୭ ଟି ଘୋଡାର ଫଟୋ! ଲଗାଇ ଦିଅନ୍ତୁ ଘରର ଏହି ଦିଗରେ – ଆପଣଙ୍କର ଉନ୍ନତି ହେବା ସହ ହେବ ଧନ ବର୍ଷା,

ଆପଣ ଏହା ଭଲ ଭାବେ ଜାଣିଛନ୍ତି କି ବାସ୍ତୁ ଆମ ଜୀବନରେ ବହୁତ ସାରା ଅସୁବିଧାକୁ ସମାଧାନ କରିବାରେ ସକ୍ଷମ ହୋଇଥାଏ । ଯଦି ବାସ୍ତୁ ଅନୁସାରେ ଜୀବନରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ନିଜ ଘରେ କିଛି ଖାସ୍ ଜିନିଷକୁ ଜାଗା ଦିଅନ୍ତୁ । ଏହା ଦ୍ୱାରା ଆପଣଙ୍କୁ ଧନୀ ହେବାରେ କେହି ଅଟକାଇ ପାରିବେ ନାହିଁ । ଆପଣଙ୍କୁ କହିଦେବୁ କି ବାସ୍ତୁରେ ଏମିତି ବହୁତ ଉପାୟ ଅଛି । ଯାହା ଦ୍ୱାରା ଜୀବନରେ ବହୁତ ଉନ୍ନତି ସାଧନ ହୋଇପାରିବ ।

Image Courtesy: Google

ଆଜି ଆମେ ଏହି ଲେଖା ମାଧ୍ୟମରେ ଏମିତି ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣ କଲେ ଆପଣଙ୍କ ଜୀବନରେ ସହଜରେ ସଫଳତା ହାସିଲ୍ କରିପାରିବେ । ଆପଣ ଯଦି ଏହି ବସ୍ତୁ ଗୁଡିକୁ ନିଜ ଘରେ ସ୍ଥାନ ଦେଉଛନ୍ତି ତେବେ ଆପଣଙ୍କୁ ଧନ ଲାଭ ହେବ ଓ ସବୁ କାର୍ଯ୍ୟ ପୂରା ହେବ ଓ ଆପଣଙ୍କୁ ମନ ଇଚ୍ଛା ଧନ ଲାଭ ହେବ  ଓ ଏହା ଦ୍ୱାରା ଘରର ସମୃଦ୍ଧିର ମାର୍ଗ ଖୋଲିଯିବ ।

Image Courtesy: Google

ବାସ୍ତୁ ଅନୁସାରେ କୁହାଯାଇଛି କି ଯଦି ଆପଣଙ୍କ ଘରେ ଘୋଡାର ଫଟୋ ଲଗାଉଛନ୍ତି ତେବେ ଏଥିରୁ ଜୀବନରେ ଉନ୍ନତିର ବାଟ ସହଜ ହୋଇଯାଏ । ଏହି କଥାର ବିଶେଷ ଧ୍ୟାନ ଦେବାକୁ ହେବ କି ଘର କିମ୍ବା ଅଫିସ୍ ରେ ଦକ୍ଷିଣ ଦିଗରେ କାନ୍ଥରେ ଦୌଡୁଥିବା ଘୋଡାର ଫଟୋ ଲଗାଇବେ ଓ ଏହା ସାତଟି ଘୋଡା ହୋଇଥିବା ଦରକାର । କାରଣ ସାତୋଟି ଘୋଡା ବାଲା ଫଟୋ ବାସ୍ତୁ ଅନୁସାରେ ଶୁଭପ୍ରଦ ବୋଲି ମାନାଯାଇଛି । ବାସ୍ତୁରେ ୭ ଅଙ୍କ ପ୍ରାକୃତିକ ମାନାଯାଇଛି  ଓ ଏହା ଲାଭକାରୀ ବାସ୍ତୁ ହିସାବରେ ଜଣା ଯାଇଥାଏ । ଦକ୍ଷିଣ ଦିଗ ଓ କାନ୍ଥରେ ଦୌଡୁଥିବା ଘୋଡାର ଫଟୋ ଲଗାଇଲେ ଧନ ସଂବନ୍ଧିତ ସବୁ ଅସୁବିଧା ଦୂର ହୋଇଯାଇଥାଏ ଓ ବ୍ୟକ୍ତି ଶିଘ୍ର ଧନ ବାନ ହୋଇଯାଇଥାଏ ।

Image Courtesy: Google

କିନ୍ତୁ ଆପଣ ଯେଉଁ ୭ଟି ଘୋଡା ଦୌଡୁଥିବାର ଫଟୋ ଲଗାଇବେ ସେହି ଫଟୋରେ ଘୋଡା ଖୁସି ଥିବାର ନଜର ଆସିବା ଦରକାର । ଏହା ଦ୍ୱାରା ଆପଣଙ୍କୁ ଧନର ପ୍ରାପ୍ତି ହେବ । ଓ ଧନପ୍ରାପ୍ତିର ଭଲ ମାର୍ଗ ବି ମିଳିବ । ଅନ୍ୟଥା ଏହାର କିଛି ଫାଇଦା ହେବ ନାହିଁ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ।

Leave a Reply

Your email address will not be published. Required fields are marked *