାରେଜ କରିବାକୁ ଚାହୁଁଛନ୍ତି ବା ଯଦି ମ୍ୟାରେଜ ହୋଇସାରିଛି ତେବେ ପୁଣି ଥରେ ଏକାଠି ହେବାକୁ ଚାହୁଁଛନ୍ତି । ସେ ରିଲେସନକୁ ନେଇ ଅଧିକ ଭାବୁଛନ୍ତି । ହୋଇପାରେ କିଛି କାରଣରୁ ଆପଣଙ୍କ ପର୍ଶନ ଦୂରେଇ ଯାଇଛନ୍ତି ।

ଆପଣଙ୍କ ପର୍ଶନ ଏମିତି କାମରେ ଫସି ଯାଇଛନ୍ତି କିନ୍ତୁ ସେ ଆପଣଙ୍କୁ ସମୟ ଦେଇପାରୁ ନାହାନ୍ତି । ଆଗାମୀ 7 ଦିନରେ ଆପଣ ତାଙ୍କ ଉପରେ ରାଗିପାରନ୍ତି । କାରଣ ସେ ଆପଣଙ୍କ ସହ କଥା ହେଉ ନାହାନ୍ତି କି ସମୟ ଦେଉ ନାହାନ୍ତି । କିନ୍ତୁ ସେ ଚାହୁଁଛନ୍ତି କିନ୍ତୁ ତାଙ୍କ ପାଖରେ ସମୟ ନାହିଁ । ସେ ଆପଣଙ୍କୁ ଖୁସିରେ ରଖିବାକୁ ଚାହୁଁଛନ୍ତି ହେଲେ ହୋଇପାରୁ ନାହିଁ । ସେ ନିଜକୁ ବ୍ୟସ୍ତରେ ରଖୁଛନ୍ତି । ତାଙ୍କୁ ଅବସର ମିଳିଛି କିଛି କରି ଦେଖାଇବାକୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *