ବନ୍ଧୁଗଣ ଗତ କିଛି ହେବ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହୋଇଥିବା ଭିଡିଓ ରେ ସିସିଟିଭି ଫୋଟେଜ ରୁ ଜଣା ପଡୁଛି ସେଦିନ ଝିଅ କାମ ସାରି କମ୍ପାନୀ ରୁ ଚାଲି ଚାଲି ଘରକୁ ଫେରୁଥିଲା । ବାପା ମା ଅପେକ୍ଷା କରି ରହିଥିଲେ ଝିଅକୁ । କିନ୍ତୁ ଗାଁ ଛକ ରୁ ଝିଅକୁ ଅପରହରଣ କରି ନେଲେ ଦୁର୍ବୁତ୍ତ ମାନେ । ଆଉ ଏହାରି ମଧ୍ୟରେ ବୀତି ଗଲାଣି ୫ ଦିନ । ଔ ଘରକୁ ଏବେ ଫେରି ନାହି ଝିଅ ।
ଏଭଳି ସ୍ଥିତିରେ ଏବେ କାନ୍ଦୁ ଛନ୍ତି ବାପା ମା । ବାପା ମା ଙ୍କ ଆଖି ରୁ ଯେମିତି ଲୁହା ଶୁଖୁ ନାହି । ଗତ ୧ ତାରିଖ ସନ୍ଧ୍ୟା ରେ ଘରକୁ ହେରୁଥିବା ବାଟରେ ବାଙ୍କି ଥାନା ଅନ୍ତର୍ଗତ ତମପଡା କଲେଜ ଛକ ର ହନୁମାନ ମନ୍ଦିର ନିକଟରୁ ଯୁବତୀଙ୍କୁ ଅପରହଣ ଘଟଣା ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି । ଝିଅ ଟି ଘରକୁ ଫେରିବା ସମୟରେ ତାକୁ ଅଧା ବାଟରୁ ଅପରହରଣ କରି ନିଆଗଲା । ପରିବାର ପକ୍ଷ ରୁ ଆଙ୍କି ଥାନାରେ ଏତାଲା ଦିଆ ଯାଇଥିଲା । ନିଖୋଜ ଯୁବତୀ ଙ୍କ ନାମ ହେଉଛି ଝୁନା ଜେନା ।
ସେପଟେ ଏତାଳାକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି । ଯୁବତୀଙ୍କ ନିଖୋଜ କୁ ବୀତି ଯାଇଛି ଆଜିକୁ ୫ ଦିନ । ପୋଲି ହାତରେ କିଛି ବି ସୁରାଗ ଲାଗି ନାହି । ସେପଟେ ଯୁବତୀଙ୍କ ନିଖୋଜକୁ ନେଇ ଘରେ ଲାଗି ରହିଛି କାନ୍ଦ ବୋବାଳି । କାରଣ ଝିଅ ଥିଲା ରୋଜଗାରିଆ । କାମ କରି ଘର ଚଳାଉଥିଲା ଝିଅ । ସେପଟେ ଝିଅର ଫୋଟୋ କୁ ଧରି ମା କାନ୍ଦି କାନ୍ଦି ଗଡି ଯାଉଛି । ଝିଅକୁ ଶ୍ରଖିତ ଭାବେ ଘରକୁ ଆଣିବା ପାଇଁ ସେମାନେ ଦାବି କରିଛନ୍ତି । ଏହା ସହ ଗାଁ ଲୋକେ ବି ପୋଲିସ ପାଖରେ ନିବେଦନ କରିଛନ୍ତି ।
ସୂଚନା ଅନୁଯାୟୀ ପ୍ରତେକ ଦିନ ଭଳି ଯୁବତୀ ଜଣକ ଗୋଡ ସାହି ନିକଟ ଭାରତ କମ୍ପାନୀ କୁ କାମ କରିବାକୁ ଯାଇଥାନ୍ତି । ଆଉ ସନ୍ଦୟ ହେଲେ ନିଜ କାମରୁ ଘରକୁ ଫେରିଥାନ୍ତି । କିନ୍ତୁ ଅଧ ବାଟରେ ତାଙ୍କୁ ଏଭଳି ଅପହରଣ କରି ନିଆଗଲା । ଆଉ ଆଜିକୁ ୫ ଦିନ ଇତି ଗାଳନୀ କିନ୍ତୁ ଝିଅର କିଛି ଖୋଜ ଖବର ନାହି । ଯାହା ପାଇଁ ବାପା ମା ଙ୍କ ଆଖି ରୁ ଲୁହ ସୁଖୁ ନାହି ।
ତେବେ ପୋଲିସ ନିଜର ତଦନ୍ତ ଜାରି ରଖିଛି କିନ୍ତୁ ଏ ଯାଏଁ କିଛି ବି ସନ୍ଧାନ ମିଳିପାରି ନାହି । ତେବେ ଝିଅର ସୁରକ୍ଷା ବିଷୟରେ ଚିନ୍ତା କରି କରି ବାପା ମା ଙ୍କ ଦୁଖ କହିଲେ ନ ସରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।