ଯେତେ ରୋଜଗାର କଲେ ବି ଏହି 5 ଜଣ ବ୍ୟକ୍ତି କେବେ ବି ଜୀବନରେ ଧନୀ ହୋଇପାରିବେ ନାହିଁ ।

ବନ୍ଧୁଗଣ ଶାସ୍ତ୍ରରେ ଲେଖା ଥିବା ନୀତି ନିୟମକୁ ଯେଉଁ ମାନେ ପାଳନ କରିଥାନ୍ତି ସେମାନଙ୍କୁ ଜୀବନରେ ବହୁତ ଜଲ୍ଦି ସଫଳତା ମିଳିଥାଏ । ଶାସ୍ତ୍ରରେ ମାନବ ଜୀବନ ଶୈଳୀକୁ ନେଇ ଅନେକ ନୀତି ନିୟମ ବିଷୟରେ ଉଲେଖ କରା ଯାଇଛି । ଯଦି ବ୍ୟକ୍ତି ଏହି ସବୁ ନିୟମକୁ ପାଲ କରେ ଓ ନିଜର କର୍ମରେ ଲଗାଇଥାଏ ତେବେ ସେହି ବ୍ୟକ୍ତିକୁ ଜୀବନରେ ସୁଖ ଶାନ୍ତି ମିଳିଥାଏ । ଟଙ୍କା ପଇସା ବିଷୟରେ କହିଲେ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି ।

କିନ୍ତୁ ଅଜାଣତରେ ଲୋକେ ଏମିତି କିଛି ଭୁଲ ଅରିଥାନ୍ତି ଯାହା ପାଇଁ ଜୀବନରେ କେବେବି ଧନୀ ହୋଇପାରନ୍ତିନି । ଆଜି ଆମେ ଆପଣଙ୍କୁ ଏମିତି 5 ଜଣ ବ୍ୟକ୍ତିଙ୍କ ବିଷୟରେ କହିବୁ ଯେଉଁ ମାନେ କେବେବି ଧନୀ ହୋଇପାରିବେନି । 1- ଯେଉଁ ମାନଙ୍କର ସୁନ୍ଦର, ପରିଷ୍କାର ପୋଷାକ ଥାଇ ମଧ୍ୟ ମଇଳା ବା ଚିର ଫଟା ପୋଷାକ ପିନ୍ଧି ଥାନ୍ତି ତେବେ ମା ଲକ୍ଷ୍ମୀ ଏଭଳି ବ୍ୟକ୍ତିଙ୍କ ଜୀବନକୁ କେବେ ବି ଆସନ୍ତି ନାହିଁ ।

ଯେଉଁ ମାନେ ଅପରିଷ୍କାର ଜୀବନଯାପନ କରିଥାନ୍ତି ଓ ସେମାନଙ୍କ ଚାରି ପଟେ ପରିଷ୍କାର ରଖନ୍ତିନି ମା ଲକ୍ଷ୍ମୀଙ୍କ କୃପା କେବେ ବି ସେମାନଙ୍କ ଉପରେ ପଡେନି । ଏଭଳି ବ୍ୟକ୍ତି ଆଗାମୀ ଦିନରେ କେବେବି ଧନୀ ହୋଇପାରନ୍ତିନି ।

2- ଯେଉଁ ବ୍ୟକ୍ତି ଦାନ୍ତ ସଫା ରଖନ୍ତି ନାହିଁ ସେମାନଙ୍କୁ ଗରିବୀର ସମାନ କରିବାକୁ ପଡିଥାଏ । ମା ଲକ୍ଷ୍ମୀ କେବେବି ପରିଷ୍କାର ଦାନ୍ତ ଥିବା ବ୍ୟକ୍ତିଙ୍କ ନିକଟକୁ ଆସନ୍ତି ନାହିଁ । ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ଏଭଳି ବ୍ୟକ୍ତି ଉପରେ ପଡେ ନାହିଁ ।

3- ଜୀବନ ଶାସ୍ତ୍ର ଅନୁଯାୟୀ ଭୋକ ଅପେକ୍ଷା ଅଧିକ ଖାଉଥିବା ବ୍ୟକ୍ତି ମଧ୍ୟ ଧନୀ ହୋଇପାରନ୍ତି ନାହିଁ । ଗରିବୀ ହିଁ ମନୁଷ୍ୟକୁ ଦାରିଦ୍ର୍ଯରେ ପରିଣତ ଅରିଥାଏ । ସେହି ସମୟରେ ଅଧିକ ଖାଉଥିବା ବ୍ୟକ୍ତି ଜୀବନରେ କେବେ ବି ସୁଖରେ ରହିପାରେ ନାହିଁ ।

4- ଯେଉଁ ମାନେ କଟୁ ଶବ୍ଦ କୁହନ୍ତି ସେମାନେ କଦାପି ଧନୀ ହୋଇପାରିବେ ନାହିଁ । ଯେଉଁ ବ୍ୟକ୍ତି ନିଜ ଶବ୍ଦରେ ଅନ୍ୟକୁ ଆଘାତ ପହଞ୍ଚାଇଥାଏ ସେ କେବେବି ମା ଲକ୍ଷ୍ମୀ ଙ୍କ କୃପା ପାଇପାରେ ନାହିଁ । ଏହା ସହ ଏଭଳି ବ୍ୟକ୍ତିଙ୍କର କୌଣସି ବନ୍ଧୁ ହୋଇ ନ ଥାନ୍ତି । ଏମାନେ ଭଲ ବନ୍ଧୁ ଅପେକ୍ଷା ଅଧିକ ଶତ୍ରୁ ଙ୍କ ଦ୍ଵାରା ଘେରି ହୋଇ ରହିଥାନ୍ତି ।

5- ସକାଳୁ ସନ୍ଧ୍ୟା ଯାଏଁ ଶୋଇ ରହୁଥିବା ବ୍ୟକ୍ତି କିମ୍ବା ଯେଉଁ ମାନେ ଅଳସୁଆ ବା ନିଜ ପାଇଁ ପ୍ରଥମେ ଭାବିଥାନ୍ତି ସେମାନେ ଜୀବନରେ କଦାପି ଧନୀ ହୋଇପାରିବେ ନାହିଁ । ସୂର୍ଯ୍ୟ ଉଦୟ ରୁ ସୂର୍ଯ୍ୟାସ୍ତ ଯାଏଁ ଯେଉଁ ମାନେ ଶୟନ କରନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା କେବେ ବି ରୁହେ ନାହିଁ । ବିନା କାରଣରେ ଶୋଇବା ମନୁଷ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏବେ ଏହି 5ଟି ବ୍ୟକ୍ତିଙ୍କ ବ୍ଯତୀତ ଯେଉଁ ମାନେ ଅନ୍ୟାୟ, ଅସାଧୁତା ଦ୍ଵାରା ଟଙ୍କା ରୋଜଗାର କରନ୍ତି ସେମାନେ ଧନୀ ହୋଇପାରନ୍ତି ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *