7 ଦିନରେ ଧଳା ଚୁଟି କୁ ମୂଳରୁ କରିବ କଳା, ବାସ ଲଗାନ୍ତୁ ଏହି ଘରୋଇ ଉପଚାର- Hair Care

କଳା ଚୁଟି କୁ ଆମେ ଦେଖିବା ପାଇଁ ଭଲ ପାଇ ଥାଉ ଏହା ସହ ଆମେ ଏହା ମଧ୍ୟ ଦେଖି ଥାଉ କି ଏହା ଆମକୁ ସୁନ୍ଦର ଦେଖା ଯିବାରେ ମଧ୍ୟ ସାହାଜ୍ଯ କରିଥାଏ । ଆଜି ଆମେ କହିବା କି ଏହା ସଭିଙ୍କ ପାଇଁ ସ୍ଵପ୍ନ ଥାଏ କି ଆମେ ଏକ ସୁନ୍ଦର କଳା ଘନ କେଶ ପାଇବା । ଯଦି ଆମେ ଦେଖିବା କି ଆମେ ଜାଣି ପାରିବା କି ଆମେ ଆଜି କାଲିର ଏହି ସାମାଜିକ ପ୍ରଦୂଷଣ ଭିତରେ ଆମର କେଶର ଯତ୍ନ ନେଉନୁ ଭଲ ଭାବେ ଏହା ଆମ ପାଇଁ ଖୁବ ଖରାପ ଅଟେ ।

ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଚୁଟି ରେ ତେଲ ଲଗାଇବା ପାଇଁ ଭୁଲି ଯାଉଛେ । ଯାହା ଦ୍ଵାରା ଆମେ ବହୁତ ଖରାପ ପରିଣାମ ପାଉଛେ । ଆମ ଚୁଟି ଦୋକାନିଆ ହୋଇ ଯାଉଛି । କେବଳ ଏହା ନୁହେଁ ଆମେ ଆମ ଚୁଟି କୁ ଧଳା ହେବାର ମଧ୍ୟ ଦେଖି ପାରୁଛେ ।

ଏହା ସହ ଆମ ଚୁଟି ଖରାପ ହେବାରେ ଲାଗୁଛି କେବଳ ଏହା ନୁହେଁ ଏହା ମୂଳରୁ ଛିଣ୍ଡିବା ପାଇଁ ମଧ୍ୟ ଲାଗୁଛି । ଏହା କୁ ଅଟକାଇବା ପାଇଁ ଆମେ ଏକ କାମ କରି ପାରିବା ଆମେ ଆମ ଚୁଟିରେ ଏକ ପ୍ରକାର ତେଲ ଲଗାଇ ପାରିବା ।

ଏହାକୁ ଆମେ ଘରେ ବନେଇ ପାରିବା । ଏହାକୁ ବନେଇବା ପାଇଁ ଆପଣ ନଡିଆ ତେଲ ଆଣିବେ ଯାହା ଆପଣଙ୍କ ଘରେ ଅଛି । ଏହା ପରେ ଆପଣ ଏହା ମଧ୍ୟରେ କିଛି କଫି ପକାଇବା ଭଲ ହୋଇ ଥାଏ । ଏହାକୁ ଆପଣ ଭଲ ଭାବେ ମିସ୍କ କରିବା ପରେ ଏହାକୁ ନିଜ କେଶରେ ଲଗାଇବେ ।

ଏହା ପରେ ଆପଣ ଏହାକୁ ହାଲୁକା ହାଲୁକା ମଶାଚ କରିବେ । ଯଦି ଆପଣ ଏହାକୁ ହାଲୁକା ଗରମ କରିକି ଲଗେଇବେ ଏହା ଆପଣଙ୍କ ପାଇଁ ଭଲ ଅଟେ । ଏହାକୁ ଲଗାଇବା ପରେ ଆପଣ ଏହାଉ କିଛି 12 ଘଣ୍ଟା ଭଳି ଛାଡି ଦେବେ ଏହା ପରେ ଆପଣ ସାମ୍ପୁ କରି ପାରିବେ ।

ଆପଣ ଯଦି ଚାହିଁବେ ଏହାକୁ ସପ୍ତାହରେ ଦୁଇ ଥର ଭଳି ବ୍ୟବହାର କରି ପାରିବେ । ଏହାକୁ ବ୍ୟବହାର କରିବା ପରେ । ଆପଣଙ୍କ କେଶ ଝଡିବା ବନ୍ଦ ହୋଇଯିବ । ଏହା ସହ ଆପଣ ଙ୍କ ଧଳା କେଶ ମଧ୍ୟ କଳା ହୋଇଯିବ ।

ଆପଣ ଙ୍କ ଖରାପ କେଶ ମଧ୍ୟ ଭଲ ହେବାରେ ଲାଗିବ । ଆପଣ ଯଦି ଏହାକୁ ଧ୍ୟାନ ନ ଦେବେ ହୁଏ ତ ଆପଣ ଙ୍କ କେଶ ଆହୁରି ଖରାପ ହୋଇ ପାରେ । ଆପଣ ଏହି ଘରୋଇ ଉପଚାର ଦ୍ଵାରା ଭଲ ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *