ଶନିଦେବଙ୍କ ଅତି ପ୍ରିୟ ହୋଇଥାନ୍ତି ଏହି 6ଟି ରାଶିର ବ୍ୟକ୍ତି, ସ୍ଵୟଂ ଶନିଦେବ କରିଥାନ୍ତି ଏମାନଙ୍କର ରକ୍ଷା ! Jyotisha Shastra

ଭଗବାନ ଶନିଦେବଙ୍କ କୃପା ପ୍ରାପ୍ତ କରିବା ପାଇଁ ଲୋକ ଅନେକ ଉପାୟ କରିଥାନ୍ତି । କାରଣ ଶନିଦେବ ଙ୍କୁ ନ୍ୟାୟର ଦାତା ମାନାଯାଏ । ଶନିଦେବ ବ୍ଯକ୍ତିର କର୍ମ ଅନୁଯାୟୀ ଫଳ ଦେଇଥାନ୍ତି । କିଛି ଲୋକ ଶନିଦେବଙ୍କୁ ଭୟ କରିଥାନ୍ତି । ଏଜୁନ ଲୋକ ମାନେ ଭଲ କାମ କରିଥାନ୍ତି ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଶନିଦେବ । ଯଦି ବ୍ୟକ୍ତି ଖରାପ କମ କରିଥାଏ ତେବେ ଶନିଦେବ ଦଣ୍ଡ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଶନିଦେବଙ୍କ ପ୍ରିୟ କିଛି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ତୁଳା ରାଶି : ଭଗବାନ ଶନିଦେବଙ୍କ ସବୁଠାରୁ ପ୍ରିୟ ରାଶି ହେଉଛି ତୁଳା ରାଶି । ଏହି ରାଶିର ଲୋକ ମାନେ ବହୁତ ଶାଚା ଓ ଇମାନନ୍ଦାରିରେ ଜୀବନ ବ୍ଯତୀତ କରିଥାନ୍ତି । ଏମନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି ଯାହା ପାଇଁ ଲୋକ ମାନଙ୍କର ସାହାଜ୍ଯ କରିଥାନ୍ତି । ଜିନରେ ଖୁସି ବ୍ଯତୀତ କରିଥାନ୍ତି । ଏମିତି ଲୋକ ଶନିଦେବଙ୍କୁ ବହୁତ ପସନ୍ଦ ଆସିଥାଏ ।

ମକର ରାଶି : ଏହି ରାଶିର ସ୍ଵାମୀ ଗ୍ରହ ହେଉଛନ୍ତି ଶନି । ତେଣୁ ଏହି ଲୋକଙ୍କ ଉପରେ ଶନିଦେବ ବିଷେଶ କୃପା ଦ୍ରୁଷ୍ଟି ରଖିଥାନ୍ତି । ଶନିଦେବ ଏମାନଙ୍କୁ ଜୀବନର ସୁଖ ପ୍ରଦାନ କରିଥାନ୍ତି । ଏମାନଙ୍କୁ ନିଜ ପର୍ସ ରେ ମୟୁର ପର ରଖିବା ଉଚିତ । ଯାହା ଦ୍ଵାରା ରାହୁ କେତୁ ଆପଣଙ୍କ ଉପରେ କୁପ୍ରଭାବ ପକାଇ ପାରିବେ ନାହି । ଏମାନେ ଜୀବନରେ ବହୁତ ଭଲ କାମ କରିଥାନ୍ତି ଯାହା ପାଇଁ ଶନିଦେବ ଏମାନଙ୍କ ଉପରେ ଖୁସି ହୋଇଥାନ୍ତି ।

ସିଂହ ରାଶି : ଏହି ରାଶିର ଲୋକ ବହୁତ ମେହନତୀ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ପାଇଁ ଆଗେଇ ଆସିଥାନ୍ତି । ଏମାନେ ଗରିବ ଓ ଅସହାୟକ ବ୍ୟକ୍ତି ବହୁତ ସାହାଜ୍ଯ କରିଥାନ୍ତି । ଶନିଦେବ ଙ୍କୁ ଏମିତି ଲୋକ ପସନ୍ଦ ଆସିଥାନ୍ତି ଯେଉଁ ମାନେ ଅସହାୟ ବ୍ୟକ୍ତିଙ୍କର ସାହାଜ୍ଯ କରିଥାନ୍ତି ।

ମେଷ ରାଶି : ଏହି ରାଶିର ଲୋକ ଆଶାବାଦୀ, ଆତ୍ମ କେନ୍ଦ୍ରିତ ଓ ଅନ୍ୟ ମାନଙ୍କୁ ସାହାଜ୍ଯ କରିବା ଭଳି ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଠାରେ ନୀଡର ଓ ସାହସିକତା ରହିଥାଏ । ଏହି ରାଶିର ଲୋକ ନିଜ ଜୀବନ କିଛି ସର୍ତ୍ତ ଅନୁଯାୟୀ ବ୍ୟତିତ କରିବାକୁ ପସନ୍ଦ କରିଥାନ୍ତି ।

ମିଥୁନ ରାଶି : ଏହି ରାଶିର ଲୋକେ ତରବର ହୋଇ ନିସ୍ପତି ନିଅନ୍ତି ନାହି । ଏମାନେ କାମ କରିବା ପୂର୍ବରୁ ବିଚାର ବିମର୍ଶ କରିଥାନ୍ତି । ଏମାନଙ୍କୁ ପରିବାରର ଓ ସମ୍ପର୍କୀୟ ମାନଙ୍କ ସହ ସମ୍ପର୍କ ଭଲ ରହିଥାଏ । ସାମନା ବାଲା ଏମାନଙ୍କୁ ଯେତେ ଦୁଖ ଦେଲେ ମଧ୍ୟ ଏମାନେ କାହାକୁ ଦୁଖ ଦିଅନ୍ତି ନାହି । ଏମାନେ ଖରାପ ଚିନ୍ତାଧାରା ମନରେ ଆଣନ୍ତି ନାହି ।

କୁମ୍ଭ ରାଶି : ଏହି ରାଶିର ସ୍ଵାମୀ ଗ୍ରହ ଶନିଦେବ ଅଟନ୍ତି । ଏମାନେ ବଡ ସରଳ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନଙ୍କୁ ଶନିଦେବଙ୍କ ଉପାସନା କରିବା ଜରୁରି ଅଟେ । ନିଜ ସମ୍ପର୍କକୁ ନେଇ ଇମାନନ୍ଦାର ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *