499 ବର୍ଷ ପରେ ଦୁର୍ଲଭ ମହାସଂଯୋଗ 20 ଏପ୍ରିଲ ରେ ସୂର୍ଯ୍ୟଗ୍ରହଣ 8ଟି ରାଶି ହେବେ ଅରବପତି

ବନ୍ଧୁଗଣ ଚଳିତ ବର୍ଷ ଏପ୍ରିଲ 20 ତାରିଖ ରେ ପଡୁଛି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ । ଏହି ଗ୍ରହଣ 12ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବାକୁ ଯାଉଛି । ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟପରାଗ ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ସମୟକୁ ଅଶୁଭ ସମୟ କୁହାଯାଇଥାଏ । କାରଣ ଏହି ସମୟରେ ସୂର୍ଯ୍ୟ ଠାରୁ ବାହାରୁଥିବା ଆଲୋକ ସିଧା ସଳଖ ପୃଥିବୀ ପୃଷ୍ଠରେ ପଡିପାରେ ନାହି ।

ଏହି ସମୟରେ ନାକାରାତ୍ମକ ଶକ୍ତି ଜାଗୃତ ହୋଇଥାନ୍ତି । ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ଓ ସୂର୍ଯ୍ୟପରାଗ ଲାଗିବାର 12 ଘଣ୍ଟା ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ କରାଯାଇଥାଏ । ଆସନ୍ତୁ ଜାଣିବା ବିସ୍ତାର ଭାବେ । କୁମ୍ଭ ରାଶି : ଆପଣଙ୍କର ଆମଦାନୀରେ ବୃଦ୍ଧି ହେବ । ବିଦେଶୀ ଧନ ମିଳିବ ଆର ଯୋଗ ଅଛି । ଜୀବନ ସାଥିଙ୍କ ମାଧ୍ୟମରେ ଧନ ଲାଭ ହୋଇପାରେ । ଏହି ସମୟ ଆପଣଙ୍କ ଜୀବନରେ ଖୁସି ନେଇକି ଆସିବ ।

ମିଥୁନ ରାଶି : ସୂର୍ଯ୍ୟଗ୍ରହଣର ପ୍ରଭାବରେ ଆପଣଙ୍କୁ ବଡ ଧନ ଲାଭର ଯୋଗ ଅଛି । ଅଟକିଥିବା ଧନ ଫେରି ପାଇବେ । ବୈବାହିକ ଜାତକଙ୍କ ପାଇଁ ସନ୍ତାନ ପ୍ରାପ୍ତିର ଯୋଗ ଅଛି ।

କନ୍ୟା ରାଶି : ଆପଣଙ୍କୁ ସୂର୍ଯ୍ୟଗ୍ରହଣ ପ୍ରଭାବରୁ ଭାଗ୍ଯର ସହଯୋଗ ମିଳିବ । ଯଦି ଆପଣ ବ୍ୟପାରି ତେବେ ଫାଇଦା ପାଇବେ । ଚାକିରି କ୍ଷେତ୍ରରେ ଉନ୍ନତି ହୋଇପାରେ । ସହକର୍ମୀଙ୍କ ସହଯୋଗ ମିଳିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ହାସଲ କରିବେ ।

ବୃଷ ରାଶି : ଆପଣଙ୍କ ପାଇଁ ସୂର୍ଯ୍ୟଗ୍ରହଣ ଅତ୍ୟନ୍ତ ଶୁଭ ରହିବାର ଅଛି । ବ୍ୟାପାରୀଙ୍କୁ ଲାଭ ହେବ । ସାମାଜିକ କ୍ଷେତ୍ରରେ ମାନ ସମାନ ପ୍ରତିଷ୍ଠା ହେବ । ଜୀବନରେ ପ୍ରତେକ କ୍ଷେତ୍ରରେ ସଫଳତା ମିଳିବ । ଆୟରେ ବୃଦ୍ଧି ହେବ ।

ସିଂହ ରାଶି : ଆପଣଙ୍କୁ କହି ରଖୁଛୁ ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଶୁଭ ରହିବାର ଅଛି । ସବୁ ଇଚ୍ଛା ପୂରଣ ହେବ । ସବୁ କାମ ପୂରଣ ହେବାର ସଂକେତ ଅଛି । ଘର ପରିବାରରେ ଖୁସି ହେବ । ଜୀବନସାଥିଙ୍କ ସହ ପ୍ରେମ ବଢିବ । ଚାକିରି ପାଇଁ ପ୍ରୟାସ କରୁଥିଲେ ସଫଳ ହେବେ ।

ଧନୁ ରାଶି : ଧନୁ ରାଶିର ଲୋକଙ୍କ ପାଇଁ ଏହି ସୂର୍ଯ୍ୟଗ୍ରହଣର ଶୁଭ ରହିବାର ଅଛି । ଭୂମି ସହ ଜଡିତ ମାମଲାର ସମାଧାନ ହେବ । ନୂଆ ବାହନ ବା ଘର କ୍ରୟ କରିପାରିବେ । ଚାକିରିରେ ପ୍ରମୋଶନର ଯୋଗ ଅଛି । କ୍ୟାରିୟରରେ ଆସୁଥିବା ବାଧା ଦୂର ହେବ ।

ମକର ରାଶି : ଆପଣଙ୍କ ପାଇଁ ଏହି ସୂର୍ଯ୍ୟଗ୍ରହଣ ଅତ୍ୟନ୍ତ ଭଲ ରହିବ । ସବୁ କାମରେ ସଫଳତା ମିଳିବ । ସାଥିଙ୍କ ସହଯୋଗ ମିଳିବ । ଆତ୍ମବିଶ୍ବାସରେ ବୃଦ୍ଧି ହେବ । କିନ୍ତୁ ସ୍ଵାସ୍ଥ୍ୟକୁ ନେଇ ସତର୍କ ରୁହନ୍ତୁ ।

ମୀନ ରାଶି : ଏହି ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଶୁଭ ଫଳଦାୟୀ ସାବ୍ୟସ୍ତ ହେବ । ଭୂମି, ବାହନ ସହ ଜଡିତ ମାମଲାର ସାଧାନ ହେବ । ସନ୍ତାନ ସୁଖ ପ୍ରାପ୍ତ ହେବ । ବ୍ୟାପାରୀଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି ।ବନ୍ଧୁଗଣ ଆପଣଙ୍କର ଏମାନଙ୍କ ମଧ୍ୟରୁ କେଉଁ ରାଶି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *