ମୁଁ ଗୋଟେ ବିଧବାକୂ ବିବାହ କରିଥିଲି କିନ୍ତୁ ମୋ ବାପା ତା ଯବାନ ଝିଅ ସହ ବିବାହ କରିଥିଲେ, ତେବେ ସେ ଝିଅ…

ଯେପରି ଭଲ ବାୟୁ, ଯେକୌଣସି ବ୍ୟକ୍ତି ସୁସ୍ଥ ରହିବା ପାଇଁ ଭଲ ଖାଦ୍ୟ ଆବଶ୍ୟକ, ସେହିପରି ଆପଣଙ୍କ ହସ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆପଣ ସକାଳ ଏବଂ ସନ୍ଧ୍ୟାରେ ହସିବାର ଅଭ୍ୟାସ କରନ୍ତି, ତେବେ ମାନସିକ କିମ୍ବା ଶାରୀରିକ କୌଣସି ରୋଗ ଆପଣଙ୍କ ନିକଟକୁ ଆସିବ ନାହିଁ । ସେଥିପାଇଁ ଆମେ ଆପଣଙ୍କ ପାଇଁ କିଛି ମଜାଳିଆ ଥଟ୍ଟା ଆଣିଛୁ, ଯାହା ପଢିବା ପରେ ଆପଣଙ୍କୁ ହସାଇବ ଏବଂ ହସିବ । ତେବେ ଆସନ୍ତୁ ହସିବାର ଏହି ପ୍ରକ୍ରିୟା ଆରମ୍ଭ କରିବା ।

ରୋଗୀ (ଡକ୍ଟର କୁ) – ମୁଁ ପ୍ରତିଦିନ ୫୦ଟଙ୍କା ଔଷଧ ନଉଛି କିନ୍ତୁ କିଛି ଲାଭ ହଉ ନାହିଁ ।

ଡକ୍ଟର – ଆଜି ଠାରୁ ମୁଁ ତମକୁ ୪୦ଟଙ୍କା ଔଷଧ ଦଉଛି ଏହା ଦ୍ଵାରା ତମକୁ ୧୦ଟଙ୍କା ଲାଭ ହବ ।

ରୋଗୀ – ସତ ସତ କୁହନ୍ତୁ ଡକ୍ଟର ସାର ମୋ ବଞ୍ଚିବାର କେତେ ସମ୍ଭାବନା ଅଛି ?

ଡକ୍ଟର – ୧୦୦%

ମୋ % ଅନୁଯାଇ ୧୦ ଲୋକଙ୍କ ମଧ୍ୟରୁ ୯ ଜଣଙ୍କ ମୃତ୍ୟୁ ନିଶ୍ଚିତ ଗୋଟେ ବଞ୍ଚି ପାରେ ତମେ ସେହି ୧୦ ନଂ ଆଟ କାହିଁକିନା ୯ ଜଣଙ୍କ ମୃତ୍ୟୁ ହୋଇ ସାରିଛି ।

ରୋଗୀ – ଡକ୍ଟର ସାର, ଆପଣ ଏହି ଫୁଲ ମାଳ କଣ ପାଇଁ ଆଣିଛନ୍ତି ??

ଡକ୍ଟର – ଏହା ମୋ ପାଇଁ ପ୍ରଥମ ଅପରେସନ ଅଟେ ଯଦି ସଫଳ ହୋଇବି ତେବେ ମୋ ପାଇଁ ନଚେତ ତମ ପାଇଁ ।

Image Courtesy: Google

ସନ୍ତା – ଯଦି ନଡିଆ ଗଛ ଉପରେ ଚଢି ଜୀବି ତେବେ ଇଞ୍ଜିନିଅରଇଙ୍ଗ ଝିଅ ମାନେ ଦେଖା ଯିବେ,

ବନ୍ତା – ତା ପରେ ହାତ ଛାଡି ଦବୁ ମେଡିକାଲ କଲେଜ ଝିଅ ବି ଦେଖା ଯିବେ ।

ସନ୍ତା – ଡକ୍ଟର ଆଗଜ ରେ କଣ ଲେଖିଥାଏ ଯାହା କେବଳ ମେଡିସିନ ଷ୍ଟୋର ଲୋକ ଜାଣି ପାରନ୍ତି ??

ବନ୍ତା – ସେ ଲେଖନ୍ତି ମୁଁ ଲୁଟି ସାରିଛି ବାକି ତମେ ପୂର୍ଣ କର ।

ଟିଚର – ତମେ ଘରେ ସବୁଠାରୁ ଛୋଟ କିଏ ??

ଗପପୁ – ମୋ ବାପା

ଟିଚର – ସେ କେମିତି ?

ଗପପୁ – ସେ ଏବେ ବି ମା ସହ ସୁଅନ୍ତି

Image Courtesy: Google

ଗୋଟେ ରୋଗୀ ଡକ୍ଟର ପାଖକୁ ଗଲା

ରୋଗୀ – ଡକ୍ଟର ମୋ କାନରେ ମଟର ଗଛ ହୋଇଯାଇଛି ।

ଡକ୍ଟର – ଏହା ବହୁତ ଆଶ୍ଚର୍ଯ୍ୟ କଥା ।

ରୋଗୀ – ଡକ୍ଟର ସାର ଆଶ୍ଚର୍ଯ୍ୟ କଥା ଅଟେ କାହିଁକିନା ମୁଁ କାନରେ ଭେଣ୍ଡି ମଞ୍ଜି ପକେଇଥିଲି ।

ଡକ୍ଟର – ତମେ ପାଗଳ କେମିତି ହେଲ ??

ପାଗଳ – ମୁଁ ଗୋଟେ ବିଧବାକୂ ବିବାହ କରିଥିଲି କିନ୍ତୁ ମୋ ବାପା ତା ଯବାନ ଝିଅ ସହ ବିବାହ କରିଥିଲେ, ତେବେ ସେ ଝିଅ ମୋ ମା ହୋଇଗଲା । ତେବେ ଯେତେବେଳେ ବାପା ଆଉଥରେ ବାପା ହେଲେ ତେବେ ସେ ମୋ ଭଉଣୀ ହେଲା କିନ୍ତୁ ଯେହେତୁ ମୁ ତା ଆଇକୁ ବିବାହ କରିଥିଲେ ସେଥିପାଇଁ ମୁଁ ତା ଅଜା ହୋଇଗଲି ।

ଡକ୍ଟର – ଅବଏ ଚୁପ ହୋଇଯା ନଚେତ ମୁଁ ପାଗଳ ହୋଇଜୀବୀ ।

Image Courtesy: Google

ରୋଗୀ – ଡକ୍ଟର ସାର ମୋ ପାଖରେ ଚିକିତ୍ସା ପାଇଁ ଟଙ୍କା ନାହିଁ ଆପଣ ମୋ ଫ୍ରି ଚିକିତ୍ସା କରି ପାରିବେ ? ତେବେ ବଧେ ମୁଁ କେବେ ଆପଣଙ୍କ କାମରେ ଆସି ପାରିବି ।

ଡକ୍ଟର – ତମେ କଣ କାମ କର ??

ରୋଗୀ – କବ୍ର ଖୋଦିବା କାମ

ଟିଚର (ଛାତ୍ରକୁ ) – ତମ ବାପାଙ୍କ ନାମ କଣ ?

ଛାତ୍ର ଉତ୍ତର – ବେଟା ମଲଖାନ ଲାଲ

ଟିଚର – କଣ ସେ ତମ ପୁଅ ??

ଛାତ୍ର – ନା ଜେଜେମା ତାଙ୍କୁ ଏହି ଭଳି ଡାକନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *