ସ୍ୱାମୀର ସ୍କୁଟିରେ ପରୀକ୍ଷା ଦେବାକୁ ଆସିଲେ, ବଏଫ୍ରେଣ୍ଡ କାରରେ ଫେରାର ହୋଈଗଲେ ସ୍ତ୍ରୀ… ସ୍ଵାମୀ ଏବେ କାନ୍ଦି କାନ୍ଦି କଣ କହୁଛି ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ଫେରିବା ବାଟକୁ ଚାହିଁ କାନ୍ଦି ପକାଇ କହୁଛନ୍ତି ଧନ ତୁମେ ଯେଉଁଠି ଅଛ ଫେରିଆସ । ତେବେ ଏହି ଘଟଣାଟି ହେଉଛି ଭଦ୍ରକ ଜିଲ୍ଲାରେ ଯେଉଁଠି ଯୁବକ ଜଣେ ଦୀର୍ଘ ଦେଢ ବର୍ଷ ତଳେ ଯୁବତୀଙ୍କୁ ଭଲ ପାଉଥିଲେ । ଦୁହେଁ ଘର ଛାଡି ପଳାୟନ କରିବା ପରେ ପୁରୀ ନୃସିଙ୍ଘ ନାରାୟଣ ମନ୍ଦିରରେ ମ୍ୟାରେଜ କରିଛନ୍ତି । ମ୍ୟାରେଜ କରିବା ପରେ ଦୀର୍ଘ ୪ ମାସ ହେବ ସେମାନେ ଭୁବନେଶ୍ବର ରେ ରହୁଥିଲେ । ଏହା ପରେ ଦୁହେଁ ପରସ୍ପରର ପରିବାର ସହ ମିସିଥିଲେ ।

ପରିବାର ସହ ମିଶିବା ପରେ ତାଙ୍କ ସ୍ତ୍ରୀ ପାଠ ପଢିବାକୁ ଆଗ୍ରହ କରିଥିଲେ ଯାହା ପାଇଁ ସ୍ଵାମୀ ଜଣକ ଅନୁମତି ମଧ୍ୟ ଦେଇଥିଲେ । ଏହା ପରେ ଯୁବକ ଜଣକ ତାଙ୍କ ସ୍ତ୍ରୀ ଙ୍କୁ ବାବାମଣି କଲେଜରେ +୩ arts ରେ ପାଠ ପଢିଲେ । ଯୁବକ ଜଣକ ତାଙ୍କ ସ୍ତ୍ରୀଙ୍କୁ ସବୁ ଦିନ କଲେଜ ଛାଡିବାକୁ ଯାଉଥିଲେ ଓ ଆଣିବାକୁ ମଧ୍ୟ ଆଣୁଥିଲେ ।

କିନ୍ତୁ ତାଙ୍କର ସ୍ତ୍ରୀ ଙ୍କୁ ଯେତେବେଳେ ଆଣିବା ପାଇଁ ଯାଇଥିଲେ ସେ ଦେଖିବାକୁ ପାଇଲେ କି ତାଙ୍କ ସତରେ ଆଉ କାହା ଗାଡିରେ ବସି ଚାଲି ଯାଇଛନ୍ତି । ହୁଏ ତ ତାଙ୍କ ପରିବାର ଲୋକେ ଏମିତି କରିଥାଇ ପାରନ୍ତି ବୋଲି ଯୁବକ ଜଣକ କାନ୍ଦି କାନ୍ଦି କହିଛନ୍ତି । ଏହି ମାମଲାରେ ଯୁବକଙ୍କ ମା ରାଏ ଦେଇଛନ୍ତି କି ପୁଅ ଝିଅ ଉଭୟ ପରସ୍ପରକୁ ବହୁତ ଭଲ ପାଉଥିଲେ ।

ଏହା ପରେ ଦୁହେଁ ଘର ଛାଡି ଫେରାର ହୋଇଥିଲେ ଯାହାର ଖବର ଝିଅ ଘର ଲୋକେ ପୁଅ ମା ଙ୍କୁ ଫୋନ ଦ୍ଵାରା ଜଣାଇଥିଲେ । କିନ୍ତୁ ପୁଅର ମା ଏହି ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ । ଏହା ପରେ ପୁଅର ସନ୍ଧାନ ୧୫ ଦିନ ପରେ ପାଇବା ପରେ ବାପା ମା ଦେଖିଥିଲେ କି ଦୁହେଁ ବିବାହ କରି ସାରିଛନ୍ତି । ପରେ ପୁଅ କହିଲା ଯଦି ତୁମେ ଆମକୁ ଗ୍ରହଣ ନ କରିବ ତେବେ ଆମେ ଅଲଗା ରହିଛୁ ନଚେତ ଆତ୍ମହତ୍ୟା କରିବୁ ।

ଏହି କଥା ଶୁଣିବା ପରେ ପୁଅର ମା ପୁରୀରେ ବାହାଘର କରାଇ କୋର୍ଟ ମ୍ୟାରେଜ କରିଲେ । ହଠାତ ଝିଅଟି ପାଠ ପଢିବାକୁ କହିବାରୁ ଶ୍ଵଶୁର ଅନୁମତି ଦେବା ପରେ କଲେଜରେ ଫର୍ମ ଫିଲପ କରି ଘରକୁ ଫେରିଥିଲେ । ପୁଅ ସବୁଦିନ ଛାଡିବାକୁ ଯାଏ ଯେଉଁ ଦିନ ପୁଅ ନ ଯାଏ ସେ ବସରେ ଆସନ୍ତି ।

କିନ୍ତୁ ପୁଅ କଲେଜରେ ପହଞ୍ଚିବା ବେଳକୁ ଇଣ୍ଡିକା ଗାଡିରେ ବସି ଝିଅଟି କୁଆଡେ ପଳାଇଛନ୍ତି ତାହାର ସନ୍ଧାନ ପାଉ ନାହାନ୍ତି । ଯାହା ପାଇଁ ପୁଅ ବିଚଳିତ ହୋଇ ପାଗଳ ଭଳି ହେଉଛି କି ମୋ ସ୍ତ୍ରୀକୁ ଆଣି ଦିଅ । ଏଭଳି ମତାମତ ରଖିଛନ୍ତି ପୁଅର ବାପା ଓ ମା । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *