ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ନୂଆ ଅଡିଓ କଲ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଅଡିଓ କଳ ରେ ଓଡିଆ ଯୁବକ ଅଧ ଖଣ୍ଡିଆ ହିନ୍ଦୀ ଭାଷା ରେ କଥା କହୁଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ବି ହସି ହସି ଗଡିଯିବେ । ଯୁବକ ଜଣକ କଷ୍ଟମର କେୟାର ଙ୍କ ସହ କିଛି ଏଭଳି ବାର୍ତ୍ତାଳାପ କରୁଛନ୍ତି କି କାଲ ହୋଗା କ୍ଯା ଉତ୍ତରରେ କଷ୍ଟମର କେୟାର ଯୁବତୀ କହୁଛନ୍ତି ହୋ ଶକତା ହେ ସାର ଲେକିନ ଆପକା ଟାଇମ ଆଜ ୫ ବାଜେ ତକ ହେ ।
ଓଡିଆ ଯୁବକ କହୁଛନ୍ତି କଣ ଆସିଛି କହି ହସି ଦେଉଛନ୍ତି ଆଉ କହୁଛନ୍ତି ଏଟା ତ ଓଡିଆ ହୋଇଗଲା । ଓଡିଆ ଯୁବକ କହୁଛନ୍ତି କଣ ମାଲ ଆସିଛି ଉତ୍ତରରେ କଷ୍ଟମର କେୟାର କହୁଛନ୍ତି ଆପକା ହଟର ଗାଡି ଆୟା ହେ ଆପକୋ ୫ ବଜେ ଟକ ଦୋଳମୁଣ୍ଡାଇ ତକ ଆନା ହେ ଆପ ଆପକେ କଣ୍ଟାକ୍ତ କରେଙ୍ଗେ । ଏହା ଶୁଣିବା ପରେ ଓଡିଆ ଜୀବକ ଅଧା ଖଣ୍ଡିଆ ହିନ୍ଦୀ ରେ କହୁଛନ୍ତି ମୋ ମାମୁଁ ଆଣି ପାରିବେ, ମେରା ନମ୍ବର ମାମୁଁ କେ ପାସ ଭେଜ ଦେଙ୍ଗେ ମାମୁଁ ବାତଚିତ କରି ଆଣି ପାରିବେ ।
ଉତ୍ତରରେ କଷ୍ଟମର କେୟାର କହୁଛନ୍ତି ସାର ଆପକା ନମ୍ବର ହେ ହମ ମାମୁଁ କୋ କେସ ଦେ ସକତେ ହେ । ଯୁବକ ଆଗକୁ କହୁଛନ୍ତି ମେ ଯାଏଙ୍ଗା ହେଟ ମୋତେ ଯିବାକୁ ପଡିବ । ଉତ୍ତରରେ କଷ୍ଟମର କେୟାର କହୁଛି ଜି ସାର ଆପକୋ ଆନା ପଡେଗା । ଅଧା ଖଣ୍ଡିଆ ହିନ୍ଦୀ ରେ ଆଗକୁ ଯୁବକ କହୁଛନ୍ତି କଣ ଆସିଥିବା କଣ ନାହି ଆପଣ ଝୁଟା ବାତେ କରେଙ୍ଗେ ଆମେ ଅଟୋ ଖର୍ଚ୍ଚ କରି ଜାଏଙ୍ଗେ ପୁଣି ଫେରିକି ଆଏଙ୍ଗେ । ତା ପରେ କଷ୍ଟମର କେୟାର କହୁଛନ୍ତି ଓକେ ସାରା ଆପକୀ ମର୍ଜି ଆପ ଜୋ କର ସକାତେ ହେ ୟା ନାହି ୱୋ ମୁଝେ ନହି ପତା ।
ଓଡିଆ ଯୁବକ କହୁଛନ୍ତି କଣ ଆପ ଫୋନ କଲେ ଏବେ କହୁଛନ୍ତି ଆପକୀ ମର୍ଜି । କଷ୍ଟମର କେୟାର କହୁଛି ମେରା କାମ ଥା ଆପକୋ ବୋଲନା । ଓଡିଆ ଯୁବକ ପ୍ରତି ଉତ୍ତର ଦେଉଛନ୍ତି ହଉ ମୁଁ ଟିକେ ମାମୁଁ ଙ୍କ ସହ ବାତଚିତ କରେଙ୍ଗେ ସାଙ୍ଗେ ସାଙ୍ଗେ କଲ ବ୍ୟାକ କରୁଛି । ଉତ୍ତର ରେ କଷ୍ଟମର କେୟାର କହୁଛି ଓକେ ସାର । ଏହାକୁ ଶୁଣିବା ପରେ ଓଡିଆ ଯୁବକ କହୁଛନ୍ତି କଣ ସାର ସାର କହିଲାଣି ।
ଦର୍ଶକ ବନ୍ଧୁ ଓଡିଆ ଯୁବକ କିପରି ଅଧ ଖଣ୍ଡିଆ ରେ ହିନ୍ଦୀ ଭାଷା କହୁଛନ୍ତି ତାହା ଆପଣ ମାନେ ଏବି ଏହି ଭିଡିଓ ଜରିଆରେ ଶୁଣି ପାରିବେ । ତାଙ୍କ କଥା ଶୁଣିଲେ ଆପଣ ମାନେ ନିଶ୍ଚୟ ହସି ହସି ଗଡିଯିବେ । ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଯୁବକଙ୍କର ଅଧ ଖଣ୍ଡିଆ ହିନ୍ଦୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।