ଘରର ମୁଖ୍ୟ ଦ୍ଵାର ପାଖରେ ଭୁଲରେ ବି ଏହି ଜିନିଷ ରଖନ୍ତୁ ନାହିଁ, ମାଡି ଆସେ ଭୟଙ୍କର ବିପଦ- Vaastu Tips

ଶାସ୍ତ୍ର ଅନୁସାରେ ଯଦି ଘରର ମୁଖ୍ୟ ଦ୍ଵାରା ଠିକ ରହିଥାଏ ତେବେ ଦେବାଦେବୀ ମାନଙ୍କର କୃପା ଲାଭ ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ଵାରାରେ କୌଣସି ବାସ୍ତୁ ଦୋଷ ରହିଥାଏ ତେବେ ଘରେ ସର୍ବଦା କଳହ ଲାଗି ରହିବା ସହ ଧନର ମଧ୍ୟ ଅଭାବ ଦେଖାଯାଏ । କିଛି ଲୋକ ଏମାନେ ଘରର ମୁଖ୍ୟ ଦ୍ଵାରାରେ ଏମିତି କିଛି ଜିନିଷ ରଖିଥାନ୍ତି ଜହ ଦ୍ଵାରା ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଏହା ସହ ଘରେ ଦାରିଦ୍ରତା ଦେଖାଯିବା ସହ ଆର୍ଥିକ ହାନି ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ଘରର ମୁଖ୍ୟ ଦ୍ଵାରା ପାଖରେ କେଉଁ ଜିନିଷ ରହିଲେ ଠିକ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ଘରର ମୁଖ୍ୟ ଦ୍ଵାରା ଆଗରେ କଣ୍ଟା ଜାତୀୟ ଗଛ ରଖନ୍ତୁ ନାହି । ଯଦି ଏପରି ରଖନ୍ତି ତେବେ ଘରେ ସକାରାତ୍ମକ ଊର୍ଜା କମ ହେବା ସହ ନାକାରାତ୍ମକ ଶକ୍ତିର ଅଧିକ ପ୍ରଭାବ ରହିଥାଏ । ଏହା ସହ ଘରେ ସର୍ବଦା କଳହ ମଧ୍ୟ ଲାଗି ରହିଥାଏ ।

ଏହା ବ୍ଯତୀତ କେବେ ବି ଘରେ ଭଙ୍ଗା ପଲଙ୍କ ବା ଚେୟାର ବା ଗଡରେଜ ରଖିବା ଅନୁଚିତ । ଏହା ଦ୍ଵାରା ଘରେ ଅସାନ୍ତି ରହିବା ସହ ଧାନର ଅଭାବ ରହିଥାଏ । ଘରେ ଦରିଦ୍ରତା ରହିବା ସହ ଦାଂପତ୍ଯ ଜୀବନରେ କଳହ ଲାଗି ରହିଥାଏ । ତେଣୁ ଘରେ ଭଙ୍ଗା ଜିନିଷ ରଖନ୍ତୁ ନାହି । କେବେ ବି ଭୁଲରେ ଘରେ ଭଙ୍ଗା ବା ଫାଟ ବାସନ ରଖନ୍ତୁ ନାହି । ଏହା ଦ୍ଵାରା ଘରେ ଦରିଦ୍ରତା ଦେଖାଯିବା ସହ ଧନର ଅଭାବ ଦେଖାଯିବ ।

ଆପଣ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ଆପଣଙ୍କୁ ଅଣ୍ଟିବ ନାହି । ଭଙ୍ଗା ବାସନ ଘରର ମୁଖ୍ୟ ଦ୍ଵାରରେ ରଖିଲେ ଭଗବାନ ଶନିଦେବଙ୍କ କୋପ ଦୃଷ୍ଟିର ସାମନା କରିବାକୁ ପଡିବ । ଏହା ସହ ଘରର ମୁଖ୍ୟ ଦ୍ଵାରା ଧଳା ବା ହଳଦିଆ ରଙ୍ଗର କରନ୍ତୁ । ଏହା ଛଡା ଘାର ମୁଖ୍ୟା ଦ୍ଵାରା ଉପରେ ଓମ ଚିହ୍ନ ଲେଖନ୍ତୁ । ଏହା ସହ ଦୁଇ ପାର୍ଶ୍ଵରେ ମୁଖ୍ୟ ଦ୍ଵାରା ରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ ।

ଏହା ଦ୍ଵାରା ଘରେ ଖରାପ ଶକ୍ତିର ବାସ ରହେ ନାହି । ଏହା ସହ ଘରର ମୁଖ୍ୟ ଦ୍ଵାରା ରେ ଘୋଡା ନାଲ ବା ପଞ୍ଚମୁଖୀ ହନୁମାନଙ୍କ ଠିଆ ହୋଇଥିବା ଫୋଟୋ ଲଗାଇ ପାରିବେ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ର ଆଗମନ ହେବା ସହ ଧନର ଅଭାବ ରହିବ ନାହି । ଯେଉଁ ଘୋଡା ନାଲ ଲଗାଇବେ ତାହା ଓରିଜିନାଲ ହୋଇଥିବା ଆବଶ୍ୟକ ଅଟେ ।

ଏହା ଦ୍ଵାରା ଘରେ ସାକାରାତ୍ମକ ଊର୍ଜାର ପ୍ରବେଶ ହେବା ସହ ଘରେ ସମସ୍ତଙ୍କର ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହା ଘରେ ସର୍ବଦା ହସ ଖୁଶିର ମାହୋଲ ରହିଥାଏ । ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ଆପଣ ନିଜ ଘରେ ସୁଖ ଶାନ୍ତି ପାଇ ପାରିବେ । ଭୁଲରେ ବି ଘରେ ଏହି ସବୁ ଜିନିଷ ଥିଲେ ଏହାକୁ ଘରୁ ବାହାର କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *