ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।
ମେଷ :- ସୃଜନାତ୍ମକ କାର୍ଯ୍ୟ ଉପରେ ପଇସା ଖର୍ଚ କରିବେ । ନିଜ ଜୀବନ ସାଥି ଉପରେ ପୂର୍ଣ ବିଶ୍ବାସ ରଖନ୍ତୁ ଅନ୍ଯଥା ସମ୍ପର୍କ ବିଗିଡି ଯାଇପାରେ । ଆଜି ଆପଣ ବୁଦ୍ଧି ଦ୍ଵାରା ସବୁ ସ୍ଥିତିରେ ନିୟତ୍ରଣ ରଖିବାରେ ସଫଳ ହେବେ । ଆଜି ଆପଣଙ୍କ ଭାବନା ସକାରାତ୍ମକ ବନାଇ ରଖିବାର ଆବଶ୍ୟକତା ରହିଛି । ମାତା ପିତାଙ୍କ ସ୍ୱାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ ।
ବୃଷ :- ଆଜି ଧର୍ମ ବା ଶୁଭ କାର୍ଯ୍ୟ ପ୍ରତି ରୁଚି ବଢିବ । ଶାରୀରିକ ଫୁର୍ତି ଓ ମାନସିକ ପ୍ରସନ୍ନତା ବନାଇ ରଖିବା ପାଇଁ ଆଜି କଷ୍ଟର ଅନୁଭବ ହେବ । କାମ ମାମଲାରେ ଫଳତ ଭଲ ମିଳିବ କିନ୍ତୁ ଆପଣଙ୍କ ଚିନ୍ତା ଅଧିକ ରହିବ କାରଣ ଆପଣଙ୍କ ଉପରେ କାମର ବୋଝ ରହିବ । ପରିବାରର ଦାୟିତ୍ଵ ମଧ୍ୟ ଆପଣଙ୍କ ଉପରେ ରହିଛି । ଭଲ ଭୋଜନର ଆନନ୍ଦ ନେବେ । କାର୍ଯ୍ୟ କ୍ରମରେ ଆପଣ ଚେଞ୍ଜେସ କରିବାକୁ ପଡିପାରେ ।
ମିଥୁନ :- ପ୍ରତିଦିନର କାମ କୁ ନେଇ କୌଣସି ଭଲ ଯୋଜନା ବନାଇବେ । ଆଜି କୌଣସି ପ୍ରକାର ଜିଦ୍ଦି ବା ଝଗଡା କରିବାରୁ ବଞ୍ଚିତ ରୁହନ୍ତୁ । ଏହି ରାଶିର ଲୋକ ଯିଏ ରାଜନୀତିରେ ଜଡିତ ରହିଛନ୍ତି ତାଙ୍କର ସମଯରେ ପ୍ରଶଂସା ହେବ । ଜୀବନ ସାଥି ସହିତ ଚଳୁଥିବା ମାନମାଳିନ୍ୟ ସମାପ୍ତ ହେବ । ପାରିବାରିକ ଓ ବ୍ୟକ୍ତିଗତ ଜୀବନରେ ଭଲ ମନ୍ଦ ରହିପାରେ । ଭାବି ଚିନ୍ତି ଉଧାର ଦିଅନ୍ତୁ ।
କର୍କଟ :- କାର୍ଯ୍ୟ କ୍ଷେତ୍ରରେ ଉପସ୍ଥିତ ସଦସ୍ୟଙ୍କ ସହିତ ମଧୁର ସମ୍ପର୍କ ହେବ । ପାର୍ଟନରଶିପରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପାର୍ଟନରଙ୍କ ସହିତ ଝଗଡା କରିବାରୁ ନିବୃତ ରୁହନ୍ତୁ ନହେଲେ ବ୍ୟାପାରରେ ବହୁତ ବଡ କ୍ଷତି ହେବ । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଓ କାର୍ଯ୍ୟରେ ଆସୁଥିବା ବାଧାବି ଦୂର ହେବ । ଆପଣଙ୍କ ମନରେ ଆସୁଥିବା ନକରାତ୍ମକ ବିଚାରକୁ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ । ଧନ ଅଧିକ ଦ୍ଵାରା ଅଧିକ ଖର୍ଚ ହେବ ।
ସିଂହ :- ଆଜି ଆପଣଙ୍କ ଶତ୍ରୁ ମାନଙ୍କ ଯୋଜନା ନିଷ୍ଫଳ ରହିବ । ଆପଣ ଦିମାଗରେ ଓ ମିଠା କହି ଲୋକଙ୍କୁ ପ୍ରଭାବିତ କରିବେ । ଆପଣଙ୍କ ଆଯ ଅଧିକ ହେବ । ଖର୍ଚରେ କମି ହେବ । ଶତ୍ରୁ ମାନଙ୍କ ଉପରେ ଜିତି ହେବ । ଆପଣ ଖୁସିରେ ଓ ଆନନ୍ଦରେ ରହିବେ । ଅଧିକାରୀଙ୍କ ପୁରା ସହଯୋଗ ମିଳିବ ।
କନ୍ୟା :- କାର୍ଯ୍ୟ ପ୍ରଣାଳୀରେ ଆପଣଙ୍କର ସୁଧାର ହେବ । ଆପଣଙ୍କ ମଜକିଆ ସ୍ଵଭାବ ଏବଂ ମଜାକର ତୀବ୍ର ଭାବରେ ଅନ୍ୟକୁ ଆପଣଙ୍କ ଆଡକୁ ଆକର୍ଷିତ କରିବ । ରହିଥିବା ପଇସା ଆଜି ପୁଣି ମିଳିବା ଦ୍ଵାରା ଆର୍ଥିକ ପକ୍ଷ ଆହୁରି ମଜଭୁତ ହେବ । ଆଜି ଆପଣ ନିଜର ରହିଯାଇଥିବା କାମକୁ କରିବାକୁ ଚେଷ୍ଟା କରିବେ । ଆଜି କୌଣସି ସାଙ୍ଗ ସହିତ ସୋସିଆଲ ମିଡିଆରେ କଥା ହେବେ । ଆପଣଙ୍କ ସବୁ ଅସୁବିଧା ଦୂର ହେବ ।
ତୁଳା :- ଜୀବନ ସାଥି ସହିତ ବୈଚାରିକ ମତଭେଦ ହୋଇପାରେ । ଆର୍ଥିକ ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ । ଭାଇ ବା ପାଦୋଷୀଙ୍କ ସହଯୋଗ ମିଳିବ । ଅଧିନସ୍ଥ କର୍ମଚାରୀଙ୍କ ଦ୍ଵାରା ଅସୁବିଧା ହୋଇବ । ଆପଣଙ୍କ ଜୀବନସାଥିର କଥାର ମହତ୍ଵ ଦିଅନ୍ତୁ । ଆପଣଙ୍କୁ ଆବଶ୍ୟକତା ଆନୁସରେ ଜିନିଷର ପ୍ରବନ୍ଧନ କରିବା ଉଚିତ ।
ବିଛା :- ଆଜି ଆପଣଙ୍କୁ ସଫଳତା ଅବଶ୍ୟ ମିଳିବ । ଯଦି ଡାକ୍ତର କଉସୀ ନିଜିସର ସଜେସନ ଦେଇଛନ୍ତି ତେବେ ତାକୁ ଗମ୍ଭୀରତାର ସହିତ ନିଅନ୍ତୁ । ମାଙ୍କ ସ୍ୱାସ୍ଥ୍ୟ ଯଦି ଖରାପ ଅଛିତ ତାଙ୍କର ଧ୍ୟାନ ରଖନ୍ତୁ । କିଛି ମହିଳା ଜିଦ୍ଦି ହୋଇ କାମ କରିବେ କିନ୍ତୁ ତାଙ୍କ ସ୍ଵଭାବ ସେମିତି ନୁହେଁ । ଆପଣଙ୍କୁ ସୁନିଶ୍ଚିତ ସଫଳତା ମିଳିବ ।
ଧନୁ :- ଆଜି କୌଣସି କାମର ଆରମ୍ଭ ମାତା ପିତାଙ୍କ ବିନା ସଜେସନରେ କରନ୍ତୁ ନାହିଁ । କାର୍ଯ୍ୟ କ୍ଷେତ୍ରରେ ଯେଉଁ ମିତ୍ର ସହଯୋଗୀ ଅଛନ୍ତି ସେମାନେ ସାମଞ୍ଜସ୍ଯ ସ୍ଥିତିରେ ଚାଲୁଛନ୍ତି ଯାହାଦ୍ୱାରା ତାଙ୍କୁ ଲାଭ ହୋଇବ । ଯେଉଁ ଲୋକ ପୈତୃକ କାରୋବାର କରୁଛନ୍ତି ତାଙ୍କ ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ । ଆଜି ମାନସିକ ଶାନ୍ତି ବନାଇ ରଖିବା ପାଇଁ ଶାନ୍ତ ଚିତ ଦ୍ଵାରା ଯୋଗ ବା ପ୍ରାଣାୟମ କରିବା ଆପଣଙ୍କ ପାଇଁ ଅଧିକ ଉପଯୋଗୀ ସିଧା ହେବ । ବାଣୀ ଉପରେ କାବୁ କରନ୍ତୁ ।
ମକର :- ମହିଳାମାନେ ଆଜି ସକାରାତ୍ମକ ସମୟ ବ୍ଯତୀତ କରିବେ । ଧନ ପ୍ରାପ୍ତିର ବହୁତ ଅଧିକ ଆଶା ଦେଖାଯାଉଛି । ମହତ୍ଵ ପୂର୍ଣ ବିଚାର କରିବା ପୂର୍ବରୁ କୌଣସି ଭରସା ମନ୍ଦ ବ୍ୟକ୍ତିଙ୍କ ସଜେସନ ନିଅନ୍ତୁ । ହଠାତ କୌଣସି ବଡ ଖୁସି ଖବର ମିଳିପାରେ । ବହୁତ ତେଜିରେ ବାହାନ ଚଲାନ୍ତୁ ନହିଁ ଏହା ସହିତ ତେଜୀ ଗତିର ବାହାନଠୁ ଦୂରେଇ ରୁହନ୍ତୁ । ପରିଶ୍ରମର ପୁରା ଭଲ ଫଳ ହାସିଲ ହେବ ।
କୁମ୍ଭ :- ଚାକିରିରେ ଅଧିକ କାମ ହେବା ଦ୍ଵାରା ଅଧିକ ଟେନସନ ଆସିପାରେ । କୌଣସି ବଡ ସଉଦା ଆଜି କରନ୍ତୁ ନହିଁ । ଆପଣଙ୍କ ସ୍ୱାସ୍ଥ୍ୟ ବିଗିଡି ପାରେ ଆଉ ଆପଣ ଥକାପନ ଅନୁଭବ କରିବେ । ବ୍ୟାପାରୀ ଲୋକଙ୍କୁ ବହୁତ ଭଲ ଲାଭ ହେବ ଓ ସମାଜର କୌଣସି ବଡ ବ୍ୟକ୍ତିଙ୍କ ସହିତ ଦେଖା ବା କଥା ହେବାର ସୁଯୋଗ ମିଳିବ । ବଡ ଲୋକଙ୍କଠୁ ବିନା ପରିଶ୍ରମରେ କୌଣସି କାମ କରନ୍ତୁ ନହିଁ ।
ମୀନ :- ଆଜି ଆପଣଙ୍କ କାର୍ଯ୍ୟ ନିର୍ଧାରିତ ରୂପରେ ଯୋଜନା ଅନୁସାରେ ପୂର୍ଣ ହେବ । ଆର୍ଥିକ ଲାଭର ସମ୍ଭାବନା ରହିଛି । ପ୍ରତିଦିନର ରୋଜଗାର ଦିଗରେ ସଫଳତା ମିଳିବ । ଜାରି କରିଥିବା ପ୍ରୟାସ ସାର୍ଥକ ହେବ । ଆୟ ଓ ବ୍ୟୟରେ ସନ୍ତୁଳନ ବନାଇ ରଖନ୍ତୁ । କ୍ରୋଧ ଓ ଭାବ ପ୍ରବଣ ସହିତ ନିଆଯାଇଥିବା ନିର୍ନାୟ କଷ୍ଟକାରି ହୋଇବ । ଅଧା କାର୍ଯ୍ୟ ପୂର୍ଣ ହେବ ।