5 ଦିନ ବିତିଲା ପରେ ଫେରିଲାନି ଝିଅ, ଅପହରଣ ଘଟଣାରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ…. ସମ୍ପୂର୍ଣ୍ଣ ଖବର ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଗତ କିଛି ହେବ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହୋଇଥିବା ଭିଡିଓ ରେ ସିସିଟିଭି ଫୋଟେଜ ରୁ ଜଣା ପଡୁଛି ସେଦିନ ଝିଅ କାମ ସାରି କମ୍ପାନୀ ରୁ ଚାଲି ଚାଲି ଘରକୁ ଫେରୁଥିଲା । ବାପା ମା ଅପେକ୍ଷା କରି ରହିଥିଲେ ଝିଅକୁ । କିନ୍ତୁ ଗାଁ ଛକ ରୁ ଝିଅକୁ ଅପରହରଣ କରି ନେଲେ ଦୁର୍ବୁତ୍ତ ମାନେ । ଆଉ ଏହାରି ମଧ୍ୟରେ ବୀତି ଗଲାଣି ୫ ଦିନ । ଔ ଘରକୁ ଏବେ ଫେରି ନାହି ଝିଅ ।

ଏଭଳି ସ୍ଥିତିରେ ଏବେ କାନ୍ଦୁ ଛନ୍ତି ବାପା ମା । ବାପା ମା ଙ୍କ ଆଖି ରୁ ଯେମିତି ଲୁହା ଶୁଖୁ ନାହି । ଗତ ୧ ତାରିଖ ସନ୍ଧ୍ୟା ରେ ଘରକୁ ହେରୁଥିବା ବାଟରେ ବାଙ୍କି ଥାନା ଅନ୍ତର୍ଗତ ତମପଡା କଲେଜ ଛକ ର ହନୁମାନ ମନ୍ଦିର ନିକଟରୁ ଯୁବତୀଙ୍କୁ ଅପରହଣ ଘଟଣା ସବୁ ଆଡେ ଚର୍ଚ୍ଚା ର ବିଷୟ ପାଲଟିଛି । ଝିଅ ଟି ଘରକୁ ଫେରିବା ସମୟରେ ତାକୁ ଅଧା ବାଟରୁ ଅପରହରଣ କରି ନିଆଗଲା । ପରିବାର ପକ୍ଷ ରୁ ଆଙ୍କି ଥାନାରେ ଏତାଲା ଦିଆ ଯାଇଥିଲା । ନିଖୋଜ ଯୁବତୀ ଙ୍କ ନାମ ହେଉଛି ଝୁନା ଜେନା ।

ସେପଟେ ଏତାଳାକୁ ଭିତ୍ତି କରି ପୋଲିସ ତଦନ୍ତ ଜାରି ରଖିଛି । ଯୁବତୀଙ୍କ ନିଖୋଜ କୁ ବୀତି ଯାଇଛି ଆଜିକୁ ୫ ଦିନ । ପୋଲି ହାତରେ କିଛି ବି ସୁରାଗ ଲାଗି ନାହି । ସେପଟେ ଯୁବତୀଙ୍କ ନିଖୋଜକୁ ନେଇ ଘରେ ଲାଗି ରହିଛି କାନ୍ଦ ବୋବାଳି । କାରଣ ଝିଅ ଥିଲା ରୋଜଗାରିଆ । କାମ କରି ଘର ଚଳାଉଥିଲା ଝିଅ । ସେପଟେ ଝିଅର ଫୋଟୋ କୁ ଧରି ମା କାନ୍ଦି କାନ୍ଦି ଗଡି ଯାଉଛି । ଝିଅକୁ ଶ୍ରଖିତ ଭାବେ ଘରକୁ ଆଣିବା ପାଇଁ  ସେମାନେ ଦାବି କରିଛନ୍ତି । ଏହା ସହ ଗାଁ ଲୋକେ ବି ପୋଲିସ ପାଖରେ ନିବେଦନ କରିଛନ୍ତି ।

ସୂଚନା ଅନୁଯାୟୀ ପ୍ରତେକ ଦିନ ଭଳି ଯୁବତୀ ଜଣକ ଗୋଡ ସାହି ନିକଟ ଭାରତ କମ୍ପାନୀ କୁ କାମ କରିବାକୁ ଯାଇଥାନ୍ତି । ଆଉ ସନ୍ଦୟ ହେଲେ ନିଜ କାମରୁ ଘରକୁ ଫେରିଥାନ୍ତି । କିନ୍ତୁ ଅଧ ବାଟରେ ତାଙ୍କୁ ଏଭଳି ଅପହରଣ କରି ନିଆଗଲା । ଆଉ ଆଜିକୁ ୫ ଦିନ ଇତି ଗାଳନୀ କିନ୍ତୁ ଝିଅର କିଛି ଖୋଜ ଖବର ନାହି । ଯାହା ପାଇଁ ବାପା ମା ଙ୍କ ଆଖି ରୁ ଲୁହ ସୁଖୁ ନାହି ।

ତେବେ ପୋଲିସ ନିଜର ତଦନ୍ତ ଜାରି ରଖିଛି କିନ୍ତୁ ଏ ଯାଏଁ କିଛି ବି ସନ୍ଧାନ ମିଳିପାରି ନାହି । ତେବେ ଝିଅର ସୁରକ୍ଷା ବିଷୟରେ ଚିନ୍ତା କରି କରି ବାପା ମା  ଙ୍କ ଦୁଖ କହିଲେ ନ ସରେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *