ଆଇଏସ ଓ ଆଇପିଏସ ହେବାକୁ ହେଲେ ଖାଲି ୟୁପିଏସସି ପରୀକ୍ଷା ପାସ କରିବାକୁ ହୁଏ ନାହିଁ । ପ୍ରି-ମେନ୍ସପାସ ପରୀକ୍ଷା କରିବା ପରେ କ୍ୟାଣ୍ଡିଡେଟକୁ ଇନ୍ଟରଭିଉବି ପାସ କରିବାକୁ ପଡିଥାଏ । ଇନ୍ଟରଭିଉରେ ବହୁତ କ୍ୟାଣ୍ଡିଡେଟ ଫେଲ ହୋଇଥାନ୍ତି । ପ୍ରଶାସନିକ ପରୀକ୍ଷା ଏହି କଥା କାରଣରୁ ଆହୁରି କଷ୍ଟ ଲାଗିଥାଏ । ଏହିଠାର 4 ଅକ୍ଟୋବରରେ ପ୍ରିଲିମ ଏକ୍ସାମ ଅଛି । ଆମେ ଆପଣଙ୍କୁ କିଛି ଖତରନାକ ପ୍ରଶ୍ନର ଉତ୍ତର କହିବୁ ।
ପ୍ରଶ୍ନ :- ଇଂରାଜିର ତିନୋଟି ଅକ୍ଷର କେଉଁ ଶବ୍ଦ ଅଟେ, ଝିଅକୁ ମହିଳା ବନେଇ ଦେଇଥାଏ ?
ଉତ୍ତର – ଏଜ ମାନେ ବୟସ
ପ୍ରଶ୍ନ :- ଇମାନଦାରି କାହାକୁ କୁହାଯାଏ ? କିଛି ଉଦାହରଣ ଦେଇକି ବୁଝାଅ ।
ଉତ୍ତର – ମୁଁ କୌଣସି ଦୋକାନକୁ ପରିବା କିଣିବାକୁ ଯାଉଛି । ପରିବା ବାଲା ପଇସା ନେବା ସମୟରେ ଗୋଟେ ଜିନିଷକୁ କାଉଣ୍ଟ କରିବା ଭୁଲି ଯାଇଛି । କିନ୍ତୁ ଯଦି ମୁ ସେଇ ଜିନିଷ କହି ମନେପକାଇ ଦେଉଛି ଓ ପୁରା ପଇସା ଦେଉଛି । ତାହେଲେ ଇଏ ହେଉଛି ମୋର ଇମାନଦାରି ଅଟେ ।
ପ୍ରଶ୍ନ :- OK ର ଫୁଲ ଫର୍ମ କଣ ଅଟେ ?
ଉତ୍ତର – ଓକେର ମାନେ’ ଅବଜେକସନ କିଲଡ’ । ଅପର ପକ୍ଷରେ ଓକେର olla kalla or oll korrect ଅଧିକ ବ୍ୟବହାର ହୋଇଥାଏ । ଏହା ଆମୀରିକା ଇଂରାଜୀରେ ସବୁଠୁ ବେସୀ ବ୍ୟବହାର ହୋଇଥାଏ । ଯାହାର ମାନେ ‘ ସବୁ ଠିକ ଅଛି ‘ । ଆମେରିକାନ ଇଂରାଜୀ ଶବ୍ଦ olla ଅଧିକତର କୌଣସି କଥାର ଆପ୍ରୁଭାଲ, ଏଗ୍ରୀମେଣ୍ଟ, ଓ କନେକ୍ସନ ପାଇଁ ବ୍ୟବହାର କରାଯାଇଥାଏ ।
ପ୍ରଶ୍ନ :- କଣ ରେପ କରିଥିବା ଲୋକକୁ ଫାଶୀ ଦେବା ଠିକ ହେବ ?
ଉତ୍ତର – ଯେତେ ପର୍ଯ୍ୟନ୍ତ ପ୍ରମାଣିତ ହୋଇନି ଆରୋପିକୁ ଦଣ୍ଡ ଦେଇପାରିବେନି । ବହୁତ ଦେଶରେ ଫାଶିର ଦଣ୍ଡ ବନ୍ଦ କରାଯାଇଛି । କାରଣ ଏହା ଅମାନବୀୟ ଅଟେ । କିନ୍ତୁ ମହିଳା ମାନଙ୍କ ପାଇଁ ଦେଶ ଦୁନିଆରେ ହିଂସା ଘଟଣା ଅଧିକ ହେଉଛି । ବିଭଶ୍ଚ ଘଟଣାରେ ଦୋଷୀ ପ୍ରମାଣିତ ହେଉଥିବା ଲୋକଙ୍କୁ ମୃତ୍ୟୁ ଦଣ୍ଡ ବା ଆଜୀବନ କାରାବାସ ଦେବା ଉଚିତ ।
ପ୍ରଶ୍ନ :- ଗୋଟେ ମହିଳା ୧୯୩୫ରେ ଜନ୍ମ ହେଲା ଓ ୧୯୩୫ରେ ହିଁ ମୃତ୍ୟୁ ବରଣ କଲା । ତ ମାରିବା ସମୟରେ ତାର ବୟସ ୭୦ ବର୍ଷ କେମିତି ହୋଇଥିଲା ?
ଉତ୍ତର – ୧୯୩୫ ରୁମ ନମ୍ବର ଥିଲା
ପ୍ରଶ୍ନ :- ପାସୱାର୍ଡକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର – ହିନ୍ଦୀରେ ‘କୁଟ ଶବ୍ଦ’ ଶବ୍ଦ କୁହାଯାଏ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।