ଏଠାରେ ମିଳିଛି ପ୍ରାଚୀନ କାଳର ୫୦ଟି ପ୍ରକାରର ଜଡିବୁଟି , ରିସର୍ଚ୍ଚର ମାନେ କହିଲେ କି କ୍ୟାନସର୍ କୁ ଜଡରୁ ଶେଷ କରିଦେବ ଏହି ଜଡିବୁଟି , ଜାଣିବା ପାଇଁ ଏହି ଆର୍ଟିକିଲ୍ କୁ ଭଲ ଭାବେ ପଢନ୍ତୁ

ହଜାର ବର୍ଷ ଋଷି ମୁନି ମାନଙ୍କ ସମୟର ଏପରି ୫୦ଟି ଜଡିବୁଟି ମିଳିଛି , ଯାହାକି ଗମ୍ଭୀରରୁ ଗମ୍ଭୀରତା ରୋଗକୁ ବହୁତ ସହଜରେ ଭଲ କରିଦେଇପାରିବ , ଏହି ଜଡିବୁଟିରେ ଔଷଧୀୟ ଗୁଣ ଭରପୁର ଅଛି , ଔଷଧୀୟ ଗୁଣରେ ଭରପୁର ଥିବା ଏହି ଜଡିବୁଟି କ୍ୟାନସର, ଡାଇବେଟିଜ୍, ଉଚ୍ଚରକ୍ତଚାପ, ରୋଗକୁ ଲଢିବାର କ୍ଷମତା ରଖୁଛି , ରିସର୍ଚ୍ଚର ମାନେ କହିଲେ ଜିଲ୍ଲା ଚଂବାର ଦୂରବର୍ତ୍ତୀ ତିସା ବିକାଶ ଖଣ୍ତ ଓ ଅନ୍ୟ ଗାଁ ରେ ବନ ଔଷଧୀ ସଂପଦର ଖଜଣା ଅଛି

ସାଚପାସ, ବୈରାକୋଠି, ଦେବିକୋଠି, ତରେଲା, ଭଜରାଡୁ, ତିସା,ସାଲଘାଟି , ଖଜ୍ଜିୟାର୍, ଲୁପ୍ତ ହେଇଯାଉଥିବା ଜଡିବୁଟିର ଖଜଣା ଅଛି , ରିସର୍ଚ୍ଚରସ ମୁତାବକ ଏହି ଜଡିବୁଟିର ନାମ ଆପଣ ଜାଣିଥିବେ କିନ୍ତୁ ଏହା କେଉଁଠି ମିଳିବ ଏହା କହିବା ମୁସକିଲ୍ ଅଟେ ।

ସେମିତି ବି ରିସର୍ଚ୍ଚର ମାନେ ଔଷଧ ଉପରେ ଗବେଷଣା କରୁଛନ୍ତି , ରିସର୍ଚ୍ଚର ମାନେ ଗବେଷଣା ସମୟରେ ଏହି କଥାର ଧ୍ୟାନ ରଖିଛନ୍ତି କି ଯେଉଁ ଲୋକ ଏହି ଜଡିବୁଟି ବ୍ୟବହାର କରିବେ , ତାଙ୍କ ସ୍ୱାସ୍ଥ୍ୟ କିପରି ରହିବ , ଅନୁସଂସ୍ଥାନ ଭାରତୀୟ ଚିକିତ୍ସା ପଦ୍ଧତି ଯୋଗୀନ୍ଦ୍ରନଗରର ପ୍ରଭାରୀ ଡଃ ଅରୁଣ ଚନ୍ଦନ ଚଂବାରେ ପଚାଶ ଦୁର୍ଲ୍ଲଭ ପ୍ରଜାତିର ଗଛର ଚାରା ମିଳିବାର ପୃଷ୍ଟି କରିଥିଲେ , ସେ କହିଲେ କି ଋଷି ମୂନିଙ୍କ ସମୟର ଏହି ଜଡିବୁଟି ବହୁତ ଖତରନାକ ରୋଗକୁ ଲଢିବାର କ୍ଷମତା ରଖୁଛି , ସେ କହିଲେ କି ପ୍ରାୟ ୨୪୦ ଟି ଔଷଧୀୟ ଗଛର ଭଣ୍ତାର ଚଂବାରେ ମହଜୁଦ ଅଛି ,

କହିଦେବୁ କି ଏହି ଗଛର ଚାରାର ଫଳ , ବିଜ, ଷ୍ଟେମ୍ , ଫୁଲ, ପତ୍ର, ଜଡିବୁଟି ବି କୁହାଯାଇଥାଏ , ଦୁନିଆଁରେ ପ୍ରାୟ ସବୁ ଆଡେ ଏହାର ଅଲଗା ଅଲଗା ସଂସ୍କୃତି ଓ ପ୍ରାଚୀନ କାଳରେ ଏହି ଜଡିବୁଟିର ଭୋଜନ ଓ ଔଷଧୀୟ କାର୍ଯ୍ୟରେ ପ୍ରୟୋଗ କରାଯାଉଥିଲା , ଜଡିବୁଟୀର ବ୍ୟବହାର ସାଧାରଣତଃ ଔଷଧ ଓ କିଟ ନାଶକ ପାଇଁ କରାଯାଏ , ସବୁ ଜଡିବୁଟି ସ୍ୱାସ୍ଥ୍ୟ ପାଇଁ ହିତକାରୀ ଅଟେ , ଆପଣ ଏହି ଜଡିବୁଟି ଆପଣ ନିଜ ଉପଯୋଗରେ ନେଇପାରିବେ , ଜଡିବୁଟି ଗୁଡିକ ଚେହେରାକୁ ଚମକାଇବା ପାଇଁ ବି ହିତକାରି ଅଟେ ।

Leave a Reply

Your email address will not be published. Required fields are marked *