5 ମିନିଟରେ ମଶା-ମାଛି-ମୂଷା ଘରୁ ଗାୟବ ହୋଇଯିବେ, ଆଉ କେବେ ଦେଖା ଯିବେ ନାହିଁ

ବନ୍ଧୁଗଣ ଖାସ କରି ବର୍ଷା ଦିନରେ ମଶା ମାଛି ଅଧିକ ଦେଖା ଯାଇଥାନ୍ତି । ମଶା କାମୁଡିବା ଦ୍ଵାରା ନେକ ଥର ଜ୍ଵର ହୋଇଥାଏ । ଯଦି ମାଛି କୌଣସି ଖାଦ୍ଯରେ ବସିଯାଏ ତାହା ଖାଇବା ଯୋଗ୍ୟ ହୋଇ ନ ଥାଏ ।  କେତେ ଥର ଘରେ ମୂଷା, ଅସରପା ମଧ୍ୟ ଦେଖା ଯାଇଥାଏ । ଆଜି ଆମେ ଜାଣିବା ଘରେ ମଶା, ମାଛି, ଅସରପା ବାହାର କରିବା ପାଇଁ ଘରୋଇ ଉପଚାର । ଏହି ରେମେଡି କୁ ବହୁତ ପାୱାର ଫୁଲ ଅଟେ । ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ପ୍ରୟୋଗ କିପରି କରିବା ।

ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ରହିଛି ତେଜପତ୍ର ଯାହା ଆମେ ରୋଷେଇରେ ବ୍ୟବହାର କରିଥାଉ । ତେଜପତ୍ର ବହୁତ ଅଧିକ ଫ୍ଲେଭରଫୁଲ ହୋଇଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ପୂଜା ରେ ବ୍ୟବହାର ହେଉଥିବା କର୍ପୁର । ତୃତୀୟ ସାମଗ୍ରୀ ହେଉଛି ନିମ ତେଲ । ଯାହା ଆପଣ ଘରେ ତିଆରି କରି ପାରିବେ ବା ବଜାରରେ ମିଳିପାରିବେ ।

ଆପଣ ଚାହିଁଲେ ସୋରିଷ ତେଲ ର ବ୍ୟବହାର କରି ପାରିବେ । ପ୍ରଥମେ ଆପଣ କିଛି କର୍ପୁର କୁ ଗୁଣ୍ଡ କରନ୍ତୁ । ଘରର କୌଣସି ବାସନରେ କର୍ପୁର ଗୁଣ୍ଡ କରନ୍ତୁ ନାହିଁ । ଏହି ଗୁଣ୍ଡ କୁ ନିମ୍ବ ତେଲ ରେ ମିଶ୍ରଣ କରନ୍ତୁ । ଯଦି ସୋରିଷ ତେଲ ନେଉଛନ୍ତି ତେବେ ଏଥିରେ ଅଳ୍ପ ନିମ୍ବ ପତ୍ର ନିଅନ୍ତୁ । ଏବେ ଏଥିରେ 3ରୁ 4ଟି ତେଜପତ୍ର ନିଅନ୍ତୁ ।

ତେଜପତ୍ରକୁ ଛୋଟ ଛୋଟ ପିସ କରି ପକାଇ ଦିଅନ୍ତୁ । ଏଥିପାଇଁ କୌଣସି ପୁରୁଣା ବାସନ ନେଇ ପାରିବେ । ପ୍ରତିଦିନ ସନ୍ଧ୍ଯା ରେ ଏହି କାମ କରିଲେ ଘରେ ଗୋଟେ ବି ମସା ଦେଖାଯିବ ନାହିଁ । ଏବେ ଆପଣ ଏହାକୁ ମିଶ୍ରଣ କରନ୍ତୁ ଓ ଜଳାଇ ଦିଅନ୍ତୁ । ହି ସମୟ ଜଳିବା ପରେ ଏହାକୁ ଏକ ବନ୍ଦ ଘରେ ରଖି ଦିଅନ୍ତୁ । ଆପଣ ଏହାକୁ ରୋଷେଇ ଘରେ ରଖିବେ ତେବେ ମଶା ମାଛି ଆଉ ଦେଖାଯିବେ ନାହିଁ ।

ଏହି ଛୋଟ ଉପାୟରେ ଆପଣଙ୍କର ବଡ ସମସ୍ଯା ଦୂର ହୋଇପାରିବ । ଆପଣଙ୍କ ଘରକୁ ମାଛି ମଶା ମୂଷା ଆସିବେ ନାହିଁ । ଏବେ ଆସନ୍ତୁ ଜାଣିବା ମୂଷା, ଅସରପା, ପିମ୍ପୁଡି କୁ କେମିତି ବାହାର କରିବା । ଏଥିପାଇଁ ଏକ ସ୍ପ୍ରେ ବୋତଲ ନିଅନ୍ତୁ । ଏଥିରେ ଏକ ଗ୍ଳାସ ପାଣି, ଅଳ୍ପ ଲୁଣ, କର୍ପୁର ଗୁଣ୍ଡ, ୱ୍ହାଇଟ ଭିନେଗାର ନିଅନ୍ତୁ । ଏବେ ଏଥିରେ 1ରୁ 2 ଚାମଚ ଡେଟଲ ମିଶାନ୍ତୁ ।

ଏହାର ଅଧିକ ସ୍ମେଲ ଆସିଥାଏ । ସବୁ ଜିନିଷକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ସ୍ପ୍ରେ କୁ ଆପଣ ଘରର ସବୁ ଜାଗାରେ କରନ୍ତୁ । ଦେଖିବେ ମଶା, ମାଛି, ଅସରପା, ପିମ୍ପୁଡି ଘରୁ ପଳାଇ ଯିବେ । ଘରର ଯେଉଁ ଜାଗାରେ ଏହି ସବୁ କୀଟପତଙ୍ଗ ହେଉଛି ସେଠାରେ ଏଇ ପାଣିକୁ ତୁଳା ସାହାର୍ଯ୍ୟରେ ରଖି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *