Customer Care ସହ ଏମିତି କଥା ହେଲେ ଯୁବକ କି ଶୁଣି ଆପଣ ହସି ହସି ଗଡିବେ… ଥରେ ନିଶ୍ଚୟ ଶୁଣନ୍ତୁ

ନମସ୍କାର ବନ୍ଧୁଗଣ, ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ନୂଆ ଅଡିଓ କଲ ଭାଇରାଲ ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଅଡିଓ କଳ ରେ ଓଡିଆ ଯୁବକ ଅଧ ଖଣ୍ଡିଆ ହିନ୍ଦୀ ଭାଷା ରେ କଥା କହୁଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ବି ହସି ହସି ଗଡିଯିବେ । ଯୁବକ ଜଣକ କଷ୍ଟମର କେୟାର ଙ୍କ ସହ କିଛି ଏଭଳି ବାର୍ତ୍ତାଳାପ କରୁଛନ୍ତି କି କାଲ ହୋଗା କ୍ଯା ଉତ୍ତରରେ କଷ୍ଟମର କେୟାର ଯୁବତୀ କହୁଛନ୍ତି ହୋ ଶକତା ହେ ସାର ଲେକିନ ଆପକା ଟାଇମ ଆଜ ୫ ବାଜେ ତକ ହେ ।

ଓଡିଆ ଯୁବକ କହୁଛନ୍ତି କଣ ଆସିଛି କହି ହସି ଦେଉଛନ୍ତି ଆଉ କହୁଛନ୍ତି ଏଟା ତ ଓଡିଆ ହୋଇଗଲା । ଓଡିଆ ଯୁବକ କହୁଛନ୍ତି କଣ ମାଲ ଆସିଛି ଉତ୍ତରରେ କଷ୍ଟମର କେୟାର କହୁଛନ୍ତି ଆପକା ହଟର ଗାଡି ଆୟା ହେ ଆପକୋ ୫ ବଜେ ଟକ ଦୋଳମୁଣ୍ଡାଇ ତକ ଆନା ହେ ଆପ ଆପକେ କଣ୍ଟାକ୍ତ କରେଙ୍ଗେ । ଏହା ଶୁଣିବା ପରେ ଓଡିଆ ଜୀବକ ଅଧା ଖଣ୍ଡିଆ ହିନ୍ଦୀ ରେ କହୁଛନ୍ତି ମୋ ମାମୁଁ ଆଣି ପାରିବେ, ମେରା ନମ୍ବର ମାମୁଁ କେ ପାସ ଭେଜ ଦେଙ୍ଗେ ମାମୁଁ ବାତଚିତ କରି ଆଣି ପାରିବେ ।

ଉତ୍ତରରେ କଷ୍ଟମର କେୟାର କହୁଛନ୍ତି ସାର ଆପକା ନମ୍ବର ହେ ହମ ମାମୁଁ କୋ କେସ ଦେ ସକତେ ହେ । ଯୁବକ ଆଗକୁ କହୁଛନ୍ତି ମେ ଯାଏଙ୍ଗା ହେଟ ମୋତେ ଯିବାକୁ ପଡିବ । ଉତ୍ତରରେ କଷ୍ଟମର କେୟାର କହୁଛି ଜି ସାର ଆପକୋ ଆନା ପଡେଗା । ଅଧା ଖଣ୍ଡିଆ ହିନ୍ଦୀ ରେ ଆଗକୁ ଯୁବକ କହୁଛନ୍ତି କଣ ଆସିଥିବା କଣ ନାହି ଆପଣ ଝୁଟା ବାତେ କରେଙ୍ଗେ ଆମେ ଅଟୋ ଖର୍ଚ୍ଚ କରି ଜାଏଙ୍ଗେ ପୁଣି ଫେରିକି ଆଏଙ୍ଗେ । ତା ପରେ କଷ୍ଟମର କେୟାର କହୁଛନ୍ତି ଓକେ ସାରା ଆପକୀ ମର୍ଜି ଆପ ଜୋ କର ସକାତେ ହେ ୟା ନାହି ୱୋ ମୁଝେ ନହି ପତା ।

ଓଡିଆ ଯୁବକ କହୁଛନ୍ତି କଣ ଆପ ଫୋନ କଲେ ଏବେ କହୁଛନ୍ତି ଆପକୀ ମର୍ଜି । କଷ୍ଟମର କେୟାର କହୁଛି ମେରା କାମ ଥା ଆପକୋ ବୋଲନା । ଓଡିଆ ଯୁବକ ପ୍ରତି ଉତ୍ତର ଦେଉଛନ୍ତି ହଉ ମୁଁ ଟିକେ ମାମୁଁ ଙ୍କ ସହ ବାତଚିତ କରେଙ୍ଗେ ସାଙ୍ଗେ ସାଙ୍ଗେ କଲ ବ୍ୟାକ କରୁଛି । ଉତ୍ତର ରେ କଷ୍ଟମର କେୟାର କହୁଛି ଓକେ ସାର । ଏହାକୁ ଶୁଣିବା ପରେ ଓଡିଆ ଯୁବକ କହୁଛନ୍ତି କଣ ସାର ସାର କହିଲାଣି ।

ଦର୍ଶକ ବନ୍ଧୁ ଓଡିଆ ଯୁବକ କିପରି ଅଧ ଖଣ୍ଡିଆ ରେ ହିନ୍ଦୀ ଭାଷା କହୁଛନ୍ତି ତାହା ଆପଣ ମାନେ ଏବି ଏହି ଭିଡିଓ ଜରିଆରେ ଶୁଣି ପାରିବେ । ତାଙ୍କ କଥା ଶୁଣିଲେ ଆପଣ ମାନେ ନିଶ୍ଚୟ ହସି ହସି ଗଡିଯିବେ । ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଯୁବକଙ୍କର ଅଧ ଖଣ୍ଡିଆ ହିନ୍ଦୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *