ଏହି 5ଟି ଭୁଲ ପାଇଁ କମି ଯାଇଥାଏ ମଣିଷର ଆୟୁଷ- Garuda Purana

ବନ୍ଧୁଗଣ ହିନ୍ଦୁ ଧର୍ମ ହେଉଛି ସର୍ବ ଶ୍ରେଷ୍ଠ ଧର୍ମ । ହିନ୍ଦୁ ଧର୍ମକୁ ଛାଡି ଦେଲେ ଅନ୍ୟ କୌଣସି ଧର୍ମରେ ରୀତିନୀତି ସ୍ପଷ୍ଟ ଭାବେ ଜଣାପଡେ ନାହି । ହିନ୍ଦୁ ଧର୍ମର ପ୍ରତିଷ୍ଠା ୪ ବେଦ, ଶ୍ରେଷ୍ଠ ଶାସ୍ତ୍ର ଓ ଧାରାପୁରାଣ ରେ ତିଷ୍ଠି ରହିଛି । ସେହି ସବୁ ପୂରଣ ମଧ୍ୟରୁ ଗରୁଡ ପୁରାଣ ହେଉଛି ଅନ୍ୟତମ । ଗରୁଡ ପୁରାଣରେ ଆତ୍ମାର ରହସ୍ୟ ବ୍ଯତୀତ ଧର୍ମ, ନୀତି, ଜ୍ଞାନ, ଆୟୁର୍ବେଦ ଓ ଜୀବନ ସହ ଜଡିତ ଅନେକ କଥା କୁହାଯାଇଛି ଯାହାର ଅନୁସରଣ କରି ଆମେ ଜୀବନରେ ଉଚ୍ଚକୁ ନେଇ ପାରିବା । ଆଜି ଆମେ ଆପଣଙ୍କୁ ଗରୁଡ ପୁରାଣ ଅନୁଯାୟୀ କେଉଁ ୫ଟି କାମ କରିଲେ ମଣିଷର ଆୟୁଷ କମ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଯେଉଁ ବ୍ୟକ୍ତି ରାତିରେ ଡେରି ରେ ସୋଇଥାଏ ଆଉ ବ୍ରହ୍ମ ମୂହୁର୍ତ୍ତ ରେ ଜାଗୃତ ହୋଇଥାଏ ତାର ଅନେକ ପ୍ରକାରର ରୋଗ ଜନିତ ସମସ୍ଯା ଦେଖା ଯାଇଥାଏ । ଏହା ସହ ଏମିତି ଲୋକର ପାଚନ ତନ୍ତ୍ର ଠିକ ଭାବେ କାମ କରେ ନାହି । ଶେଷରେ ସେଭଳି ମଣିଷ ମୃତ୍ୟୁ ର ଦ୍ଵାରା ରେ ପହଞ୍ଚି ଯାଇଥାଏ । ତେଣୁ ବ୍ରହ୍ମ ମୂହୁର୍ତ୍ତରେ ଉଠି ଶୁଦ୍ଧ ବାୟୁ ଗ୍ରହଣ କରିବା ଉଚିତ ।

୨- ଅନେକ ଲୋକ ଅଛନ୍ତି ଯେଉଁ ମାନେ ରାତିରେ ଦହି ଖାଇବା ଓ ଦହି ଖାଇବା ସହ ଅନ୍ୟ ଭୋଜନକୁ ପରିରତ୍ୟାଗ କରନ୍ତି ନାହି । ଅନେକ ସମୟରେ ଏହା ଚାଲିଥାଏ । ରାତିରେ ଦହି ସେବନ କରିଲେ ଅନେକ ପ୍ରକାରର ରୋଗ ଏମିତି ପେଟ ଓ ପାଚନ ତନ୍ତ୍ର ସମସ୍ଯା ହୋଇଥାଏ । ତେଣୁ ଦିନ ସମୟରେ ଦହି ସେବନ ଲାଭଦାୟକ ହୋଇଥାଏ ।

୩- ଆମେ ସବୁ ଜାଣିଛୁ ପ୍ରାଚିନ ମୁନି ରୁଷୀୟ ମାନେ ଶରୀର ଓ ଆତ୍ମାକୁ ହଜାର ବର୍ଷ ପୂର୍ବେ ବାହାର କରିଥିଲେ । କାରଣ ଆମ ଶରୀର ୫ଟି ତତ୍ଵକୁ ନେଇ ଗଢି ଉଠିଛି କିନ୍ତୁ ଆତ୍ମା ଅମର ହୋଇଥାଏ । ଅନ୍ତିମ ସଂସ୍କାର ସମୟରେ ବ୍ୟକ୍ତି ସଂସ୍ପର୍ଶ ରେ ମୃତ ବ୍ଯକ୍ତିର ଜଳୁଥିବା ନିଆଁ ର ଧୂଆଁ ଆସିଲେ ନାକ ବନ୍ଦ ହେବା ସହ ରୋଗ ପ୍ରତିରୋଧକ ଶକ୍ତି କମିଥାଏ । ଯାହା ଫଳରେ ବ୍ଯକ୍ତିର ଆୟୁଷ କମ ହୋଇଥାଏ ।

୪- ହିନ୍ଦୁ ଧର୍ମ ପୂରାପୂରି ଶାକାହାରୀ ଅଟେ । ତେଣୁ କୌଣସି ଜୀବକୁ ହତ୍ୟା କରି ଖାଇବା ପ୍ରଥାର ଅନୁମତି ନାହି । ବାସୀ ମାଂସ ମନୁଷ୍ୟ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଦ୍ଵାରା ସଂକ୍ରମଣ ହୋଇ ମଣିଷର ଆୟୁଷ କମିଠାଏ ।

୫- ସକାଳୁ ସମୟରେ ଅଧିକାଂଶ ଲୋକେ ସଂଭୋଗ କରିଥାନ୍ତି ଯାହା ଫଳରେ ଶରୀର କମଜୋର ହେବ ସହ ଖରାପ ପ୍ରଭାବ ପଡିଥାଏ । ଏମିତି ସମୟ ଆସିଥାଏ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ । ଅନେକ ରୋଗ ଜନ୍ମ ହେବା କାରଣରୁ ମଣିଷର ଆୟୁଷ କମି ଯାଇଥାଏ । ତେଣୁ ସକାଳୁ ଯୋଗ, ବ୍ୟାୟାମ ବା ପ୍ରାଣାୟମ କରିବା ଶରୀର ପାଇଁ ଉଚିତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *