ଆଜି ଆମେ ଜୀବ ଜନ୍ତୁ ମାନଙ୍କ ଉପରେ ଏମିତି କିଛି ପ୍ରଶ୍ନ କରିବା ପାଇଁ ଯାଉଛୁ ଯାହା ଆପଣଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ ଓ କିଛି ଲୋକ ଜାଣିନଥିବେ, ତେବେ ଏହି ପ୍ରଶ୍ନ ଗୁଡିକ ବହୁତ ରୋମାଞ୍ଚକ ଅଟେ ଯଦି ଆପଣ ଏହି ପ୍ରଶ୍ନ ଉତ୍ତର ଗୁଡିକ ଜାଣିବେ ତେବେ ନିଜ ସାଙ୍ଗ ମାନଙ୍କୁ ନିଶ୍ଚିନ୍ତ ପଚାରିବେ ଓ ମଜା ନେଇ ପାରିବେ । ତେବେ ଆପଣ ନିଜ ସାଙ୍ଗ ମାନଙ୍କ ମଧ୍ୟରେ ବୁଦ୍ଧିମାନ ହୋଇପାରିବେ । ତେବେ ଆସନ୍ତୁ ଏହି ପ୍ରଶ୍ନ ଉତ୍ତର ଗୁଡିକ ଜାଣିବା ।
ପ୍ରଶ୍ନ : କେଉଁ ପକ୍ଷୀ କେବଳ ବର୍ଷା ସମୟରେ ହିଁ ପାଣି ପିଇଥାଏ ?
ଉତ୍ତର : ଚାତକ ପକ୍ଷୀ
ପ୍ରଶ୍ନ : ପକ୍ଷୀ ମାନଙ୍କ ମଧ୍ୟରୁ କେଉଁ ପକ୍ଷୀଟି ଅଧିକ ବୁଧିମାନ ?
ଉତ୍ତର : ଆଫ୍ରିକାନ ଗ୍ରେ ପ୍ୟାରୋଟ
ପ୍ରଶ୍ନ : କେଉଁ ପକ୍ଷୀ ତାର ବେକକୁ ସଂପୂର୍ଣ୍ଣ ବୁଲାଇ ପାରେ ?
ଉତ୍ତର : ପେଚା
ପ୍ରଶ୍ନ : କେଉଁ ଜୀବ ମଲା ପରେ ମଧ୍ୟ ଗଛରେ ଓହଳି ହୋଇ ରହିଥାଏ ?
ଉତ୍ତର : ସ୍ଳୋଥ
ପ୍ରଶ୍ନ : କେଉଁ ମାଛ ପଛପଟୁଆ ପହଁରି ଥାଏ ?
ଉତ୍ତର : ଟ୍ରିଗର ମାଛ
ପ୍ରଶ୍ନ : କେଉଁ ମାଛ ର ରକ୍ତ ଗରମ ?
ଉତ୍ତର : ଓପାହ ମାଛ
ପ୍ରଶ୍ନ : କେଉଁ ମାଛ ତାର ମୁହଁ ରେ ପରିଶ୍ରା କରିଥାଏ ?
ଉତ୍ତର : ଗୋଦରା ଚିଙ୍ଗୁଡି
ପ୍ରଶ୍ନ : କେଉଁ କୀଟ ଲୋକଙ୍କ ମୁହଁକୁ ଚିହ୍ନି ପାରେ ?
ଉତ୍ତର : ମହୁମାଛି
ପ୍ରଶ୍ନ : କେଉଁ ମାଛର ମୁଣ୍ଡ ସବୁଠାରୁ ବଡ ହୋଇଥାଏ ?
ଉତ୍ତର : ସ୍ପେରମ ୱ୍ହେଲ
ପ୍ରଶ୍ନ : କେଉଁ ଜୀବ କେବେ ହେଲେ ଶୋଇ ନଥାଏ ?
ଉତ୍ତର : ବୁଲ ଫ୍ରଗ
ପ୍ରଶ୍ନ : ୫କେଜି ମିଟର ଦୂରରୁ ଥିବା ପାଣିକୁ କେଉଁ ଜୀବ ଶୁଙ୍ଘି ଜାଣିପାରେ ?
ଉତ୍ତର : ହାତୀ
ପ୍ରଶ୍ନ : ସେ କେଉଁ ଜାଗା ଅଟେ ଯେଉଁଠାରେ ୧୦୦ ଜଣେ ଗଲେ ୯୯ ଜଣ ଫେରିକି ଆସନ୍ତି ?
ଉତ୍ତର : ମସାଣି
ଆପଣ ମାନେ ଏମିତିକା ପ୍ରଶ୍ନ କେବେ ଶୁଣିଥିଲେ, ଆଶା କରୁଛୁ ଆପଣଙ୍କୁ ଏହି ସୂଚନା ରୋମାଞ୍ଚକ ଲାଗିଥିବ ଓ ଆପଣଙ୍କୁ ଏହି ବିପଦ ସମୟରେ କୌଣସି ପ୍ରକାର ଅସୁବିଧା ହବ ନାହିଁ, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।