ଗୁରୁବାର ମାଣବସା ଦିନ ତୁଳସୀ (Tulasi) ଗଛ ମୂଳରେ ଚଢାନ୍ତୁ ଏହି ଗୋଟିଏ ଜିନିଷ ଚମକିଯିବ ଭାଗ୍ୟ

ବନ୍ଧୁଗଣ ମାର୍ଗଶିର ମାସ ବର୍ଷର ପବିତ୍ର ମାସ ହୋଇଥାଏ ଓ ମାଣବସା ଗୁରୁବାର ଓଷା ବି ବର୍ଷର ଶେଷ ଓ ବଡ ଓଷା ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହି ମାସରେ ଘର ସଫା ସୁତୁରା କରାଯାଇ ମାଣବସା ଯାଇ ଘରେ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । ଏହି ମାସରେ ସବୁ ଓଡିଆ ବୋହୂ ମାନେ ଘରକୁ ପବିତ୍ର କରାଇ ମାଣ ବସାଇ ମା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି । ତୁଳସୀ ଗଛରେ ମାଣବସା ଗୁରୁବାର ଦିନ ଗୋଟିଏ ଜିନିଷ ଚଢାଇଲେ ସବୁ କଷ୍ଟ ଦୂର କରିବେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ । ଘରକୁ ଆସିବ ସୁଖ ସମୃଦ୍ଧି ଓ ଶାନ୍ତି ଏହି ଉପାୟ କରିଲେ । ତେବେ ଚାଲନ୍ତୁ ସେହି ଉପାୟ ବିଷୟରେ ବିସ୍ତାର ଭାବେ ।

ମାଣବସା ଦିନରେ ମା ଲକ୍ଷ୍ମୀ ଧରା ପ୍ରୁଷ୍ଠାକୁ ଆସି ଘର ଘର ବୁଲିକି ଦେଖିଥାନ୍ତି କିଏ କେମିତି ତାଙ୍କର ପୂଜା କରୁଛନ୍ତି ଓ ମା ଲକ୍ଷ୍ମୀଙ୍କ ଧରିତ୍ରିକୁ ଆସିବା ପରେ ଏହି ମାସରେ ସବୁଆଡେ ପବିତ୍ର କାର୍ଯ୍ୟ ହୋଇଥାଏ । ଏମିତି ମାନ୍ୟତା ଅଛି ମା ଲକ୍ଷ୍ମୀ ଧରିତ୍ରୀକୁ ଆସିବା ପରେ ତୁଳସୀ ଦ୍ଵାରା କାରଜିଥିବା ପୂଜାକୁ ପ୍ରଥମେ ସ୍ଵୀକାର କରିଥାନ୍ତି । ଗୁରୁବାର ମାଣବସା ଶାସ୍ତ୍ରରେ ଏହାର ବିଶେଷ ମହତ ରହିଛି । ଦିନ ଦିନ ମା ଲକ୍ଷ୍ମୀଙ୍କ ସହ ଭଗବାନ ବିଶୁଣୁଙ୍କ ପୂଜା କରିଲେ ଧନର ଭଣ୍ଡାର ହୋଇଥାଏ ।

ମାର୍ଗଶିର ମାସରେ ବ୍ରତ କରିଲେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ କୃପାରୁ ପୂଣ୍ୟ ମିଳିଥାଏ ଯାହା ୧୦୦ଟି ଗୋମାତାଙ୍କ ସେବା ସହ ସମାନ ହୋଇଥାଏ । ମାର୍ଗଶିର ମାସ ଗୁରୁବାରରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଯେଉଁ ପୂଜା କରାଯାଏ ତାହା ବହୁତ ଜଲ୍ଦି ଶୁଭଂକର ହୋଇଥାଏ । ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁକୁ ପ୍ରସନ୍ନ କରିବା ପାଇଁ ତୁଳସୀ ପୂଜା ସହଜ ହୋଇଥାଏ କାରଣ ଦୁହିଙ୍କର ପ୍ରିୟ ତୁଳସୀ ହୋଇଥାନ୍ତି । ମାଣବସା ଗୁରୁବାରରେ ତୁଳସୀ ପୂଜା କରିଲେ ୧୦ ହଜାର ପାପ ନଷ୍ଟ ହୋଇଯାଏ ।

ଏହି ପୂଜା କରିବା ପାଇଁ ସୁଧା ଢାଳରେ ପାଣି ନେଇ କଞ୍ଚା କ୍ଷୀର ଢାଳନ୍ତୁ । ଏହି କ୍ଷୀରରେ ଚିନୀ ପକାନ୍ତୁ । ଏହା ପରେ ଗଙ୍ଗାଜଳ, ହଳଦୀ ମିଶ୍ରଣ କରାଇ ମା ତୁଳସୀଙ୍କୁ ପୂଜା କରିବା ସମୟରେ ଅର୍ପଣ କରନ୍ତୁ । ଏଥିପାଇଁ ତମ୍ବା ପାତ୍ରର ବ୍ୟବହାର କରନ୍ତୁ ନାହି । ପିତଳ ପାତ୍ରରେ ଜଳ ନେଇ ଦୁଇଟି ଫୁଲ ନେଇପାରିବେ । ଜଳ ଅର୍ପଣ କରିବା ସମୟରେ ଓମ ନମହ ଭଗବତେ ବାସୁଦେବାୟ ନମହ ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ପଢିବା ପରେ ଘିଅ ଜାଳି ନାଲି କପଡା ନେଇ ତୁଳସୀ ମାଙ୍କ ପାଖରେ ଛଡାଇ ଦେବେ ।

ଏହା ପରେ ତୁଳସୀ ମାଙ୍କ ଚାରିପଟେ ପରିକ୍ରମା କରନ୍ତୁ । ଦେଖିବେ ଆପଣଙ୍କର ଯାହା ବି ସମସ୍ୟା ଥିବ ତାହା ନିଶ୍ଚୟ ଦର ହେବ । ତୁଳସୀ ମା ନିଶ୍ଚୟ ଆପଣଙ୍କର ପ୍ରାର୍ଥନା ପୂରଣ କରିବେ ଓ ସବୁ ମନସ୍କାମନା ପୂରଣ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *