ପଇସା ଗଣି ଗଣି ଥକିଯିବେ, ଦୀର୍ଘ 90 ବର୍ଷ ପରେ ଡିସେମ୍ବର 8 “ମାର୍ଗଶିର ପୂର୍ଣ୍ଣିମା” ରୁ 4ଟି ରାଶିରେ ଲାଗିବ ଲଟେରୀ 

ହିନ୍ଦୁ ଧର୍ମ ଅନୁଯାୟୀ ମାର୍ଗଶିର ମାସକୁ ଭକ୍ତି ବା ଦାନ ଧର୍ମର ମାସ ମାନା ଯାଇଥାଏ । ଭଗବତ ଗୀତାରେ ଭଗବାନ କୃଷ୍ଣ କହିଛନ୍ତି ପୌରାଣିକ ଅନୁଯାୟୀ ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ ମାର୍ଫସିସ ପୂର୍ଣ୍ଣିମା କୁହା ଯାଇଥାଏ ।  ଦୀର୍ଘ ୯୦ ବର୍ଷ ପରେ ଆସନ୍ତା ଡିସେମ୍ବର ୮ ତାରିଖ ଗୁରୁବାର ଦିନ ରେ ପଡିବାକୁ ଯାଉଛି ମାର୍ଗଶିଷ ପୂର୍ଣ୍ଣିମା । ଏହି ଦିନ ମହା ସଂଯୋଗ କାରଣରୁ 4ଟି ରାଶିରେ ଲାଗିବାକୁ ଯାଉଛି ଲଟେରୀ । ଏହି ରାଶି ମାନଙ୍କର କିସ୍ମତ ଚମକିବାକୁ ଯାଉଅଛି । ଯାହା ଦ୍ଵାରା ଏମାନଙ୍କ ଜୀବନରେ ଅପାର ଖୁସି ହିଁ ଖୁସି ଆସିବାକୁ ଯାଉଛି । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

କନ୍ୟା ରାଶି : ଆପଣଙ୍କ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ମା ଲକ୍ଷ୍ମୀ ଆପଣଙ୍କ ଗୃହକୁ ଆଗମନ କରିବେ । ଆପଣ ଜୀବନରେ ସଫଳତା ପ୍ରାପ୍ତ କରିବେ । ଯେଉଁ ଲୋକ ବ୍ୟାପାର କରୁଛନ୍ତି ସେମାନଙ୍କୁ ଫାଇଦା ମିଳିବ । ଚାକିରି ରେ ବହୁତ ବଡ ଖୁସି ଖବର ପ୍ରାପ୍ତ ହେବ । ଖୁସିର ଭଣ୍ଡାର ପ୍ରାପ୍ତ ହେବ । ମା ଲକ୍ଷ୍ମୀ ଙ୍କ କୃପାରୁ ଧନ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ ।

ମେଷ ରାଶି : ଆପଣଙ୍କ କୁଣ୍ଡଳିରେ ଜବରଦସ୍ତ ମହା ଲକ୍ଷ୍ମୀ ଯୋଗ ବନୁଛି । ମା ଲକ୍ଷ୍ମୀ ଙ୍କ କୃପାରୁ ସମୟ ଉତ୍ତମ ରହିବ । ଏମିତି ବ୍ୟକ୍ତିଙ୍କ ସହ ଭେଟ ହେବ ଯିଏ ଆପଣଙ୍କର ଜୀବନର ଦିଶା ବଦଳାଇ ଦେବେ । ବ୍ୟାପାରରେ ଅଧିକ ଲାଭ ମିଳିବାର ଅଛି । ପ୍ରତେକ କ୍ଷେତ୍ରରୁ ଲାଭ ହିଁ ଲାଭ ମିଳିବ । ଯେଉଁ ମାନେ ଚାକିରି କ୍ଷେତ୍ରରେ ଅଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିବ । ଧନ ପ୍ରାପ୍ତିର ଅନେକ ଅବସର ମିଳିବ । ସନ୍ତାନ ସୁଖ ପ୍ରାପ୍ତ ହେବ ।

କୁମ୍ଭ ରାଶି : ଅପାନଙ୍କ ଉପରେ ମା ଲକ୍ଷ୍ମୀ ଅଧିକ ପ୍ରସନ୍ନ ହୋଇଛନ୍ତି । ଯାହା କାରଣରୁ ଘରେ ସୁଖ ସମୃଦ୍ଧି ଆସିବ । ଧନରେ ବୃଦ୍ଧି ହେର୍ବ । ବହୁତ ଜଲ୍ଦି ନା କାମ ଆରମ୍ଭ କରିବେ । ଘର ପରିବାରରେ ଶାନ୍ତି ବଜାୟ ରହିବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ବ୍ୟାପାରରେ ଦୁଇ ଗୁଣା ଲାଭ ହେବ । ବିଦେଶରେ ଯେଉଁ ମାନେ ଚାକିରି ବା ପଢିବାର ସ୍ଵପ୍ନ ଦେଖିଛନ୍ତି ତାହା ସଫଳ ହେବ । ଅଟକି ରହିଥିବା କାର୍ଯ୍ୟ ଆରମ୍ଭ ହେବ ।

ତୁଳା ରାଶି : ମା ଲକ୍ଷ୍ମୀ ଙ୍କ ବିଶେଷ କୃପା କାରଣରୁ ଆର୍ଥିକ ଲାଭ ହେବ । ପୂର୍ବରୁ କରିଥିବା ମେହନତର ପରିଣାମ ମିଳିବ । ଆପଣ ଦେଖିବେ ଜୀବନରେ ବଡ ପରିବର୍ତ୍ତନ ହେବ । ଜୀବନରେ ଖୁସି ହି ଖୁସି ଆସିବ । ଜୀବନରେ ଉନ୍ନତି କରିବେ । ସମାଜରେ ମାନ ସମାନ ବଢିବ । ଜବରଦସ୍ତ ଧନ ଅର୍ଜିତ ହେବ । ଅନେକ ପ୍ରକାରର ଲାଭ ମିଳିବ । ନୂଆ ବାହନ ବା ଘର କ୍ରୟ କରିବେ । ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ଅଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *