ଧନ କୁ ଚୁମ୍ବକ ପରି ଟାଣିଥାଏ ଏହି ଗଛ, ଆଜି ହିଁ ଆଣି ଲଗାନ୍ତୁ ଧନ ର ଅଭାବ ରହିବନି – ସବୁ କୋଟିପତି ମାନେ ମଧ୍ୟ ଲଗାଇଛନ୍ତି ଏହି ଗଛ

ଆଜି ଆମେ ଆପଣଙ୍କୁ ଚିନ୍ ବାସ୍ତୁ ଶାସ୍ତ୍ରରେ ଥିବା ଫେଙ୍ଗସୁଇ ବିଷୟରେ କହିବାକୁ ଯାଉଛୁ । ଯାହାକୁ କ୍ରାସୁଲା ବୋଲି ଜଣାଯାଏ । ଯାହାକୁ ଆପଣ ଘରେ ଲଗାଇବେ ତେବେ ଘରେ ଥିବା ସବୁ ଧନର ଅସୁବିଧା ଦୂର ହୋଇଯିବ । କ୍ରାସୁଲା ଗଛ ବହୁତ ହିଁ କୋମଳ ଓ ସୁନ୍ଦର ଗଛ ହୋଇଥାଏ । ଏହାର ଚଉଡା ପତ୍ର ହୋଇଥାଏ । ଏହାର ପତ୍ରଗୁଡିକ ସବୁଜ ଓ ହଳଦିଆ ହୋଇଥାଏ । ଏହି ଗଛ ନା ହିଁ ଠିକ୍ ଭାବରେ ସବୁଜ ହୋଇଥାଏ ନା ହିଁ ହଳଦିଆ । ବରଂ ଏହି ଦୁହିଁଙ୍କର ମିଶ୍ରିତ ରଙ୍ଗ ହୋଇଥାଏ । ଯଦି ଆପଣ କ୍ରାସୁଲା ଗଛ ଦେଖିବେ ତେବେ ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ । ଏହାର ପତ୍ର ବହୁତ ମଜବୁତ ହୋଇଥାଏ ।

 

ଚିନ୍ ବାସ୍ତୁ ଶାସ୍ତ୍ର ଅନୁସାରେ ପେଙ୍ଗସୁଇ କ୍ରାସୁଲା ଗଛ ଆପଣ ଘରର ମୁଖ୍ୟ ଦ୍ୱାରରେ ଲଗାଇପାରିଏବ୍ । ଆପଣ ଏହି ଗଛକୁ ନିଜ ମୁଖ୍ୟ ଦ୍ୱାରରେ ଓ ଡାହାଣ ପଟକୁ ରଖିଲେ । ଏହା ଦ୍ୱାରା ସକରାତ୍ମକ ଉର୍ଜା ଆସିଥାଏ । ଏହି ଗଛ ବିଷୟରେ ଜଣାଯାଏ ଯେ ଏହି ଗଛକୁ ଘରେ ରଖିଲେ ଘରେ ଥିବା ଧବ ସଂବନ୍ଧିତ ସବୁ ଅସୁବିଧା ଦୂର ହୋଇଯାଏ ଓ ପରିବାର ସୁଖମୟ ହୋଇଥାଏ ।

ଭାରତୀୟ ବାସ୍ତୁ ଶାସ୍ତ୍ର ହେଉ କିମ୍ବା ଚିନ୍ ବାସ୍ତୁ ଶାସ୍ତ୍ର ଫେଙ୍ଗସୁଇ । ଏହି ସବୁ ଘରେ ରହିଲେ ସୁଖ ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ । ଏମିତି ବହୁତ ଉପାୟ କୁହାଯାଇଛି ଯଦି ଆପଣ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ପାଇବାକୁ ଚାହୁଁଛନ୍ତି ତେବେ ବହୁତ ହିଁ ଆବଶ୍ୟକ ଜିନିଷ ଅଛି । ଧନ ବିନା କିଛି ବି ସମ୍ଭବ ନୁହେଁ । ଏଥିପାଇଁ ଧନ ପ୍ରାପ୍ତି ପାଇଁ ବହୁତ ଗୁଡିଏ ଉପାୟ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି । ଏହି ସବୁ ଉପାୟ ମଧ୍ୟରେ ଗୋଟେ ଉପାୟ ଅଛି ଧନ ପ୍ରାପ୍ତି ପାଇଁ ଜଣାଶୁଣା ଏକ ଗଛ । ଯାହାକି ଆପଣ ସମସ୍ତେ ମନି ପ୍ଲାଣ୍ତ ଗଛ ବୋଲି ଜାଣିଥିବେ ଯଦି ଏହା ଠିକ୍ ଦିଗରେ ଲଗାଯାଏ ତେବେ ଧନ ପ୍ରାପ୍ତି ପାଇଁ ମନି ପ୍ଲାଣ୍ଟ ଗଛ ବିଷୟରେ ତ ଜାଣିଥିବେ ।

ଯଦି ଠିକ୍ ଦିଗରେ ଲଗାଯାଏ । ତେବେ ଏହା ଦ୍ୱାରା ବହୁତ ହିଁ ଲାଭ ମିଳିଥାଏ । କିନ୍ତୁ ଯଦି ଭୁଲ୍ ଦିଗରେ ଲଗାଇଲେ ତେବେ ଏହା ହାନି ପହଞ୍ଚାଇଥାଏ । ଆଜି ଆମେ ସେହି ମନି ପ୍ଲାଣ୍ତ ବିଷୟରେ କହିବାକୁଯାଉଛୁ । ଯାହାକୁ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ । ଫେଙ୍ଗସୁଇ ଏକ ଚିନ୍ ବାସ୍ତୁ ଶାସ୍ତ୍ର ଅଟେ ଯାହା ସକରାତ୍ମକ ଓ ନକରାତ୍ମକ ଉର୍ଜା ସିଦ୍ଧାନ୍ତ ଉପରେ କାମ କରିଥାଏ । ଏହା ଭିତରେ ଜିତିବା ପାଈଁ ଉପାୟ ଅଛି ।

ଯାହା ସବୁ ଘର ମଧ୍ୟରେ ନକରାତ୍ମକ ଉର୍ଜାକୁ ଦୂର କରି ନିଜ ଘର ମଧ୍ୟରେ ସକରାତ୍ମକ ଉର୍ଜା ପ୍ରବାହିତ କରିଥାଏ । ଏହି ଗଛର ପତ୍ରଗୁଡିକ ରବର ପରି ହୋଇଥାଏ । ଯାହାକୁ ଛୁଇଁଲେ ଭାଙ୍ଗିଯିବାର ଆଶଙ୍କା ନଥାଏ । ଏହି ଗଛକୁ ବେଶୀ ଯତ୍ନ ନେବାକୁ ପଡେ ନାହିଁ । ଯଦି ଏହି ଗଛକୁ ଆପଣ ସପ୍ତାହରେ ଦୁଇ କିମ୍ବା ତିନିଥର ପାଣି ଦିଅନ୍ତି । ତେବେ ଏହା ସୁଖି ନଥାଏ ଓ ଏହି ଗଛ ଗାଇଲେ କିଛି ବିଶେଷ ସ୍ଥାନ ଦରକାର ପଡେନି । ଏହା ଆପଣ ଛୋଟ କୁଣ୍ତରେ ଲଗାଇପାରିବେ । ଏହି ଗଛକୁ ଅଧିକା ଖରା ବି ଦରକାର ପଡେନି । ଏହାକୁ ଆପଣ ଛାଇରେ ଲଗାଇପାରିବେ ।

Leave a Reply

Your email address will not be published. Required fields are marked *