ଯଦି ଦେଖାଦିଏ ଏହି ୧୫ଟି ଲକ୍ଷଣ- ତେବେ ତୁରନ୍ତ ଦେଖାନ୍ତୁ ଡକ୍ଟରଙ୍କୁ, ସମୟ ଆଗରୁ ଖରାପ ହୋଇପାରେ କିଡନୀ

ଯଦି ଆପଣ ବହୁତ ଶୀଘ୍ର ଥକି ଯାଉଛନ୍ତି ଓ ଶରୀର ରୋଗୀ ହବାର ସଂକେତ ଦେଉଛି ତାହେଲେ ଜମା ବି ଡେରି କରନ୍ତୁ ନାହିଁ । ଟିକେ ଅନ୍ୟମନସ୍କ ରହିଲେ ଆପଣଙ୍କୁ ଅଧିକ କଷ୍ଟ କରିବାକୁ ପଡି ପାରେ । କିଡନୀ କାମ ରେ ସାବଧାନ ରୁହନ୍ତୁ କାହିଁକିନା ଯଦି ପ୍ରଥମ ରେ ରୋଗ ଧାରା ନ ଦିଏ ତାହେଲେ ଜୀବନ ଯାଇ ପାରେ । କିଡନୀ ରୋଗ ଜାଣିବାକୁ ସମୟ ଲାଗେ କିନ୍ତୁ, ସମୟ ରେ ନ ଜାଣିଲେ ଜୀବନ ବି ଯାଇ ପାରେ ଆଜିକାଲି ମହିଳାମାନେ ଏହି ରୋଗ ରୁ ଅଧିକ  ଶିକାର ହେଉଛନ୍ତି । ଆସନ୍ତୁ ଜାଣିବା ଏହାର ପ୍ରାରମ୍ଭିକ ସଂକେତ ବିଷୟରେ, ଏହି ୧୫ ଟି ସଂକେତ କହିଥାଏ ଆପଣଙ୍କ କିଡେନୀ ବିଷୟରେ ଯଦି ଏମିତି କିଛି ଆପଣଙ୍କୁ ଲାଗୁଛି ତେବେ ତୁରନ୍ତ ଡକ୍ଟର ସହ ଦେଖା କରନ୍ତୁ ।

Image Courtesy: Google

–      ସବୁବେଳେ ଦୁର୍ବଳ ଅନୁଭବ ହବା ।

–      ଅତ୍ୟଧିକ ଥକା ଲାଗିବା ।

Image Courtesy: Google

–      ଶରୀର ରେ ଊର୍ଜା ବା ଶକ୍ତି କମିବା । କିଡେନୀ ଯେତେବେଳେ ସଠିକ କାମ କରେ ନାହିଁ ସେତେବେଳେ ମଣିଷ ଶରୀର ଏହି ପରି ସଂକେତ ଦେଇ ଥାଏ ।

–      ବାରମ୍ବାର ପରିସ୍ରା ଲାଗିବା ।

–      ରାତି ରେ ଅନେକ ଥର ଚିନ୍ତିତ ହୋଇଯିବା ଯାହା ଦ୍ଵାରା ମଣିଷ ଶାନ୍ତି ରେ ଶୋଇ ପାରିବ ନାହିଁ । ଆପଣଙ୍କୁ ଯଦି ଏହି ପ୍ରକାର ସମସ୍ୟା ଅଛି ତାହେଲେ ତୁରନ୍ତ ଡକ୍ଟରଙ୍କୁ ଦେଖା କରନ୍ତୁ ।

Image Courtesy: Google

କିଡନୀ ଶରୀରରୁ ତରଳ ପଦାର୍ଥ ଓ ଅଶୁଦ୍ଧ ଜିନିଷ ବାହାର କରିଥାଏ । ଏହି ତରଳ ପଦାର୍ଥ ଓ ଅଶୁଦ୍ଧ ଜିନିଷ ରକ୍ତ ସହ ମିଶି ବ୍ଲୋଡ ଟିସୂ ରେ ରହିଥାଏ । କିଡନୀ ର କାମ ହେଲା ରକ୍ତ କୁ ସୁଧ ଓ ସଫା କରିବା । କିଡନୀ ରକ୍ତ ରୁ ସବୁ ଅଶୁଦ୍ଧ ଜିନିଷ କୁ ଛାଣିକରି ସଫା କରିଥାଏ ଓ ସେହି ଅଶୁଦ୍ଧ ପଦାର୍ଥ ପରିସ୍ରା ରୂପ ରେ ଶରୀର ବାହାରକୁ ଯାଇଥାଏ ।

Image Courtesy: Google

– ଯଦି ହଟାତ ଆପଣଙ୍କ ସ୍କିନ ରେ କିଛି ଖଦଡିଆ ଲାଗିଲା ବା ସ୍କିନ ଜଳିବା ଭଳି ଅନୁଭବ ହୁଏ ଓ କୁଣ୍ଡେଇ ହୁଏ ଏହାକୁ ହଲ୍କା ରେ ନିଅନ୍ତୁ ନାହିଁ

–      ଯଦି କିଡନୀ ରେ କିଛି ସମସ୍ଯା ହେଲା ତାହେଲେ ରକ୍ତରୁ ଅଶୁଦ୍ଧ ବାହାରିବ ନାହିଁ ।

–      ପରିସ୍ରା ରେ ଅନଫିଲଟର ରକ୍ତ ଆସିବ, ଏହା ଦ୍ଵାରା କିଡନୀ ରେ ସଂକ୍ରମଣ ଓ ପଥର ହୋଇପାରେ ।

–      କିଡନୀ ଶରୀରର ସବୁ ହାନିକାରକ ଟାକ୍ସିନ କୁ ପରିସ୍ରା ଦ୍ଵାରା ବାହାର କରିଥାଏ ।

Image Courtesy: Google

–      ଯଦି ଆପଣଙ୍କୁ ନିଦ ସମସ୍ୟା ଅଛି ତାହେଲେ ବି କିଡନୀ ସମସ୍ୟା ହୋଇପାରେ ।

–      ଯଦି ଆପଣଙ୍କ ପରିସ୍ରା ରେ ଫେଣ ଆସୁଛି ତାହେଲେ ତୁରନ୍ତ ଡକ୍ଟର କୁ ଦେଖାନ୍ତୁ ।

–      ଭୋକ କମ ଲାଗିବା ବି ଏହି ସମସ୍ୟା ର କାରଣ ହୋଇପାରେ । ଯଦି ଆପଣଙ୍କୁ ବି ଭୋକ କମ ଲାଗୁଛି ତାହେଲେ କିଡନୀ ପରୀକ୍ଷା ନିଶ୍ଚିନ୍ତ କରାନ୍ତୁ । ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *