ମାର୍ଗଶିର (Margasira) ମାସ ଗୁରୁବାର ଦିନ କରନ୍ତୁ ଏହି 5ଟି କାମ, ଘରେ ହେବ ଧନ ଓ ଟଙ୍କାର ବର୍ଷା

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ଧନ ରୋଜଗାର କରିବା ପାଇଁ କିଛି ନା କିଛି କରିଥାନ୍ତି । ଏମିତି କି ଅନେକ ଲୋକ ଅଛନ୍ତି ଯେଉଁ ମାନେ ବହୁତ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଶେଷରେ ସେମାନଙ୍କ ପାଖରେ ଟଙ୍କା ଟିଏ ବି ରହେ ନାହି । କେଉଁଠି ନା କେଉଁଠି ଖର୍ଚ୍ଚ ହୋଇ ଯାଇଥାଏ । ଯାହା ପାଇଁ ସେମାନଙ୍କୁ ଆର୍ଥିକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଧନ ସେହି ମାନଙ୍କ ପାଖରେ ରହିଥାଏ ଯେଉଁ ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ମାର୍ଗଶିର ମାସ ପ୍ରତେକ ଗୁରୁବାର ଦିନ କେଉଁ କାମ କରିବା ଉଚିତ ।

୧- ଆର୍ଥିକ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ପ୍ରତେକ ବ୍ୟକ୍ତି ଗୁରୁବାର ଦିନ ଭଗବାନ ବିଶୁଣୁ ଙ୍କୁ ପୂଜା କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ସବୁ ସମସ୍ଯା ଗୁଡ଼ିକର ଅନ୍ତ ଘଟିବ । ଭଗବାନ ବିଶୁଣୁ ଙ୍କୁ ପୂଜା କରିବା ସମୟରେ ତୁଳସୀ ପତ୍ର ନିଶ୍ଚୟ ଚଢାନ୍ତୁ । ଏହା ଦ୍ଵାରା ଭଗବାନ ବିଶୁଣୁ ପ୍ରସନ୍ନ ହୋଇଥାନ୍ତି ।

୨- ପ୍ରତେକ ଗୁରୁବାର ଦିନ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହା ସହ ମାତା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଚନ୍ଦନ, ହଳଦିଆ ପ୍ରସାଦ ଅର୍ପଣ ଅରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

୩- ଗୁରୁବାର ଦିନ ଆପଣ ହଳଦୀ ପାଣି ରେ ପ୍ରତେକ ମହିଳା ମାନଙ୍କୁ ସ୍ନାନ କରନ୍ତୁ । ଏହା ସହ କଦଳୀ ଗଛ ମୂଳରେ ହଳଦୀ ପାଣି ଢାଳନ୍ତୁ । ଏହା ଦ୍ଵାରା ଘରେ ଖାଲି ଧନ ହିଁ ଧନ ଆସିଥାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ମଧ୍ୟ ଗୃହକୁ ହୋଇଥାଏ ।

୪- ଧନର ଅଭାବ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ ସମୟରେ ହଳଦିଆ ଜିନିଷ ଦାନ କରନ୍ତୁ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଗୃହରେ ବାସ କରିଥାନ୍ତି ।

୫- ଗୁରୁବାର ଦିନ ଆପଣ ତୁଳସୀ ପୂଜା କରିବା ସମୟରେ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ପ୍ରଦାନ କରନ୍ତୁ । ଗୁରୁବାର ଦିନ ବୃହସ୍ପତି ଗ୍ରହ କୁ ଶକ୍ତିଶାଳୀ କରିବା ପାଇଁ ମହାଦେବ ଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ବୃହସ୍ପତି ଗ୍ରହ ସମାପ୍ତି ହେବା ସହ ଗ୍ରହ ଦୋଷ କଟି ଯାଇଥାଏ ।

ତେଣୁ ଏହି ସବୁ କାମ ମାର୍ଗଶିର ଗୁରୁବାର ରେ ନିଶ୍ଚୟ କରିବା ଉଚିତ । ଯାହା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଆଗମନ ଗୃହକୁ ହେବା ସହ ତାଙ୍କ କୃପା ଲାଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *