“400 ଟଙ୍କା ଦରମାରେ ଝିଅକୁ ପଢ଼ାଇ ଡ଼ାକ୍ତର କଲି, ହେଲେ ସେ ପର ପୁଅ ପାଇଁ … ଦେଖନ୍ତୁ Video ନିଜ ଝିଅକୁ ନେଇ କଣ କହୁଛନ୍ତି ଏହି ବ୍ୟକ୍ତି ଜଣଙ୍କ

ନମସ୍କାର ବନ୍ଧୁଗଣ । ଗୋଟେ ଡିଫେନସ ଲୋକ ଯିଏ ମାତ୍ର ୪୦୦ ଟଙ୍କାରେ ଚାକିରି କରି ନିଜ ଝିଅକୁ ଆଜି ଡାକ୍ତର କରିଛି ତାଙ୍କ ଝିଅ ଆଜି କହୁଛି ମୁଁ ଆଉ ଘରକୁ ଫେରିବି ନାହି ଯାହାକୁ ଭଲ ପାଉଛି ତାକୁ ବାହା ହେଇବି ଏମିତି କିଛି ମନ୍ତବ୍ୟ ଦେଇଛନ୍ତି ଝିଅର ବାପା । ଏହା ଏକ ଷଡଯନ୍ତ୍ର ହୋଇପାରେ ଯାହା ପାଇଁ ଝିଅର କ୍ଯାରିୟର ଖରାପ କରା ଅଯଉଛି ବୋଲି ଝିଅର ବାପା କହିଛନ୍ତି । ଗତ କାଲି ଯେତେବେଳେ ଝିଅର ବାପା ଜାଣିବାକୁ ପାଇଲେ ଝିଅ ଆଉ ଘରକୁ ଫେରିବାକୁ ମନା କରୁ ଦେଇଛି ତା ପରେ ସେ ଘରକୁ ଆସିଥିଲେ ।

ଏମିତିକି ଦୀର୍ଘ ୬-୭ ବର୍ଷ ତଳେ ଏମିତି ଏକ ଘଟଣା ଘଟିଥିଲା । ଏହା ବାବଦରେ ଝିଅର ବାପା ଜାଣିବା ପରେ ଥାନାରେ ଏତାଲା ଦେଇଥିଲେ ପୁଅ ବିରୁଦ୍ଧରେ । ସେବେ ପର ଠାରୁ ଏ ସବୁ କିଛି ବନ୍ଦ ଥିଲା । କିନ୍ତୁ ଏବେ ଦେଖିଲା ବେଳକୁ ଝିଅ କହୁଛି ମୁଁ ସେଇ ପୁଅକୁ ହିଁ ବାହା ହେବି ଯାହାକୁ ଶୁଣିବା ପରେ ବାପା ମା ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

ଝିଅର ବାପାଙ୍କ କହିବ ଅନୁଯାୟୀ ଝିଅ ଯେତେବେଳେ ୧୫ ଦିନ ତଳେ ଘରକୁ ଆସିଥିଲା କହିଲା କି ମୋର ପିଜି ସରିଯାଉ ଆଉ ମୋ ପାଇଁ ଭଲ ପାତ୍ର ଦେଖ ବାହାଘର ପାଇଁ । କିନ୍ତୁ ୧୫ ଦିନ ପରେ ବାପା ଯେତେବେଳେ କାଲି ଘରକୁ ଫେରିଛନ୍ତି ମା କାନ୍ଦି କରି କହିଛନ୍ତି କି ଝିଅ ଆଉ ଘରକୁ ଫେରିବା ନାହି ବୋଲି ହୋନ କରି କହିଛି । ଝିଅ ଯାହାକୁ ମ୍ୟାରେଜ କରିବାକୁ ଚାହୁଁଛନ୍ତି ତାର ନାମ ହେଉଛି ସରଦାର ।

ଝାରସୁଗୁଡା ରେ ଥିବା ବେଳେ ଝିଅକୁ କଟଥାରେ ଭୁଲାଇ ପ୍ରେମିକ ସରଦାର ତା ଆକାଉଣ୍ଟରୁ ୪୦ ହଜାର ଟଙ୍କା ୫ ଥର କରି ଉଠାଇ ନେଇଥିଲା । ଏହି କଥା ଜାଣିବା ପରେ ବାପା ଖଣ୍ଡଗିରି ଥାନାରେ ଏତାଲା ଦେଇଥିଲେ । ଏହା ଅରେ ପୋଲିସ ଏହି ମାମଲାର ତଦନ୍ତ କରିବା ସହ ବ୍ଯାଙ୍କ ମଧ୍ୟ ସହଯୋଗ କରିଥିଲା ।

ଯାହା ଫଳରେ ପୋଲିସ ଖଡଗପୁର ରେଲୱେ ଷ୍ଟେସନ ରୁ ସର୍ଦ୍ଦାର କୁ ଧରିଥିଲା । ପୁଅର ବାପା ମା ଗୋଟେ ଗେମ ଖେଳୁଛନ୍ତି ହାଇ ଲେବଲ ପାଇଁ ଯାହା ଝିଅର ବାପା କହିଛନ୍ତି । ପୁଅ ମଧ୍ୟ ଜଣେ ଡାକ୍ତର ଯିଏ ବ୍ଯାଂଲୋରରେ ପଢୁଛି ।

ପୁଅ ଝିଅ ଦୁହେଁ ପରସ୍ପରକୁ କେବେ ଠାରୁ ଭଲ ପାଉଛନ୍ତି କି ଦୁହେଁ ଚାକିରି କରିଛନ୍ତି ତାହା ବିଷୟରେ କିଛି ଜାଣି ନାହାନ୍ତି ବୋଲି ଝିଅର ବାପା କହିଛନ୍ତି । ରାତିରେ ଝିଅ କହିଲା ମୁଁ ଘରକୁ ଯାଉଛି ବାପା ତୁମର ଆସିବା ଦରକାର ନାହି ।

ଯେତେବେଳେ ଝିଅ ଆସି ପହଞ୍ଚିଲା ସେତେବେଳେ ବାପା ଦେଖିଲେ କି ସର୍ଦ୍ଦାର ତାଙ୍କ ସହ ରହିଛି । ଶେଷରେ ବାପା କହିଛନ୍ତି ବାପା ଜାଗାରେ ନିଜକୁ ରଖିଲେ ଜାନିପାରିବେ କି ସେ ଠିକ କହୁଛନ୍ତି କି ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *